28.9 C
Bhubaneswar
Tuesday, July 28, 2026
-Advertisement-

ଆମେରିକାକୁ ଇରାନର ଜବାବ;ଆମେରିକାର ଆତ୍ମସମର୍ପଣ ସର୍ତ୍ତାବଳୀ ଗ୍ରହଣ କରୁନାହିଁ ଇରାନ

ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ବିଫଳ ହେଲା ପରେ ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ଆମେରିକା ଯାତ୍ରା କରିଛନ୍ତି। ଇସଲାମାବାଦ ଆଲୋଚନା ପାଇଁ ଇରାନର ପ୍ରଥମ ପ୍ରତିକ୍ରିୟା ଆସିଛି। ଆଇଆରଜିସି କହିଛି ଯେ,"ଏହା କୌଣସି ଆତ୍ମସମର୍ପଣ ସର୍ତ୍ତାବଳୀ...

ଇସ୍ରାଏଲର ଆକ୍ରମଣରେ ଲେବାନନରେ ୧୮ ଜଣଙ୍କ ମୃତ୍ୟୁ

ଦକ୍ଷିଣ ଲେବାନନରେ ଇସ୍ରାଏଲୀ ଆକ୍ରମଣରେ ୧୮ ଜଣ ପ୍ରାଣ ହରାଇଛନ୍ତି। ଲେବନିନ୍ ଅଧିକାରୀ କହିଛନ୍ତି ଯେ ଗତ ମାସରେ ଆରମ୍ଭ ହୋଇଥିବା ଇସ୍ରାଏଲ ଏବଂ ହେଜବୁଲ୍ଲା ମଧ୍ୟରେ ଯୁଦ୍ଧରେ ମୋଟ ମୃତ୍ୟୁ ସଂଖ୍ୟା ୨୦୦୦ ଅତିକ୍ରମ କରିଛି। ଲେବନିନ୍ ସ୍ୱାସ୍ଥ୍ୟ...

ଜମ୍ମୁ କାଶ୍ମୀରରେ ଭୂକମ୍ପ

ଜମ୍ମୁ କଶ୍ମୀର ଡୋଡା ଜିଲ୍ଲାରେ ଭୂମିକମ୍ପ ସକାଳ ୪ଟା ୩୨ରେ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୬ ମପାଯାଇଛି। ଭୂମିକମ୍ପ ସକାଳ ୪ଟା ୩୨ରେ ହୋଇଥିଲା। ଏପର୍ଯ୍ୟନ୍ତ ଜୀବନ କିମ୍ବା ସମ୍ପତ୍ତି କ୍ଷୟକ୍ଷତିର କୌଣସି ରିପୋର୍ଟ ମିଳିନାହିଁ।...

ସର୍ତ୍ତ ରଖିଲା ଇରାନ; ପୁଣି ହେବକି ଯୁଦ୍ଧ

ଶାନ୍ତି ଆଲୋଚନା ପାଇଁ ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଏକଜୁଟ୍ ହୋଇଛନ୍ତି ଇରାନ ଓ ଆମେରିକାର ପ୍ରତିନିଧିମଣ୍ଡଳ। ଇରାନୀ ପ୍ରତିନିଧି ଦଳ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ନିକଟରେ ସ୍ପଷ୍ଟ ଭାବରେ ଚାରୋଟି ପ୍ରମୁଖ ଦାବି ଉଲ୍ଲେଖ କରିଛନ୍ତି ପ୍ରମୁଖ ଦାବି ଉପସ୍ଥାପନ...

ଭୁବନେଶ୍ୱରରେ ଆତଙ୍କୀ ଲିଙ୍କ୍ ଘଟଣାରେ ଗିରଫ ହେଲେ ଯୁବକ

ଭୁବନେଶ୍ୱରରୁ ଆତଙ୍କବାଦୀ ଲିଙ୍କ୍‌ ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସର ସ୍ପେସାଲ୍ ବ୍ରାଞ୍ଚ। ଗିରଫ ଯୁବକ ହେଲେ ମହମ୍ମଦ ଇମ୍ରାନ। ପୋଲିସର ସହଯୋଗରେ ୟୁନିଟ୍-୬ ଅଞ୍ଚଳରୁ ତାଙ୍କୁ ଧରାଯାଇଛି ବୋଲି ଭୁବନେଶ୍ୱର ଡିସିପି ଜଗମୋହନ ମୀନା ସୂଚନା...

ରାଜ୍ୟ କ୍ୟାବିନେଟରେ ୧୧ଟି ପ୍ରସ୍ତାବକୁ ମୋହର

ଆଜି ରାଜ୍ୟ କ୍ୟାବିନେଟ ବୈଠକରେ ୧୧ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମୋହର ଲାଗିଛି। ଏଥିରେ ଜଳ ସମ୍ପଦ, ପରିବହନ ଓ ଗ୍ରାମ୍ୟ ପାନୀୟ ଜଳ ବିଭାଗକୁ ବିଶେଷ ଗୁରୁତ୍ୱ ଦିଆଯାଇଛି। ବୈଠକ ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଏହି...

ପରିକ୍ରମା ପଥର ଚୋରି କରି ଘର କରୁଛନ୍ତି ବିଜେଡି ନେତା ବବି ଦାସ

ବିବାଦ ଘେରକୁ ଆସିଛନ୍ତି ବିଜେଡି ନେତା ପ୍ରଣବ ପ୍ରକାଶ ଦାସ (ବବି ଦାସ)। ବବି ତାଙ୍କ ବାସଭବନରେ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଖଣ୍ଡେଲାଇଟ୍ ପଥର ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି । ଏ ନେଇ ଶ୍ରୀଜଗନ୍ନାଥ ସେନା ପକ୍ଷରୁ...

ଲାଞ୍ଚ ମାଗି ଫସିଲେ ଆୟକର ଅଧିକାରୀ

ଲାଞ୍ଚ ମାଗିବା ଅଭିଯୋଗରେ ଖୋର୍ଦ୍ଧା ଆୟକର କାର୍ଯ୍ୟାଳୟର ୩ଜଣ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ସେମାନେ ହେଲେ ଇନ୍ସପେକ୍ଟର ଟି.ସତ୍ୟ ନାରାୟଣ ରାଓ, କିରାଣୀ ଭୀମସେନ ବାରିକ ଓ ଡାଟା ଏଣ୍ଟ୍ରି ଅପରେଟର କୁମାର ସମରେଶ ।...

ଓଡ଼ିଶା ପୁଲିସଙ୍କ ନୂଆ ନିୟମ; ଏବେ ଗୋଟିଏ ସ୍ଥାନରେ ରହିପାରିବେନି ୩ ବର୍ଷରୁ ଅଧିକ ସମୟ

ଓଡ଼ିଶା ପୁଲିସ୍ ପ୍ରଶାସନକୁ ଅଧିକ ପ୍ରଭାବଶାଳୀ କରିବା ପାଇଁ ସରକାର ନେଇଛନ୍ତି ବଡ଼ ପଦକ୍ଷେପ । ଗୋଟିଏ ସ୍ଥାନରେ ଲଗାତାର ୩ ବର୍ଷରୁ ଅଧିକ ସମୟ ରହିପାରିବେ ନାହିଁ ପୁଲିସ୍ ଅଧିକାରୀ ଏବଂ ଏଥିସହିତ ଗୋଟିଏ ଜିଲ୍ଲାରେ ୬ ବର୍ଷରୁ...

ମୁଖ୍ୟମନ୍ତ୍ରୀଙ୍କୁ ମେଟ୍ରୋ ପ୍ରକଳ୍ପର ପୁନଃବିଚାର କରିବାକୁ ଚିଠି ଲେଖିଲେ ଅପରାଜିତା ଷଡଙ୍ଗୀ

ଭୁବନେଶ୍ୱରରେ ମେଟ୍ରୋ ପ୍ରକଳ୍ପକୁ ନେଇ ପୁଣି ଥରେ ଆରମ୍ଭ ହୋଇଛି ରାଜନୀତି। ଏହି ପ୍ରକଳ୍ପ ଉପରେ ପୁନର୍ବିଚାର କରିବାକୁ ରାଜ୍ୟ ସରକାରଙ୍କ ନିକଟକୁ ବହୁତ୍ ଗୁହାରୀ ଆସୁଛି । ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ...
- Advertisement -

Latest article

ଜାପାନରେ ବଡ ଭୂକମ୍ପ, ୭.୧ ତୀବ୍ରତା; ସୁନାମୀ ଆଲର୍ଟ ଜାରି

ନୂଆଦିଲ୍ଲୀ: ଆଜି ଜାପାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ୭.୧ ରେକର୍ଡ କରାଯାଇଛି । ସମୁଦ୍ରରେ ଉଚ୍ଚ ଉଚ୍ଚ ଲହରି ଆସିବା ନେଇ ସତର୍କ ସୂଚନା ଜାରି କରାଯାଇଛି...

ଆଜି ପବିତ୍ର ସୁନାବେଶ:ବାହୁଡ଼ା ଯାତ୍ରା ସମୟରେ ଅଣନିଶ୍ବାସୀ ହୋଇ ଜଣଙ୍କର ମୃତ୍ୟୁ

ପୁରୀ : ଆଜି ଆଷାଢ଼ ଶୁକ୍ଳ ଏକାଦଶୀ ତିଥିରେ ମହାପ୍ରଭୁଙ୍କର ପବିତ୍ର ସୁନାବେଶ ଅନୁଷ୍ଠିତ ହେବ l ମହଣ ମହଣ ସୁନାରେ ଛାଉଣି ହେବେ ମହାପ୍ରଭୁ lସୁନାବେଶ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ଅନୁଯାୟୀ,...

ମହିଳା ସାଂସଦଙ୍କ ସହ ଦୁର୍ବ୍ୟବହାର ଅଭିଯୋଗ, କଲ୍ୟାଣ ବାନାର୍ଜୀ ନିଲମ୍ବିତ

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ କଲ୍ୟାଣ ବାନାର୍ଜୀ ମହିଳା ସାଂସଦମାନଙ୍କ ପ୍ରତି ଆପତ୍ତିଜନକ ଭାଷା ବ୍ୟବହାର ଓ ଦୁର୍ବ୍ୟବହାର ଅଭିଯୋଗରେ ସମଗ୍ର ମୌସୁମୀ ଅଧିବେଶନରୁ ତାଙ୍କୁ ନିଲମ୍ବିତ କରାଯାଇଛି। ମିଳିଥିବା ସୂଚନା...