ନେପାଳ ପରେ ଫ୍ରାନ୍ସରେ ସ୍ଥିତି ଏବେ ଭୟଙ୍କର
ନେପାଳ ସଂସଦ ଭବନରୁ ଉଠୁଛି ଧୂଆଁ । ହିଂସା ଥମିଥିଲେ ବି ଏଯାଏ ଜେନ-ଜି ଆନ୍ଦୋଳନକାରୀଙ୍କ ମନରୁ ଲିଭିନି ଅଶାନ୍ତିର ନିଆଁ । ସାରା ଦେଶରେ କର୍ଫ୍ୟୁ ଜାରି ହେବା ସହ ଶାନ୍ତି ବଜାୟ ରଖିବାକୁ ସେନା ପକ୍ଷରୁ କରାଯାଇଛି...
ନକଭିଙ୍କ ସହ ହାତ ମିଳାଇ ଅଡୁଆରେ ପଡ଼ିଲେ ସୂର୍ଯ୍ୟକୁମାର
ଏସିଆ କପ୍ ୨୦୨୫ ଆରମ୍ଭ ହେବା ପୂର୍ବରୁ ଭାରତୀୟ କ୍ରିକେଟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ପାକିସ୍ତାନର ଗୃହମନ୍ତ୍ରୀ ଏବଂ ପାକିସ୍ତାନ କ୍ରିକେଟ୍ ବୋର୍ଡ ପିସିବି ର ସଭାପତି ମୋହସିନ ନକଭିଙ୍କ ସହ ହାତ ମିଳାଇବା ଘଟଣାକୁ ନେଇ ବିବାଦ...
ନିଜ ଜୀବନ ବଞ୍ଚେଇବାକୁ ହେଲିକପ୍ଟରରେ ଓହଳି ଗଲେ ନେପାଳ ନେତା
ନେପାଳରେ ଚାଲୁଥିବା ବିରୋଧ ମଧ୍ୟରେ ଏକ ଭିଡିଓ ଭାଇରାଲ୍ ହୋଇଛି। କିଛି ଲୋକଙ୍କୁ ହେଲିକପ୍ଟରରେ ଝୁଲିଥିବା ଅବସ୍ଥାରେ ସୁରକ୍ଷିତ ସ୍ଥାନକୁ ନେଇଯାଉଥିବା ଦୃଶ୍ୟ ଭିଡିଓ ଏବେ ଭାଇରାଲ ହେଉଛି। ଏହି ଭିଡିଓ, ସରକାର ବିରୋଧରେ ଚାଲିଥିବା ଅବିରତ ପ୍ରତିବାଦର ସମୟରେ...
ଭାରତ ଆଗରେ ମୁଣ୍ଡ ନୁଆଇଁଲା ଆମେରିକା
ପୁଣି ଭାରତ ଆଗରେ ମୁଣ୍ଡ ନୁଆଇଁଲେ ଟ୍ରମ୍ପ । ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥା ହେବେ ଟ୍ରମ୍ପ । ଆମେରିକା ଏବଂ ଭାରତ ମଧ୍ୟରେ ଥିବା ବ୍ୟବସାୟିକ ପ୍ରତିବନ୍ଧକ ଦୂର ପାଇଁ ହେବ ଆଲୋଚନା । ଟାରିଫ୍ ବିବାଦ ନେଇ...
ଭାଙ୍ଗିବ ବିଜୁ ଜନତା ଦଳ : ଅମର ଶତପଥୀ
ବିଜୁ ଜନତା ଦଳକୁ ନେଇ ବଡ଼ ବୟାନ ରଖିଲେ ପୂର୍ବତନ ବିଜେଡି ନେତା ଅମର ଶତପଥୀ । ଏବେ ଲୋକ ଓ କର୍ମୀଙ୍କଠାରୁ ଦୂରେଇ ଯାଉଛି ଦଳ । ବିଜେଡି ଲୋକେ ହିଁ ଗଠନ କରିବେ ନୂଆ ଦଳ ବୋଲି...
ସୌମ୍ୟାଶ୍ରୀ ବିଶି ଆତ୍ମାହୁତି ଘଟଣା:୫୦୪ ପୃଷ୍ଠାର ଚାର୍ଜସିଟ ଦାଖଲ
ଏଫ୍ଏମ୍ କଲେଜ ଛାତ୍ରୀ ଆତ୍ମହୁତି ଘଟଣାର ତଦନ୍ତ ଜାରି ରହିଛି । ଏହି ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ପ୍ରଥମେ ଏଫ୍ଏମ୍ କଲେଜ ତତ୍କାଳୀନ ବିଏଡ୍ ବିଭାଗର ବିଭାଗୀୟ ମୁଖ୍ୟ ସମୀର କୁମାର ସାହୁ ଓ...
ଦେଶକୁ ମିଳିଲା ନୂଆ ଉପରାଷ୍ଟ୍ରପତି
ଆସିଲା ଉପରାଷ୍ଟ୍ରପତି ନିର୍ବାଚନର ଫଳାଫଳ । ନିର୍ବାଚନରେ ଏନଡିଏ ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ ବିଜୟୀ ହୋଇଛନ୍ତି । ମଙ୍ଗଳବାର ଅନୁଷ୍ଠିତ ମତଦାନରେ ସେ ଇଣ୍ଡି ମେଣ୍ଟର ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀଙ୍କୁ ୧୫୨ ଭୋଟରେ ପରାଜିତ କରି ବିଜୟୀ ହୋଇଛନ୍ତି।...
ପୂର୍ବ ପ୍ରଧାନମନ୍ତ୍ରୀଙ୍କ ପତ୍ନୀଙ୍କୁ ଜାଳିଦେଲେ ଏବେ ମୂରବୀ ଶୂନ୍ୟ ହେଇଗଲା ନେପାଳ
ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ପଦତ୍ୟାଗ ପରେ ରାଷ୍ଟ୍ରପତି ରାମଚନ୍ଦ୍ର ପୌଡେଲ ମଧ୍ଯ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଏହି ପଦକ୍ଷେପ ପରେ ଦେଶରେ ଶାସନ ବ୍ୟବସ୍ଥା ପୂର୍ଣ୍ଣରୂପେ ଅସ୍ଥିର ହୋଇପଡ଼ିଛି। ପ୍ରତିବାଦକାରୀମାନେ ରାଷ୍ଟ୍ରପତିଙ୍କ ବ୍ୟକ୍ତିଗତ ଘରକୁ...
ନେପାଳ ଅର୍ଥମନ୍ତ୍ରୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ
ସୋସିଆଲ ମିଡିଆ ବ୍ୟାନ୍କୁ ନେଇ ଆରମ୍ଭ ହୋଇଥିବା ପ୍ରତିବାଦ ନେପାଳରେ ଏବେ ତୀବ୍ର ରୂପ ଧାରଣ କରିଛି। ହିଂସା, ପୋଡାଜଳା ଓ ଆକ୍ରମଣରେ ଦେଶ ଅଣାୟତ୍ତ ପରିସ୍ଥିତିରେ ପହଞ୍ଚିଛି। ଚାପରେ ପଡି ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲି ପଦତ୍ୟାଗ କରିବାକୁ...
ସୀମା ଲଙ୍ଘିଲା ଆମେରିକା
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପରିବର୍ତ୍ତିତ ଅଭିମୁଖ୍ୟ ମଧ୍ୟରେ, ପୁଣିଥରେ ଆମେରିକୀୟ ଅଧିକାରୀ ଭାରତକୁ ଧମକ ଦେଇଛନ୍ତି। ହ୍ବାଇଟ୍ ହାଉସର ବାଣିଜ୍ୟ ପରାମର୍ଶଦାତା ପିଟର ନଭାରୋ କହିଛନ୍ତି, ଭାରତକୁ ଶେଷରେ ଆମେରିକାର କଥା ମାନିବାକୁ ପଡିବ। ସେ ଚେତାବନୀ ଦେଇଛନ୍ତି...


















