26.1 C
Bhubaneswar
Sunday, September 13, 2026
-Advertisement-

ଇବୋଲା ପାଇଁ ଟ୍ରାଭେଲ ଆଡଭାଇଜରି ଜାରି କଲେ କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ

ନୂଆଦିଲ୍ଲୀ:କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଭାରତୀୟ ନାଗରିକମାନଙ୍କୁ ଇବୋଲା ପ୍ରଭାବିତ ଦେଶ ଡେମୋକ୍ରାଟିକ ରିପବ୍ଲିକ ଅଫ କଙ୍ଗୋ, ୟୁଗାଣ୍ଡା ଏବଂ ଦକ୍ଷିଣ ସୁଦାନକୁ ଅଣ-ଜରୁରୀ ଯାତ୍ରାରୁ ନିବୃତ୍ତ ରହିବା ପାଇଁ ପରାମର୍ଶ ଦେଇଛି। ଏହି ଆଡଭାଇଜରି ଏଭଳି...

କୋଲକାତାରେ ପହଞ୍ଚିଲେ ଆମେରିକା ବୈଦେଶିକ ସଚିବ ମାର୍କୋ ରୁବିଓ: ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ସହ ହେବ ବୈଠକ

ନୂଆଦିଲ୍ଲୀ: ଆମେରିକା ବୈଦେଶିକ ସଚିବ ମାର୍କୋ ରୁବିଓ ଆଜିଠାରୁ ୪ ଦିନିଆ ଭାରତ ଗସ୍ତରେ ଆସିଛନ୍ତି। ଏହି ଗସ୍ତ କାଳରେ ସେ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ଆଲୋଚନା କରିବେ। ସୂଚନାଯୋଗ୍ୟ ଯେ, ଦୀର୍ଘ ୧୪ ବର୍ଷ ପରେ...

୧୦ ରାଜ୍ୟର ୨୪ ରାଜ୍ୟସଭା ଆସନ ପାଇଁ ନିର୍ବାଚନ ତାରିଖ ଘୋଷଣା

ନୂଆଦିଲ୍ଲୀ: ଆସନ୍ତା ଜୁନ୍ ୧୮ ତାରିଖରେ ଦେଶର ୧୦ଟି ରାଜ୍ୟର ଖାଲିଥିବା ୨୪ଟି ରାଜ୍ୟସଭା ଆସନଗୁଡ଼ିକ ପାଇଁ ଭୋଟ୍ ଗ୍ରହଣ ଅନୁଷ୍ଠିତ ହେବ ଏବଂ ସେହିଦିନ ସନ୍ଧ୍ୟା ୫ଟାରେ ହିଁ ଫଳାଫଳ ପ୍ରକାଶ ପାଇବ। ଏନେଇ ଆଜି ଭାରତୀୟ ନିର୍ବାଚନ...

ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର ମନ୍ତ୍ରୀପରିଷଦର ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର ମନ୍ତ୍ରୀପରିଷଦର ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଦିଲ୍ଲୀସ୍ଥିତ 'ସେବା ତୀର୍ଥ'ଠାରେ ଦୀର୍ଘ ୪ରୁ ୫ ଘଣ୍ଟା ଧରି ଚାଲିଥିବା ଏହି ମାରାଥନ ବୈଠକରେ ସରକାରଙ୍କ ବିଭିନ୍ନ...

ଭାରତରେ ବ୍ୟାନ ହେଲା ‘କକ୍ରୋଚ୍ ଜନତା ପାର୍ଟି’ର ଏକ୍ସ ଆକାଉଣ୍ଟ

ନୂଆଦିଲ୍ଲୀ: ସିଜେଆଇ ସୂର୍ଯ୍ୟକାନ୍ତ ଗତ ସପ୍ତାହରେ ସୁପ୍ରିମକୋର୍ଟରେ ଏକ ମାମଲାର ଶୁଣାଣି ସମୟରେ ଦେଶର ଯୁବ ପିଢିଙ୍କ ତୁଳନା ଅସରପା ସହ କରିଥିଲେ । ବିବାଦ ବଢିବା ପରେ ନିଜର ଟିପ୍ପଣୀ ଉପରେ ସିଜେଆଇ ସଫେଇ ମଧ୍ୟ ଦେଇଥିଲେ ।...

ପୁଲୱାମା ଆକ୍ରମଣର ମାଷ୍ଟର ମାଇଣ୍ଡକୁ ଗୁଳି କରି ହତ୍ୟା

ନୂଆଦିଲ୍ଲୀ: ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ ଆତଙ୍କବାଦୀ ହମଜା ବୁରହାନକୁ ଗୁଳି କରି ହତ୍ୟା କରାଯାଇଛି । ମିଳିଥିବା ଖବରରୁ ଜଣାପଡିଛି ଯେ, ହମଜା ବୁରହାନଙ୍କୁ ମୁଜାଫରାବାଦରେ ଅଜ୍ଞାତ ଆକ୍ରମଣକାରୀ ଟାର୍ଗେଟ କରିଥିଲେ, ଯେଉଁଠାରେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ହମଜା...

CAA ପରିସରଭୁକ୍ତ ନହେଲେ ଗିରଫଦାରୀ ସହ ଦେଶରୁ ହେବେ ବିଦା

କୋଲକାତା: ପଶ୍ଚିମବଙ୍ଗରେ ବେଆଇନ ଅନୁପ୍ରବେଶକାରୀଙ୍କୁ ନେଇ ସରକାର ଆଭିମୁଖ୍ୟ ଅତ୍ୟନ୍ତ କଠୋର କରିଛନ୍ତି। ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ବୁଧବାର ଏକ ବୟାନରେ କହିଛନ୍ତି ଯେଉଁମାନଙ୍କ ନାମ ନାଗରିକତ୍ୱ ସଂଶୋଧନ ଆଇନ (CAA) ର ପରିସରଭୁକ୍ତ ନୁହେଁ, ସେମାନଙ୍କୁ ରାଜ୍ୟ ପୋଲିସ...

ଆସନ୍ତା ମାସରେ ଫ୍ରାନ୍ସରରେ ଜି-୭ ସମ୍ମିଳନୀ: ଭେଟାଭେଟି ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ...

ନୂଆଦିଲ୍ଲୀ: ଆସନ୍ତା ମାସରେ ଫ୍ରାନ୍ସରେ ଆୟୋଜିତ ହେବାକୁ ଥିବା ହାଇପ୍ରୋଫାଇଲ୍ ଜି-୭ ଶିଖର ସମ୍ମିଳନୀ ଅବସରରେ ଭେଟାଭେଟି ହେବାକୁ ଯାଉଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ୱାଶିଂଟନ୍ ଏବଂ ଏହାର ସହଯୋଗୀ...

ରୁଷ-ୟୁକ୍ରେନ ଯୁଦ୍ଧରେ ଓଡ଼ିଆ ଯୁବକଙ୍କ ମୃତ୍ୟୁ

ଭୁବନେଶ୍ୱର: ଋଷ-ୟୁକ୍ରେନ୍ ଯୁଦ୍ଧରେ ଜଣେ ଓଡ଼ିଆ ଯୁବକଙ୍କର ମୃତ୍ୟୁ ଘଟିଛି । ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ ମାଧବବନ୍ଧ ଗ୍ରାମର ଯୁବକ ଏ. ରାମାୟାଙ୍କ ରୁଷର ରାଜଧାନୀ ମସ୍କୋରେ ଡ୍ରୋନ ଆକ୍ରମଣରେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଖବର ଅନୁଯାୟୀ,...

ନୀତିନ ନବୀନ ଦେଲେ ରାଜ୍ୟ ନେତାଙ୍କୁ ଗୁରୁମନ୍ତ୍ର, କହିଲେ କାମ କରିଚାଲ

ଭୁବନେଶ୍ୱର: ବିଜେପି କୋର କମିଟି ବୈଠକ ଶେଷରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଦେଇଛନ୍ତି ବାର୍ତ୍ତା । ୨୦୩୬ ବିକଶିତ ଓଡ଼ିଶା ଗଠନରେ ରୋଡ୍ ମ୍ୟାପ ନେଇ ୫ଟି ପରାମର୍ଶ ଦେଇଛନ୍ତି। ସଙ୍ଗଠନ କିପରି ଶକ୍ତିଶାଳୀ ହେବ, ସେ ନେଇ...
- Advertisement -

Latest article

Clause Shiny Wilds Right to Void Winnings

SommaireQu'est-ce que la Clause « Droit d’Annuler les Gains » ?Les Situations Courantes Menant à l'Application de la ClauseProcédure et Délais en Cas de...

Supabet Valeur à Long Terme du Programme VIP

SommaireComment Fonctionne l'Ascension dans les Niveaux VIPLes Avantages Concrets par Niveau de StatutTableau Comparatif des Principaux Bénéfices VIPLe Cashback et les Bonus : Une...

VegasNow Minimum Withdrawal Amount Per Method

ContentsUnderstanding Minimum Withdrawal LimitsMinimum Withdrawal Amounts by Payment MethodStep-by-Step Withdrawal ProcessCommon Issues and TroubleshootingMaximizing Your Withdrawal EfficiencyConclusion: Getting Your Winnings Quickly VegasNow Minimum Withdrawal Amount...