34.1 C
Bhubaneswar
Monday, April 27, 2026
-Advertisement-

ଦିନକୁ ଦିନ ଭଲ ହେବାରେ ଲାଗିଛି ଭାରତ-ଚୀନ୍ ସଂପର୍କ

ଭାରତ ଓ ଚୀନ୍ ପୁଣିଥରେ ସୀମା ବିବାଦ ନେଇ ଆଲୋଚନା କରିଛନ୍ତି। ଚୀନ୍ ପ୍ରତିରକ୍ଷା ମନ୍ତ୍ରଣାଳୟ ବୁଧବାର ଜାଣାଇଛି ଯେ ଉଭୟ ଦେଶର ସେନା ପଶ୍ଚିମ ସୀମା ଅଞ୍ଚଳରେ ନିୟନ୍ତ୍ରଣ ଓ ପରିଚାଳନା ବିଷୟରେ ଗଭୀର...

ବାତ୍ୟା ମୋନ୍ଥା’ର ପ୍ରଭାବ ଓଡିଶାରେ ପଡ଼ିନାହିଁ : ମୁଖ୍ୟମନ୍ତ୍ରୀ

ବାତ୍ୟା ପରିସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀ ପ୍ରେସମିଟ୍ କରିଛନ୍ତି। ସେ ୮ ଜିଲ୍ଲାର ସ୍ଥିତି ସମୀକ୍ଷା କରି ରାଜସ୍ବ ମନ୍ତ୍ରୀ ଓ ଏସ୍‌ଆରସିଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି,ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ହେଉଥିବା ସତ୍ତ୍ବେ ଓଡ଼ିଶାରେ ବାତ୍ୟାର...

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର , ବଢିଲା ପେନସନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ଯକ୍ଷତାରେ ଆୟୋଜିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଅଷ୍ଟମ ବେତନ କମିଶନ ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଛି। ଏହା ସହିତ କେନ୍ଦ୍ର ସରକାରୀ କର୍ମଚାରୀମାନେ ଆଗାମୀ ଜାନୁଆରୀ ୨୦୨୬ରୁ ନୂଆ ବେତନ ଲାଭ କରିପାରିବେ ବୋଲି...

କଡ଼ା ଚେତାବନୀ ଦେଲେ ମୁଖ୍ୟମନ୍ତ୍ରୀ : ଦୁର୍ନୀତିର କ୍ଷମା ନାହିଁ

ଓଡ଼ିଶାରେ ରାଜ୍ୟସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ୨୦୨୫ ପାଳନ ହୋଇଛି। ଏହା ସମ୍ପର୍କରେ ଲୋକସେବା ଭବନର କନଭେନସନ ହଲରେ ବିଶେଷ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ...

ବାତ୍ୟା ମୋନ୍ଥା’ ପ୍ରଭାବରେ ଭୂସ୍ଖଳନ ଯୋଗୁଁ ଅନେକ ସ୍ଥାନରେ ରାସ୍ତା ଅବରୋଧ

‘ମୋନ୍ଥା’ ବାତ୍ୟାର ପ୍ରଭାବରେ ଗଜପତି ଜିଲ୍ଲାରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ଅଗ୍ନିଶମ ବିଭାଗର ଡିଜି ସୁଧାଂଶୁ ଷଡଙ୍ଗୀ ଏହି ସୂଚନା ଦେଇଛନ୍ତି। କାଶୀନଗର ଓ ଆର.ଉଦୟଗିରିରେ ମାଟି ଅତଡ଼ା ଖସିଛି। ଗୁମ୍ଫା, ମୋହନା ଏବଂ ରାୟଗଡ଼ା...

ଭୟଙ୍କର ରୂପ ନେଲା ବାତ୍ୟା ‘ମୋନ୍ଥା’ର ଲ୍ୟାଣ୍ଡଫଲ୍‌

ସିଭିୟର ସାଇକ୍ଲୋନ 'ମୋନ୍ଥା'ର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଆରମ୍ଭ ହୋଇଛି। ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହେବା ସହିତ ସମୁଦ୍ରରେ ସୁ ସୁ ଗର୍ଜନ ଶୁଣିବାକୁ ମିଳୁଛି। ବାତ୍ୟା ‘ମୋନ୍ଥା’ର ତୀବ୍ରତା ଦେଖି କାକିନାଡ଼ାର ଉପକୂଳ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ...

କଟକରୁ ୩୧ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ପୁଣି ଥରେ ବଡ଼ ସଫଳତା ହାସଲ କରିଛି। କଟକ ମଙ୍ଗୁଳି ନିକଟରେ ଅଭିଯାନ ଚାଲାଇ ବିପୁଳ ପରିମାଣର ବ୍ରାଉନସୁଗାର ଜବତ କରିଛନ୍ତି ଅବକାରୀ ବିଭାଗ । ଏହି ଘଟଣାରେ...

ପୁଣି ଥରେ ଅସ୍ତ୍ରବିରତି ଉଲଂଘନ କଲା ପାକିସ୍ତାନ

ପାକିସ୍ତାନ ପୁଣିଥରେ ଅସ୍ତ୍ରବିରତି ଉଲଂଘନ କରିଛି। ଅକ୍ଟୋବର ୨୬ ଓ ୨୭ ରାତିରେ ଜମ୍ମୁ କାଶ୍ମୀରର ନିୟନ୍ତ୍ରଣ ରେଖା ସୀମାରେ ଥିବା ଲୀପା ଘାଟିରେ ପାକ ସେନା ଗୁଳି ଏବଂ ମୋର୍ଟାର ମାଡ଼ ଚାଲାଇଥିଲା। ଭାରତୀୟ ସେନା...

ବାତ୍ୟା ମୋନ୍ଥାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

ଆଜି ଲୋକସେବା ଭବନରେ ବାତ୍ୟା ମୁକାବିଲା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ବୈଠକରେ ଅଧ୍ୟକ୍ଷତା କରିଛନ୍ତି । ବୈଠକରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏବଂ...

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ମିଥ୍ୟା ପୋଷ୍ଟକୁ ପର୍ଦ୍ଦାଫାଶ କଲା “ଏକ୍ସ”

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ମିଥ୍ୟା ପୋଷ୍ଟକୁ ପର୍ଦ୍ଦାଫାଶ କଲା ଏକ୍ସ ।ଏକ ପୋଷ୍ଟରେ ଶାହବାଜ ଭାରତକୁ ଜମ୍ମୁ କଶ୍ମୀର ଆକ୍ରମଣ କରିବାର ଅଭିଯୋଗ ଆଣିଥିଲେ ଏବଂ କହିଥିଲେ ଯେ ସେଠାରେ ମାନବାଧିକାର ଉଲ୍ଲଂଘନ ହେଉଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ...
- Advertisement -

Latest article

ଦାବି ପୂରଣ ନହେଲେ ଡାକ୍ତରମା‌ନେ ସାମୂହିକ ଇସ୍ତଫା ଦେବେ:ଓମସା

ଭୁବନେଶ୍ୱର: ଜାନୁଆରି ମାସରେ ଓମସା ଡାକ୍ତରମାନେ ଦୁଇ ଘଣ୍ଟା ଓପିଡି ବନ୍ଦ କରି ଆନ୍ଦୋଳନକୁ ଓହ୍ଲାଇଥିଲେ। ୪ ମାସ ଭିତ‌ରେ ଡାକ୍ତରଙ୍କ ଦାବି ପୂରଣ କରିବା ନେଇ ସରକାର ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ...

ସାତ ବିଦ୍ରୋହୀ ଆପ୍ ସାଂସଦଙ୍କୁ ରାଜ୍ୟସଭାରୁ ମଞ୍ଜୁରୀ, ଅରବିନ୍ଦ କେଜ୍ରିୱାଲକୁ ବଡ଼ ଝଟକା

ନୂଆଦିଲ୍ଲୀ: ରାଜ୍ୟସଭା ତରଫରୁ ରାଘବ ଚଢା ସମେତ ଆପ୍ ର ସମସ୍ତ ବିଦ୍ରୋହୀ ସାଂସଦଙ୍କୁ ବିଜେପିର ମାନ୍ୟତା ମିଳିଛି । ଏହାକୁ ନେଇ ରାଜ୍ୟସଭା ସଚିବାଳୟ ତରଫରୁ ନୋଟିଫିକେସନ ଜାରି କରିଛି ।...

ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ୧୩୪ତମ ଜୟନ୍ତୀରେ ମାଲ୍ୟାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଆଜି ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ୧୩୪ତମ ଜୟନ୍ତୀ । ଏହି ଅବସରରେ ଭୁବନେଶ୍ୱରସ୍ଥିତ ପରିବହନ ଭବନ ସମ୍ମୁଖ ଏଜି ଛକରେ ଅବସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି...