Paytmର ବମ୍ପର୍ କ୍ୟାସବ୍ୟାକ୍ ଅଫର୍
ଭାରତୀୟ ଇ-କମର୍ସ କମ୍ପାନୀ ପେଟିଏମ୍ ର ଆରମ୍ଭ ହୋଇଛି ବମ୍ପର କ୍ୟାସବ୍ୟାକ୍ ଅଫର୍ ଏବଂ ଏହି ଅଫର୍ 16 ଡିସେମ୍ବର ପର୍ଯ୍ୟନ୍ତ ଚାଲିବ. ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏହି ଅଫର୍ ରେ ଫ୍ୟାଶନ ବ୍ରାଣ୍ଡ୍ ରୁ ଆରମ୍ଭ କରି...
ବିଏସଏନଏଲ୍ ର 4G ସେବା
ବିଏସଏନଏଲ ଉପଭୋକ୍ତାଙ୍କ ପାଇଁ ଏକ ଖୁସି ଖବର. କାରଣ ଏବେ ଅନ୍ୟ ଟେଲିକମ୍ କମ୍ପାନୀ ପରି, ସରକାରୀ ଟେଲିକମ୍ କମ୍ପାନୀ ବିଏସଏନଏଲ୍ ମଧ୍ୟ 4ଜି ସେବା ପ୍ରଦାନ କରିବାକୁ ଯାଉଛି. ତେବେ ଏହି 4ଜି ସେବାକୁ ପ୍ରଥମେ ପରୀକ୍ଷାମୂଳକ ଭାବେ...
ଏୟାରଟେଲର ନୂଆ ପ୍ଲାନ
ଦେଶର ଆଉ ଏକ ବଡ କମ୍ପାନୀ କୁହାଯାଉଥିବା ଭାରତୀ ଏୟାରଟେଲ, ରିଲାଏନ୍ସ ଜିଓକୁ ଟକ୍କର ଦେବା ପାଇଁ ଏକ ନୂଆ ପ୍ଲାନ ବଜାରରେ ପ୍ରବେଶ କରାଇଛି. ତେବେ କିଛିଦିନ ପୂର୍ବେ ଆଇଡିଆ, ଭୋଡାଫୋନ ଓ ଜିଓକୁ ଟକ୍କର ଦେବା ପାଇଁ...
ମହଙ୍ଗା ହେବ ବ୍ୟାଙ୍କ ଋଣ
ଏଣିକି ମହଙ୍ଗା ହେବ ବ୍ୟାଙ୍କରୁ ଋଣ ନେବା. ଲୋକଙ୍କୁ ଋଣ ଦେବା ହିସାବରେ ଏସବିଆଇ ଯେଉଁ ସୁଧ ନେଉଥିଲା ଏବେ ସେହି ସୁଧହାରରେ 0.05 ପ୍ରତିଶତ ବ୍ୟାଙ୍କ ବୃଦ୍ଧି କରି ନିଜ ଗ୍ରାହକଙ୍କୁ ଏକପ୍ରକାର ଝଟକା ଦେଇଛି. ତେବେ ପୂର୍ବରୁ...
ସ୍କ୍ରିନ୍ କ୍ୟାମେରା ସହ ନୂଆ ଫୋନ ଲଞ୍ଚ
ସାଉଥ କୋରିଆନ୍ ଟେକ୍ନୋଲୋଜୀ ସାମସଙ୍ଗ ଏକ ନୂଆ ଫୋନ୍ ବଜାରକୁ ପ୍ରବେଶ କରାଇଛି. ଯାହାର ମଡେଲ ରହିଛି Galaxy A8s. ଏହି ମୋବାଇଲ ସ୍କ୍ରିନରେ ରହିଛି କ୍ୟାମେରା . ତେବେ ଏହି ଫୋନର ପ୍ରବେଶକୁ ନେଇ ମଧ୍ୟ ପୂର୍ବରୁ ଚର୍ଚ୍ଚା...
ମାଗଣା ମିଳିବ ପେଟ୍ରୋଲ
ଆଜ୍ଞା ହଁ, ଯଦି ଆପଣ ଏସବିଆଇ ଗ୍ରାହକ ତାହାଲେ ଆପଣଙ୍କ ପାଇଁ ଖୁସି ଖବର. ସୂଚନା ମୁତାବକ, ଏସବିଆଇ ନିଜ ଗ୍ରାହକଙ୍କ ପାଇଁ ଏକ ସ୍ପେଶାଲ ଅଫର୍ ଆରମ୍ଭ କରିଛି, ଯାହା ଦ୍ୱାରା ଏସବିଆଇ ଗ୍ରାହକ ମାଗଣା 5 ଲିଟର...
ବିକ୍ରି ହେଲା ହର୍ଲିକ୍ସ କମ୍ପାନୀ
ସାବୁନ, ତେଲ ଭଳି ଉତ୍ପାଦ ପ୍ରସ୍ତୁତ କରୁଥିବା କମ୍ପାନୀ ୟୁନିଲିବର୍, ହର୍ଲିକ୍ସ ପ୍ରସ୍ତୁତକର୍ତ୍ତା କମ୍ପାନୀ ଗ୍ଲାସ୍କୋ ସ୍ମିଥ୍ କ୍ଲାଇନ (ଜିଏସକେ)କୁ କିଣିବ ବୋଲି କହିଛି. ତେବେ ୟୁନିଲିବର୍ ଜିଏସକେ ଉତ୍ପାଦନ କରୁଥିବା ସମସ୍ତ ପାନୀୟ ଓ ଖାଦ୍ୟ ଦ୍ରବ୍ୟକୁ ନିଜ...
ବନ୍ଦ ହେବ ଏସବିଆଇର ଆଉ ଏକ ସେବା
ଯଦି ଆପଣ ଏସବିଆଇ ଗ୍ରାହକ ତାହାଲେ ଏହି ଖବର ଜାଣିବା ଆପଣଙ୍କ ପାଇଁ ନିହାତି ଜରୁରୀ. ତେବେ ଯଦି ଆପଣଙ୍କର ଏସବିଆଇରେ ଆକାଉଣ୍ଟଟ ଅଛି ଆଉ ସେଥିପାଇଁ ଆପଣ ଚେକ୍ ବୁକ୍ ବ୍ୟବହାର କରୁଛନ୍ତି ତାହାଲେ ଆପଙ୍କର ସେହି ଚେକ୍...
ପ୍ୟାନ କାର୍ଡ କାହିଁକି ଜରୁରୀ
ସମସ୍ତ ପ୍ୟାନ କାର୍ଡଧାରୀଙ୍କ ପାଇଁ ପ୍ୟାନ କାର୍ଡ ସହ ଜଡିତ ଥିବା ସମସ୍ତ ନିୟମ ଡିସେମ୍ବର 5 ତାରିଖରୁ ବଦଳିବାକୁ ଯାଉଛି. ଯଦି କୌଣସି ବ୍ୟବସାୟୀ ନଗଦ ଟଙ୍କା କାରବାର କରୁଛନ୍ତି ତାହାଲେ ତାଙ୍କ ପାଇଁ ଏହି ଖବର ଜାଣିବା...
ପୁଣି ଶୀର୍ଷରେ ଜିଓ
ଭାରତରେ ଦିନକୁ ଦିନ ଟେଲିକମ୍ ଗ୍ରାହକଙ୍କ ସଂଖ୍ୟା ବଢୁଥିବା ବେଳେ ସେପ୍ଟେମ୍ବର ମାସରେ 23.2 ଲକ୍ଷ ବଢି 119.14 କୋଟିରେ ପହଞ୍ଚିଛି. ଟ୍ରାଇର ରିପୋର୍ଟ ଅନୁସାରେ, ଚଳିତ ମାସରେ ଜିଓ ଗ୍ରାହକଙ୍କ ସଂଖ୍ୟା ସବୁଠୁ ଅଧିକ ଅଛି. ରିଲାଏନ୍ସ ଜିଓ...











