ହାତରେ ମେହେନ୍ଦୀ ,ମଥାରେ ସିନ୍ଦୁର ଲଗାଇ ଶପଥ
ସପ୍ତଦଶ ଲୋକସଭାରେ ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସର ସାଂସଦ ନୂସରତ ଜହାଁ ଭିନ୍ନ ଅନ୍ଦାଜରେ ଲୋକସଭାରେ ସାଂସଦ ଭାବେ ଶପଥ ଗ୍ରହଣ କରିଛନ୍ତି ।ମଥାରେ ସିନ୍ଦୁର ,ହାତରେ ମେହେନ୍ଦୀ ଲଗାଇ ମଙ୍ଗଳବାର ସଂସଦରେ ଶପଥ ନେଇଛନ୍ତି ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସର...
ଖୁବଶୀଘ୍ର ଫେରିବ ମେହୁଲ ଚୌକସି
ପଞ୍ଜାବ ନାସନାଲ ବ୍ୟାଙ୍କ ଘୋଟାଲର ମୁଖ୍ୟ ଆରୋପୀ ମେହୁଲ ଚୌକସି ଖୁବ ଶୀଘ୍ର ଭାରତ ଫେରିବ । ଚୌକସି ଆଣ୍ଟିଗୁଆରେ ଆତ୍ମଗୋପନ କରିଥିଲା ଏବଂ ତାଙ୍କ ପାଖରେ ଆଣ୍ଟିଗୁଆର ନାଗରିକତ୍ୱ ଥିଲା । ଭାରତ ସରକାର ମେହୁଲଙ୍କ ପ୍ରତ୍ୟାବର୍ତନ ପାଇଁ...
ପୋଲିଂ ଅଫିସରଙ୍କ ଟିକ୍ ଟକ୍ ଭିଡିଓ ଭାଇରାଲ
ଲୋକସଭା ନିର୍ବାଚନ ସମୟରେ ହଳଦିଆ ଶାଢ଼ି ପିନ୍ଧା ପୋଲିଂ ଅଫିସର୍ଙ୍କ କଥା ଆପଣଙ୍କର ମନେ ଥିବ ନିଶ୍ଚୟ । ତାଙ୍କର ମର୍ଡନ ବେଶପୋଷାକ ପାଇଁ ନିର୍ବାଚନ ସମୟରେ ସେ ବହୁତ ଚର୍ଚ୍ଚାକୁ ଆସିଥିଲେ। ରୀନା ଦ୍ୱିବେଦି ନାମ୍ନୀ ଏହି ମହିଳାଙ୍କ...
ରାଜସ୍ଥାନ ବିଜେପି ମୁଖ୍ୟ ମଦନ ଲାଲଙ୍କ ପରଲୋକ
ବିଜେପି ରାଜସ୍ଥାନର ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ମଦନ ଲାଲ ଗତ ସୋମବାର ଦିନ ୭୫ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । କିଛି ଦିନ ହେବ ତାଙ୍କ ଦେହ ଅସୁସ୍ଥ ଥିବାରୁ ତାଙ୍କୁ ନୂଆଦିଲ୍ଲୀ...
ବୁଆ-ବବୁଆ ବ୍ରେକଅପ୍
ସମାଜବାଦୀ ପାର୍ଟୀ ସହ ଗଠବନ୍ଧନ ଭାଙ୍ଗିଲେ ବହୁ ଜନ ସମାଜବାଦୀ ପାର୍ଟୀ ଅଧକ୍ଷ ମାୟାବତୀ । ଆଜି ଟୁଇଟ କରି ଦଳର ହିତ ଦୃଷ୍ଟିରୁ ଆଗାମୀ ସମସ୍ତ ଛୋଟ ବଡ ନିର୍ବାଚନ ବିଏସପି ଏକା ଲଢିବ ବୋଲି ମାୟାବତୀ ସୂଚନା...
ହାପି ବର୍ଥ ଡେ ଶକ୍ତିମାନ
ପ୍ରତ୍ୟକ ପିଲାଙ୍କ ପ୍ରିୟ ଧାରାବାହିକ ଶକ୍ତିମାନ । ଶକ୍ତିମାନ ସୋ ଟିଭିରେ ଆସିବା ସମୟ ହେଲେ ଟିଭି ଆଗରୁ ଉଠୁନଥିଲେ ପିଲା । ଏକ ସମୟ ଥିଲା ଯେଉଁ ସମୟରେ ଶକ୍ତିମାନ ଧାରାବାହିକ ସାରା ଭାରତର ଟେଲିଭିଜନ ଜଗତରେ ଏକ...
ମେଡିକାଲ ପଛପଟେ ମଣିଷ କଙ୍କାଳ ଗଦା
ବିହାର ମୁଜାଫୁରପୁର ଶ୍ରୀକୃଷ୍ଣ ମେଡିକାଲ ଏବେ ଚର୍ଚ୍ଚାରେ । ବିହାରରେ ଆତଙ୍କ ଖେଳାଇଥିବା ମତିଷ୍କ ଜ୍ୱରରେ ଏହି ମେଡିକାଲରେ ଶତାଧିକ ଶିଶୁ ପ୍ରାଣ ହରାଇଥିଲେ । ଆଉ ବର୍ତ୍ତମାନ ସେହି ମେଡିକାଲ ପଛପଟୁ ଖୋଲା ସ୍ଥାନରୁ ମଣିଷର ଖପୁରୀ ,...
ଶିକ୍ଷକଙ୍କ ବାଚଳାମି,ପତ୍ନୀ ଓ ତିନି ଛୁଆଙ୍କୁ ମାରି ଦୋଷ ସ୍ୱିକାର କଲା
ପତ୍ନୀକୁ ଛୁରୀ ଏବଂ ତିନି ଛୁଆଙ୍କ ତଣ୍ଟି ଚିପି ହତ୍ୟା କଲା ଶିକ୍ଷିତ ସ୍ୱାମୀ । ଏମିିତି ଏକ ନୃଶଂସ,ଲୋମ ଟାଙ୍କୁରା ଘଟଣା ଘଟିଛି ଭାରତର ରାଜଧାନୀ ଦିଲ୍ଲୀର ମହରୌଲୀ ଅଚଂଳରେ । ଘରୋଇ ଭାବେ ପିଲାଙ୍କୁ ଟୁ୍ୟସନ୍ କରୁଥିବା...
ଭାଇରାଲ ଭିଡିଓକୁ ନେଇ ଘେରିଲେଣି ବିରୋଧି
ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ସମୟରେ ମୋବାଇଲ ଦେଖୁଥିବା ଭିଡିଓ ଭାଇରାଲ ହେବା ପରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବିଜେପି ଟାର୍ଗେଟକୁ ଆସିଛନ୍ତି । ଏହି ଘଟଣା ପରେ ବିଜେପିର ବହୁ ବରିଷ୍ଠ ନେତା ଏବେ ରାହୁଲଙ୍କୁ ଘେରିଛନ୍ତି ।...
ବିଶ୍ୱକପରୁ ଶିଖର ଆଉଟ : ରିଷଭ ଇନ୍
ଇଂଲଣ୍ଡରେ ଚାଲିଥିବା ଦ୍ୱାଦଶ ବିଶ୍ୱକପରେ ଟିମ୍ ଇଣ୍ଡିଆକୁ ଲାଗିଛି ବଡ ଝଟକା । ଆହାତ କାରଣରୁ ତିନି ସପ୍ତାହ ପାଇଁ ଦଳରୁ ବାଦ ପଡିଥିବା ଶିଖର ବର୍ତମାନ ପୁରା ବିଶ୍ୱକପରୁ ବାଦ ପଡିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଆହାତ...

















