32.1 C
Bhubaneswar
Sunday, September 13, 2026
-Advertisement-

ବିଜୁ ପଟ୍ଟନାୟକଙ୍କ ଅଧୁରା ସ୍ୱପ୍ନକୁ ପୁରା କରିବ ସରକାର : ମୁଖ୍ୟମନ୍ତ୍ରୀ

ବିଜୁ ପଟ୍ଟନାୟକଙ୍କ ୨୯ତମ ତିରୋଧାନ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ତାଙ୍କ ଅଧୂରା ସ୍ୱପ୍ନ ପୂରଣ କରିବାକୁ ସରକାରଙ୍କ ସଂକଳ୍ପ ବୋଲି କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି,...

ଆଜିରୁ ଆରମ୍ଭ ହେଲା ଡିଜିଟାଲ୍ ଜନଗଣନା

ଆଜିଠୁ ଆରମ୍ଭ ହୋଇଛି ଡିଜିଟାଲ୍ ଜନଗଣନା। ଆସନ୍ତା ମେ’୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ଡିଜିଟାଲ୍ ଜନଗଣନା। ତେବେ ଏହି ଗଣନାରେ ୯୦ ହଜାର ୨୦୦ ଅଧିକାରୀ ଘର ଘର ବୁଲି ଜନଗଣନା କରିବେ। ପ୍ରତି ଜନଗଣନା ଅଧିକାରୀଙ୍କୁ ୮୦୦ ଲୋକଙ୍କ...

ପାକିସ୍ତାନକୁ ଗୁପ୍ତ ତଥ୍ୟ ଦେଇ ୩ ବର୍ଷ ଜେଲ୍ ଗଲେ ୭ ଜଣ ଦୋଷୀ

ଭୁବନେଶ୍ୱରରେ ଓଟିପି ସେୟାରିଂ ମାଧ୍ୟମରେ ଗୁପ୍ତ ତଥ୍ୟ ଲିକ୍ କରିବା ଏବଂ ପାକିସ୍ତାନୀ ଏଜେଣ୍ଟଙ୍କ ସହ ସଂଯୋଗ ରଖିଥିବା ଗୁରୁତର ଅଭିଯୋଗ ସହିତ ସମ୍ପୃକ୍ତ ମାମଲାରେ ଭୁବନେଶ୍ୱର କୋର୍ଟ ବଡ଼ ରାୟ ଦେଇଛନ୍ତି। ପାକିସ୍ତାନୀ ଏଜେଣ୍ଟ ସହ ତଥ୍ୟ ଲିକ୍...

ଚୀନ୍‌କୁ ମାତ୍ ଦେବାକୁ ଭାରତର ନୂଆ ରଣନୀତି

IMEC (ଇଣ୍ଡିଆ-ମିଡିଲ୍ ଇଷ୍ଟ ୟୁରୋପିଆନ୍ ଇକୋନୋମିକ କରିଡର) ବିଶ୍ୱର ବଦଳୁଥିବା ପରିସ୍ଥିତି ଏବଂ ସମୁଦ୍ର ମାର୍ଗରେ ବଢ଼ୁଥିବା ବିପଦ ମଧ୍ୟରେ ଭାରତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ରଣନୈତିକ ବିକଳ୍ପ। ଏହା କେବଳ ବ୍ୟାପାରିକ ପ୍ରୋଜେକ୍ଟ ନୁହେଁ ଏହା ଜାତୀୟ ସୁରକ୍ଷା,...

ଇରାନ ଏବଂ ଆମେରିକା ଯୁଦ୍ଧ କେବେ ଶେଷ ହେବ କହିଲେ ଟ୍ରମ୍ପ

ଇରାନ ସହିତ ଯୁଦ୍ଧ ସମ୍ପର୍କରେ ଏକ ବିବୃତ୍ତି ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଟ୍ରମ୍ପ କହିଛନ୍ତି ଯେ ଇରାନ ସହିତ ଯୁଦ୍ଧ ଶେଷ ହେବାକୁ ଯାଉଛି। ଆମେରିକା ଫକ୍ସ ନ୍ୟୁଜ୍ ସହିତ ଏକ ସାକ୍ଷାତକାର ସମୟରେ ଏହି...

ସିଲିଗୁଡ଼ିରେ ମୋଦିଙ୍କୁ ଭେଟିଲେ ଦିଲ୍ଲୀପ ରାୟ

ରାଜ୍ୟସଭା ସାଂସଦ ଦିଲ୍ଲୀପ ରାୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆକସ୍ମିକ ସାକ୍ଷାତ ନେଇ ରାଜନୀତିକ ମହଳରେ ଚର୍ଚ୍ଚା ଜୋର ଧରିଛି। ପଶ୍ଚିମବଙ୍ଗର ସିଲିଗୁଡ଼ିରେ ନିର୍ବାଚନ ପ୍ରଚାର ଗସ୍ତରେ ଥିବା ବେଳେ ମୋଦିଙ୍କୁ ଭେଟିଛନ୍ତି ଦିଲ୍ଲୀପ ରାୟ। ସୂଚନା ଅନୁଯାୟୀ,...

ବୃଦ୍ଧି ପାଇବ ଲୋକସଭା ଆସନ ସଂଖ୍ୟା

ଲୋକସଭା ଆସନର ସଂପ୍ରସାରଣ ପାଇଁ କେନ୍ଦ୍ର ସରକାର ପ୍ରସ୍ତାବ ଆଗତ କରିଛନ୍ତି । ଲୋକସଭା ଆସନ ପାଇଁ ୫୪୩ ଆସନରୁ ୮୫୦ ଆସନକୁ ବୃଦ୍ଧି ପାଇବ । ଏଥିମଧ୍ୟରୁ ୮୧୫ ଆସନ ରାଜ୍ୟ ଏବଂ ୩୫ଟି କେନ୍ଦ୍ରଶାସିତ ଅଞ୍ଚଳରୁ...

ଭାରତୀୟ ଜାହାଜ ଗୁଡ଼ିକଠାରୁ ଟୋଲ୍ ଆଦାୟ କରିବନି ଇରାନ

ଭାରତ ପାଇଁ ଆସିଛି ଖୁସି ଖବର । ତେହେରାନ୍ ଏହା ସ୍ପଷ୍ଟ କରିଛି ଯେ, ହର୍ମୁଜ୍ ପ୍ରଣାଳୀ ଦେଇ ଯାଉଥିବା ଭାରତୀୟ ଜାହାଜଗୁଡ଼ିକଠାରୁ କୌଣସି ଟୋଲ୍ ଆଦାୟ କରାଯାଉନାହିଁ। ଏହା ବ୍ୟତୀତ ଏହା ମଧ୍ୟ କହିଛି ଯେ ଭବିଷ୍ୟତରେ ଭାରତୀୟ...

ଆମେରିକା ଓ ଇରାନ ମଧ୍ୟରେ ପୁଣି ହେବ ଶାନ୍ତି ଆଲୋଚନା

ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଆଲୋଚନା ବିଫଳ ହେବପରେ ଏବେ ଅନୁମାନ କରାଯାଉଛି ଯେ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ଶୀଘ୍ର ଆରମ୍ଭ ହୋଇପାରେ। ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ,ଆଉଥରେ ଆଲୋଚନା ପାଇଁ ଇରାନ ଆଗ୍ରହୀ ଅଛି...

ଭାରତ,ଚୀନ୍ ଏବଂ ରୁଷକୁ ଇରାନର ନିବେଦନ

ଆମେରିକାକୁ ସଠିକ୍ ପଥକୁ ଆଣିବା ପାଇଁ ଯଦି ଭାରତ, ଚୀନ୍ ଏବଂ ରୁଷ ପରି ବୈଶ୍ୱିକ ଶକ୍ତିମାନେ ନିଜର ପ୍ରଭାବ ବ୍ୟବହାର କରିବେ, ତେବେ ଦୁନିଆକୁ ଯୁଦ୍ଧ ମୁହଁରୁ ବଞ୍ଚାଯାଇପାରିବ ବୋଲି ଇରାନ ଆଶାବାଦୀ ଅଛି । ଏହାସହ ପଶ୍ଚିମ...
- Advertisement -

Latest article

Clause Shiny Wilds Right to Void Winnings

SommaireQu'est-ce que la Clause « Droit d’Annuler les Gains » ?Les Situations Courantes Menant à l'Application de la ClauseProcédure et Délais en Cas de...

Supabet Valeur à Long Terme du Programme VIP

SommaireComment Fonctionne l'Ascension dans les Niveaux VIPLes Avantages Concrets par Niveau de StatutTableau Comparatif des Principaux Bénéfices VIPLe Cashback et les Bonus : Une...

VegasNow Minimum Withdrawal Amount Per Method

ContentsUnderstanding Minimum Withdrawal LimitsMinimum Withdrawal Amounts by Payment MethodStep-by-Step Withdrawal ProcessCommon Issues and TroubleshootingMaximizing Your Withdrawal EfficiencyConclusion: Getting Your Winnings Quickly VegasNow Minimum Withdrawal Amount...