31.1 C
Bhubaneswar
Wednesday, September 16, 2026
-Advertisement-

ଥରିଲା ଦିଲ୍ଲୀ

ଥରିଲା ଦିଲ୍ଲୀ । ରାଜଧାନୀ ଏନସିଆରରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପ ତୀବ୍ରତା ୫ ଦଶମିକ ୭ । ଦିଲ୍ଲୀ ସହିତ ଜାମ୍ମୁ କାଶ୍ମୀର , ହରିୟାଣାରେ ମଧ୍ୟ ଝଟକା ଅନୁଭୂତ ହୋଇଛି...

ଦିଲ୍ଲୀରେ କଟକଣା କୋହଳ

ଦିଲ୍ଲୀରେ ସୋମବାରଠାରୁ ଖୋଲିବ ସ୍କୁଲ । ଡିଡିଏମ ବୈଠକ ପରେ କଟକଣା କୋହଳ କରାଯାଇଛି । ୭ରୁ ସ୍କୁଲ , କଲେଜ , କୋଚିଂ ଖୋଲିବାକୁ ମିଳିଛି ଅନୁମତି । ରାତି ୧୧ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ...

ସ୍କୁଲ ଖୋଲିବା ନେଇ ଜାରି ହେଲା ନୂଆ ଏସଓପି

ସ୍କୁଲ ଖୋଲିବା ନେଇ ନୂଆ ଗାଇଡଲାଇନ୍ ଜାରି କରିଛନ୍ତି କେନ୍ଦ୍ର ସରକାର । ସ୍କୁଲ ଆସିବାକୁ ଅଭିଭାବକଙ୍କ ଅନୁମତି ଲୋଡା କି ନାହିଁ , ରାଜ୍ୟ ସରକାର ସ୍ଥିର କରିବେ । ସାମାଜିକ ଦୂରତ୍ୱ ଜାଗାରେ ଶାରୀରିକ ଦୂରତ୍ୱ ଶଦ୍ଦ...

ଆଇପିଏଲ୍ 2022ର ଦାମୀ ଖେଳାଳି

ଆଇପିଏଲ ମହାନିଲାମୀ ପାଇଁ ଆରମ୍ଭ ହୋଇଛି କାଉଣ୍ଟଡାଉନ । ଫେବୃଆରୀ 12 ଓ 13 ରେ ଖେଳାଳିଙ୍କ ନିଲାମୀ କରାଯିବ । ନିଲାମୀ ପ୍ରକ୍ରିୟାରେ ଭାଗନେବେ ଦେଶ ବିଦେଶର 590 ଖେଳାଳି । ନିଲାମି ପ୍ରକ୍ରିୟାରେ ଭାଗ ନେଉଥିବା ଖେଳାଳିଙ୍କ...

ସେଆର ବଜାରରେ ହାହାକାର

ସାଧରଣ ବଜେଟ୍ ପୂର୍ବରୁ ସେଆର ବଜାରରେ ବଡଧରଣର ହ୍ରାସ ହୋଇଛି । ଅପରାହ୍ନ ଦୁଇଟା ସୁଦ୍ଧା ସେନସେକ୍ସ ୧୯୫୦ ପଏଣ୍ଟ ପାଖାପାଖି ୨୦୦୦ ପଏଣ୍ଟ ହ୍ରାସ ପାଇଛି । ବିଏସଇ ସେନସେକ୍ସ ୧୯ ଶହ ପଏଣ୍ଟ...

ଭୟଙ୍କର ଅଗ୍ନିକାଣ୍ଡ, ୭ ମୃତ

ମୁମ୍ବାଇର ୨୦ ମହଲା କୋଠାରେ ଅଗ୍ନିକାଣ୍ଡରେ ୭ ଜଣଙ୍କର ମୃତ୍ୟୁ ହୋଇଛି । କମଲା ବିଲ୍ଡିଂରେ ନିଆଁ ଲାଗିବା ପରେ କିଛି ଲୋକେ ଗୁରୁତ୍ତର ଭାବେ ଅସୁସ୍ଥ ହୋଇପଡିଥିଲେ । ଏମାନଙ୍କୁ ହସ୍ପିଟାଲକୁ ନିଆଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଦୁଇ...

ଏବେ ଉଠିବନି ସପ୍ତାହାନ୍ତ କର୍ଫ୍ୟୁ

ଦିଲ୍ଲୀରେ ଜାରି ରହିବ ସପ୍ତାହାନ୍ତ କର୍ଫ୍ୟୁ । ଏହାସହିତ ଅଡ-ଇଭେନ ଫର୍ମୁଲାରେ ଦୋକାନ ବଜାର ଚାଲୁ ରହିବ । କରୋନା ସଙ୍କ୍ରମଣ କମିବାରୁ ଦିଲ୍ଲୀ ସରକାର ସପ୍ତାହାନ୍ତ କର୍ଫ୍ୟୁକୁ ହଟାଇବା ପାଇଁ ପ୍ରସ୍ତାବ ଦେଇଥିଲେ । କିନ୍ତୁ ଉପରାଜ୍ୟପାଳ ଅନିଲ...

ଟପ୍‌ ଟେନ୍‌ରେ ଓଡ଼ିଶା

ଶ୍ରେଷ୍ଠ ୧୦ଟି ଆକ୍ଟିଭ୍‌ କେସ୍ ରାଜ୍ୟ ମଧ୍ୟରେ ଓଡ଼ିଶା ରହିଛି। ମହାରାଷ୍ଟ୍ରରେ ସର୍ବାଧିକ ଆକ୍ଟିଭ୍‌ ସଂକ୍ରମିତ ରହିଛନ୍ତି। ଟପ୍‌ ୧୦ ଆକ୍ଟିଭ୍‌ କେସ୍‌ ରାଜ୍ୟ ମଧ୍ୟରେ ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡୁ, କେରଳ, ପଶ୍ଚିମବଙ୍ଗ, ଉତ୍ତର ପ୍ରଦେଶ, ଗୁଜରାଟ, ଓଡ଼ିଶା,...

କାଲି ବୋହୂ ଆଜି ଶଢୁ ଛାଡିଲେ ଦଳ

ଉତ୍ତରପ୍ରଦେଶରେ ତେଜୁଛି ଦଳ ଡିଆଁ ରାଜନୀତି । ନିର୍ବାଚନ ଯେତେ ପାଖଉଛି ଦଳ ଡିଆଁ ରାଜନୀତି ଏବେ ସେତିକି ବଢିବାରେ ଲାଗିଛି । ଗତକାଲି ବୋହୂ ଆଉ ଆଜି ଶଢୁ । ଦୁଇ ଦିନରେ ସମାଜବାଦୀ ପାର୍ଟିକୁ ଦୁଇଟି ବଡ...

ଫେବ୍ରୁଆରୀ ୨୮ ଯାଏଁ ବିଦେଶୀ ବିମାନ ବନ୍ଦ

ଦେଶରେ କରୋନା ଭାଇରସ ଏବେ ଦ୍ରୁତ ଗତିରେ ବ୍ୟାପୁଛି । ଏହାକୁ ନଜରରେ ରଖି ଆନ୍ତର୍ଜାତିିକ ଯାତ୍ରୀ ବିମାନ ଚଳାଚଳ ବନ୍ଦ ଅବଧିକୁ ବୃଦ୍ଧି କରାଯାଇଛି । ଫେବ୍ରୁଆରୀ ୨୮ ପର୍ଯ୍ୟନ୍ତ ଯାତ୍ରୀ ସେବା ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି...
- Advertisement -

Latest article

SpinFin Sic Bo Live-Tische

InhaltWas ist Sic Bo und wie funktionieren die Live-Tables bei SpinFin?Schritt-für-Schritt-Anleitung: So spielen Sie Sic Bo bei SpinFinSpinFin Bonusangebote nutzen: Was gilt für Sic...

Jet4Bet Lifetime Ban: So funktioniert es

InhaltGründe für einen lebenslangen Ausschluss bei Jet4BetDer Ablauf des SperrverfahrensKonsequenzen der KontosperreKann man einen Lifetime Ban anfechten?Prävention: So vermeiden Sie ProblemeFazit und wichtige Hinweise Jet4Bet...

Slotoro Auszahlungsmethoden: Vor- und Nachteile, Geschwindigkeit

Inhalt1. Verfügbare Auszahlungsmethoden im Überblick2. Der Auszahlungsprozess: Schritt-für-Schritt Anleitung3. Kontoverifizierung (KYC) – Welche Dokumente werden benötigt?4. Geschwindigkeit und Limits: Typische Bearbeitungszeiten5. Häufige Probleme und...