24.1 C
Bhubaneswar
Monday, April 28, 2025
-Advertisement-

ଓଡିଆ ଭାଷାରେ ନାମଫଳକ ବାଧ୍ୟତାମୂଳକ ହେବ

ଚଳିତମାସରୁ ଓଡିଆ ଭାଷାରେ ନାମଫଳକ ଲେଖିବା ପୁଣି ବାଧ୍ୟତାମୂଳକ କରାଯିବ । ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଓଡିଆରେ ନାମଫଳକ ଲେଖିବାକୁ ବାଧ୍ୟତାନୂଳକ କରାଯିବ । ଯେଉଁ ଅନୁଷ୍ଠାନ ଏଥିରେ ଖିଲାଫ କରିବେ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ...

ଖଣ୍ଡଗିରି ଥାନା ଏସଆଇ ଗିରଫ

ଖଣ୍ଡଗିରି ଥାନା ଏସଆଇ ଗିରଫ । ୫୦ ହଜାର ଟଙ୍କା ଲାଞ୍ଚନେବାବେଳେ ଧରାପଡିଲେ ପୋଲିସ ଏସଆଇ । ଭୁବନେଶ୍ୱର ଖଣ୍ଡଗିରି ଥାନା ଏସଆଇ ସୁଶାନ୍ତ ସ୍ୱାଇଁ ଧରାପଡିଛନ୍ତି । ଏକ ମାମଲାର ଫାଇନାଲ ରିପୋର୍ଟ ପାଇଁ ଲାଞ୍ଚ ନେଉଥିଲେ...

ମୋଦିଙ୍କ ହନୁମାନ ମନ୍ତ୍ର

ଭାରତୀୟ ଜନତା ପାର୍ଟିର ୪୪ତମ ପ୍ରତିଷ୍ଠା ଦିବସରେ ଦଳୀୟ କର୍ମୀଙ୍କୁ ମନ୍ତ୍ରୀ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୨୦୧୪ ମସିହାରୁ କେବଳ ସରକାର ପରିବର୍ତ୍ତନ ନୁହେଁ ବରଂ ଭାରତର ନୂଆ ଯାତ୍ରା ଆରମ୍ଭ ହୋଇଥିବା ମୋଦୀ କହିଛନ୍ତି...

ଦୁଇଟି ସ୍ଥାନରେ ବିଜେଡିର ବାଜିମାତ୍

ଅତାବିରା ଏନଏସି ନିର୍ବାଚନରେ ବାଜି ମାରିଛି ବିଜେଡି । ୧୨ଟି ରୁ ୧୧ଟି ୱାର୍ଡରେ ବିଜୟ ହୋଇଛନ୍ତି ବିଜେଡି ପ୍ରାର୍ଥୀ । କେବଳ ଗୋଟିଏ ୱାର୍ଡରେ କଂଗ୍ରେସ ପ୍ରାର୍ଥୀ ବାଜିମାତ କରିଛନ୍ତି । ବିଜେଡିର ବନମାଳୀ ବରିହା ଅତାବିରା ଏନଏସି...

ନ୍ୟୁଜ ଚ୍ୟାନେଲ ବ୍ୟାନ୍ ନିଷ୍ପତ୍ତିକୁ ବାତିଲ କଲେ ସୁପ୍ରିମକୋର୍ଟ

ମାଲାୟଲମ ଟିଭି ଚ୍ୟାନେଲ ମିଡିଆ ଓ୍ବାନକୁ ବ୍ୟାନ୍ କରିବା ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ବାତିଲ କରିଛନ୍ତି । ଏଥିସହିତ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ସର୍ବୋଚ୍ଚ ଅଦାଲତ । କୋର୍ଟ କହିଛନ୍ତି, ସରକାରଙ୍କ ନୀତି ଓ କାର୍ଯ୍ୟକୁ ଟିଭି ଚ୍ୟାନେଲରେ ସମାଲୋଚନା...

ପୁଣି ବଢିଲାଣି କରୋନା ଚିନ୍ତା

ଦେଶରେ ଲମ୍ବା ଲମ୍ପ ମାରିଲା କରୋନା । ୪ ହଜାର ଟପିଛି ଦୈନିକ ସଙ୍କ୍ରମଣ । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୪ ହଜାର ୪୩୫ ନୂଆ ଆକ୍ରାନ୍ତ । କରୋନା ଆଉ ୧୫ ଜଣଙ୍କର...

ଫେରିଲା ମାସ୍କ

ଫେରିଲା ମାସ୍କ କଟକଣା । ବଢୁଥିବା କରୋନା ଓ ଇନଫ୍ଲୁଏଞ୍ଜା ସଙ୍କ୍ରମଣକୁ ଦୃଷ୍ଟିରେ ରଖି ଏବେ ମହାରାଷ୍ଟ୍ରର ସତାରା ଜିଲ୍ଲାରେ ମାସ୍କକୁ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ସବୁ ସରକାରୀ କର୍ମଚାରୀଙ୍କୁ ଏବଂ ଅଫିସରେ ମାସ୍କକୁ ବାଧ୍ୟତାମୂଳକ କରାଯାଇଛି ।...

ଚୀନର ନୂଆ ନାମକରଣ ତାଲିକାକୁ ଅଗ୍ରାହ୍ୟ କଲା ଭାରତ

ଅରୁଣାଚଳ ପ୍ରଦେଶର ଏଗାରଟି ସ୍ଥାନର ନୂଆ ନାଁ ଦେଇଛି ଚୀନ । ଚୀନ ସରକାର ପ୍ରକାଶ କରିଥିବା ନୂଆ ନାମକରଣ ତାଲିକାରେ ଅରୁଣାଚଳ ପ୍ରଦେଶର ପାଞ୍ଚଟି ଶୃଙ୍ଗ ରହିଥିବା ବେଳେ ଦୁଇଟି ଆବାସିକ ସ୍ଥାନ, ଦୁଇଟି ସ୍ଥଳଭାଗ ଅଞ୍ଚଳ ଏବଂ...

ବଦଳିଲା ଟ୍ୱିଟର ଲୋଗୋ

ଉଡିଗଲା ନୀଳ ପକ୍ଷୀ, ଆସିଗଲା ଡଗି । ଏଲନ ମସ୍କଙ୍କ ଏଣ୍ଟ୍ରି ପରେ ଲଗାତାର ଟ୍ୱିଟରରେ ପରିବର୍ତ୍ତନ ହେବାରେ ଲାଗିଛି । ଅକ୍ଟୋବର ୨୦୨୨ରେ ଟ୍ୱିଟରକୁ କିଣିଥିଲେ ଏଲନ ମସ୍କ । ଏବେ ବଦଳିଛି ଟ୍ୱିଟର ଲୋଗୋ ।...

ରାହୁଲ ଗାନ୍ଧୀଙ୍କ ଜାମିନ ଆବେଦନ ବୃଦ୍ଧି

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ବଡ ଆଶ୍ୱସ୍ତି । ୨ ବର୍ଷ ଜେଲ୍ ଦଣ୍ଡାଦେଶକୁ ସସପେଣ୍ଡ କରିଛନ୍ତି ସୁରତ ସେସନସ କୋର୍ଟ । ଏହାସହିତ କୋର୍ଟ ରାହୁଲଙ୍କ ଜାମିନକୁ ଏପ୍ରିଲ ୧୩ ତାରିଖ ଯାଏଁ ବୃଦ୍ଧି କରିଛନ୍ତି । ଏହି...
- Advertisement -

Latest article

ମାଲକାନଗିରିରେ ପହଲଗାମ ପ୍ରତିବାଦ

ଜମ୍ମୁ କାଶ୍ମୀର ପହେଲଗାମ ଆତଙ୍କବାଦୀ ହାମଲାରେ ୨୮ ଜଣ ପର୍ଯ୍ୟଟକ ପ୍ରାଣ ହରାଇଛନ୍ତି। ଅତି ନିର୍ମମ ଭାବରେ ଆତଙ୍କୀ ମାନେ ନିର୍ଦ୍ଧୋଷୀ ପର୍ଯ୍ୟଟକଙ୍କ ପ୍ରାଣ ନେଇଛନ୍ତି। ଏଭଳି ଘଟଣାକୁ ବିଭିନ୍ନ ମହଲରେ ଦୃଢ଼...

ଫେବୃଆରୀରୁ ଲାଗୁ ହେବ ଆୟୁଷ୍ମାନ ଭାରତ

ଆସନ୍ତା ଫେବୃଆରୀରୁ ଲାଗୁ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ । ନିର୍ବାଚନ ବେଳେ ଆଯୁଷ୍ମାନ ଭାରତ ଯୋଜନା ଲାଗୁ କରିବାକୁ ପ୍ରତିଶ୍ରୁତି ଦେଇଥିଲା ବିଜେପି । ଏବେ କ୍ଷମତାସୀନ ହେବାର ଛମାସ ପରେ...

ପଦ୍ମ ବିଜେତାଙ୍କୁ ମିଳିବ ମାସକୁ 30 ହଜାର

ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି । ରାଜ୍ୟର ପଦ୍ମ ବିଜେତାଙ୍କୁ ପ୍ରତିମାସରେ 30 ହଜାର ଟଙ୍କା ଲେଖାଁଏ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଉଲ୍ଲେଖନୀୟ ଅବଦାନ ପାଇଁ କେନ୍ଦ୍ର...