OTET ପ୍ରଶ୍ନପତ୍ର ଲିକ୍, ଧରା ପଡିଲେ ଅଭିଯୁକ୍ତ
OTET ପ୍ରଶ୍ନପତ୍ର ଲିକ୍ ମାମଲାରେ କ୍ରାଇମବ୍ରାଞ୍ଚର ତନାଘନା । ବୋର୍ଡ ଅଫିସ୍ର ଜଣେ କର୍ମଚାରୀଙ୍କୁ କ୍ରାଇମ୍ବ୍ରାଞ୍ଚ ଉଠାଇ ନେଇଥିବା ସୂଚନା । କ୍ରାଇମ୍ବ୍ରାଞ୍ଚ ଅଧିକାରୀ ବୋର୍ଡ ଅଫିସ୍ର କର୍ମଚାରୀଙ୍କୁ ଜେରା କରୁଥିବା ନେଇ ସୂଚନା ରହିଛି । ଏହି ମାମଲାରେ...
ଋଷରେ ବଡ଼ ଧରଣର ଭୂମିକମ୍ପ
ଋଷରେ ସକାଳୁ ସକାଳୁ ବଡ଼ ଧରଣର ଭୂମିକମ୍ପ । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୮ ଦଶମିକ ୮ ରହିଛି । ଭାରତୀୟ ସମୟ ଭୋର ୪ଟା ୫୪ରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି । ଋଷର ୨୪...
ପାକିସ୍ତାନ କଳ୍ପନାଠାରୁ ବଡ଼ ଦଣ୍ଡ ପାଇଛି ; ପ୍ରଧାନମନ୍ତ୍ରୀ
ଗତକାଲି ଅପରେସନ୍ ସିନ୍ଦୂରକୁ ନେଇ ପ୍ରତିରକ୍ଷାମନ୍ତ୍ରୀ, ଗୃହମନ୍ତ୍ରୀ ବୟାନ ରଖିଥିବା ବେଳେ ଆଜି ଗୃହରେ ପ୍ରଧାନମନ୍ତ୍ରୀ ମୋଦୀ ଅପରେସନ୍ ସିନ୍ଦୂର ସଫଳତା ବାବଦରେ ବଖାଣିଛନ୍ତି । ଭାରତୀୟ ଯବାନଙ୍କ ପ୍ରଶଂସା କରିବା ସହ ଅପରେସନ୍ ସିନ୍ଦୂରରେ ପାକିସ୍ତାନକୁ କେମିତି କଡ଼ା...
ଓଡ଼ିଶାରେ ଆସୁ ୟୁପି ଷ୍ଟାଇଲ୍ ଆଇନ
ରାଜ୍ୟରେ କିଛି ଦିନ ହେଲା ଅପରାଧର ଖବର ଗଣମାଧ୍ୟମର ଶିରୋନାମାପାଲିଟିଛି ।କଥା କଥାକେ ବନ୍ଧୁକ, ବୋମା ମାଡ଼ ହେଉଛି । ଦୁଷ୍କର୍ମ , ନାରୀ ନିର୍ଯାତନା,ଚୋରି ଦିନକୁ ଦିନ ବଢ଼ୁଛି । ଲାଗୁଛି ଯେମିତି ପୁଲିସକୁ ଆଉ ଅପରାଧୀ...
ପଲିଟିକ୍ସ ସ୍କାଣ୍ଡାଲ୍
ବିଜେଡି କର୍ପୋରେଟର ଅମରେଶ ଜେନା ଓରଫ ବାଇଁଆ ଜେନା ସେକ୍ସ ସ୍କାଣ୍ଡାଲରେ ଗିରଫ ହେବା ଘଟଣାକୁ ନେଇ ରାଜନୀତି ଉଠୁଛି ପଡୁଛି । ତା ପୂର୍ବରୁ ଛାତ୍ର କଂଗ୍ରେସ ନେତା ଉଦିତ ପ୍ରଧାନ ବଳାତ୍କାର ଅଭିଯୋଗରେ ଗିରଫ ହୋଇଥିଲେ ।...
ପହଲଗାମ ନରସଂହାରରେ ସାମିଲ ୩ ଆତଙ୍କବାଦୀଙ୍କୁ ନିପାତ କଲା ସେନା
ଜମ୍ମୁ-କାଶ୍ମୀରରେ ପୁଣି ଥରେ ସୁରକ୍ଷାବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଆରମ୍ଭ ହୋଇ ଯାଇଛି । ସଦ୍ୟତମ ଖବର ଅନୁଯାୟୀ, ଯବାନମାନେ ଅପରେସନ ମହାଦେବ ଜରିଆରେ ପହଲଗାମ ନରସଂହାରରେ ସାମିଲ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଘେରି ଏନକାଉଣ୍ଟରରେ ୩ ଜଣଙ୍କୁ ନିପାତ...
ଏ.ଆଇ ପାଇଁ ଟିସିଏସରୁ 12 ହଜାର କର୍ମଚାରୀ ଚାକିରୀ ହରାଇବେ
ଭାରତର ସର୍ବବୃହତ୍ ଆଇଟି ସେବା ପ୍ରଦାନକାରୀ ଟାଟା କନସଲ୍ଟେନ୍ସି ସର୍ଭିସେସ୍ - ଟିସିଏସ 2026 ଆର୍ଥିକ ବର୍ଷରେ ନିଜ କର୍ମଚାରୀ ସଂଖ୍ୟାର 2 ପ୍ରତିଶତ କମାଇବାକୁ ନିଷ୍ପତ୍ତି ନେଇଛି । କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଏହାଦ୍ବାରା କଂପାନୀର ମଧ୍ୟମ...
ଆମ୍ବୁଲାନ୍ସରେ ଗଣଦୁଷ୍କର୍ମ
ଆମ୍ୱୁଲାନ୍ସରେ ଗଣଦୁଷ୍କର୍ମ ଅଭିଯୋଗ । ବିହାରର ଗୟାରେ ଏହି ଚାଞ୍ଚଲ୍ୟକର ଘଟଣା ଘଟିଛି । ଜୁଲାଇ ୨୪ରେ ହୋମଗାର୍ଡ ପରୀକ୍ଷା ବେଳେ ଅଚେତ୍ ହୋଇଥିଲେ ମହିଳା । ଡାକ୍ତରଖାନା ନେବା ବାଟରେ ଦୁଷ୍କର୍ମ କଲେ ଦୁର୍ବୃତ୍ତ । ଗୟା...
ଉଡ଼ାଣ ପୂର୍ବରୁ ଲାଣ୍ଡିଂ ଗିଅରରେ ଲାଗିଲା ନିଆଁ
ଆମେରିକାରେ ଶନିବାର ଦିନ ଏକ ବଡ଼ ବିମାନ ଦୁର୍ଘଟଣା ଟଳି ଯାଇଛି। ଡେନଭର ବିମାନବନ୍ଦରରେ ଉଡ଼ାଣ ପୂର୍ବରୁ ଏକ ଯାତ୍ରୀବାହୀ ବିମାନର ଲ୍ୟାଣ୍ଡିଂ ଗିଅରରେ ସମସ୍ୟା ଦେଖାଦେଇଥିଲା। ଯାହା ଯୋଗୁଁ ଏଥିରୁ ନିଆଁ ଏବଂ ଧୂଆଁ ବାହାରିବାକୁ ଲାଗିଲା। ସମସ୍ୟା...
FM କଲେଜ ଆସିଷ୍ଟାଣ୍ଟ ପ୍ରଫେସରଙ୍କ ପତ୍ନୀଙ୍କୁ ଦୁଷ୍କର୍ମ ଉଦ୍ୟମ
ପୁଣି ଚର୍ଚ୍ଚାରେ ବାଲେଶ୍ୱରର ଫକୀର ମୋହନ ବିଶ୍ୱବିଦ୍ୟାଳୟ । ବିଶ୍ୱବିଦ୍ୟାଳୟର ଜଣେ ଆସିଷ୍ଟାଣ୍ଟ ପ୍ରଫେସରଙ୍କ ପତ୍ନୀଙ୍କୁ ଦୁଷ୍କର୍ମ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି ।
ସୂଚନା ଅନୁସାରେ, ଫକୀର ମୋହନ ବିଶ୍ୱବିଦ୍ୟାଳୟ ପରିସରରେ ଜଣେ ଆସିଷ୍ଟାଣ୍ଟ ପ୍ରଫେସରଙ୍କ ପତ୍ନୀଙ୍କୁ ଦୁଷ୍କର୍ମ ଉଦ୍ୟମ...


















