27.1 C
Bhubaneswar
Sunday, September 13, 2026
-Advertisement-

ପୁଣି ବିବାଦୀୟ ବୟାନ ଦେଲେ ମୁନିର୍

ଏବେବି ପାକିସ୍ତାନ ଭାରତ ବିରୁଦ୍ଧରେ ଷଡ଼ଯନ୍ତ୍ର ଜାରି ରଖିଛି। ପାକିସ୍ତାନର ପ୍ରତିରକ୍ଷା ବିଭାଗ ମୁଖ୍ୟ ଫିଲ୍ଡ ମାର୍ଶାଲ ଅସୀମ ମୁନିର ନିଜ ଦେଶର ଯୁବପିଢ଼ିଙ୍କୁ ଉସୁକାଇବାକୁ ପଛଘୁଞ୍ଚା ଦେଇ ନାହାନ୍ତି। ମୁନୀର ଏବେ ଏକ ବିବାଦୀୟ ବୟାନ ଦେଇଛନ୍ତି। ମୁନିର...

ଓଡ଼ିଶା ଆସିବେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍

ଜାନୁଆରୀ ୨୩ରେ ଓଡିଶା ଆସିବେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍‌। ନେତାଜୀଙ୍କ ଜନ୍ମ ଦିବସକୁ ପରାକ୍ରମ ଦିବସ ଭାବେ ପାଳନ କରାଯାଉଛି, ଏହି ଅବସରରେ ନେତାଜୀ ସଂଗ୍ରହାଳୟରେ କଟକ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସଂସ୍କୃତି ବିଭାଗ...

ବିସିବି ଫାଇନାନ୍ସ କମିଟିର ଅଧ୍ୟକ୍ଷ ଏମ୍. ନଜମୁଲ ଇସ୍ଲାମଙ୍କୁ ପଦରୁ କରାଗଲା ବହିଷ୍କାର

ବର୍ତ୍ତମାନ ପରିସ୍ଥିତିକୁ ଦୃଷ୍ଟିରେ ରଖି ବାଂଲାଦେଶ କ୍ରିକେଟ୍ ବୋର୍ଡ ଫାଇନାନ୍ସ କମିଟିର ଅଧ୍ୟକ୍ଷ ଏମ୍. ନଜମୁଲ ଇସ୍ଲାମଙ୍କୁ ପଦରୁ ମୁକ୍ତ କରାଯାଇଛି । ଏମ୍. ନଜମୁଲ ଇସ୍ଲାମ ବାଂଲାଦେଶର ପୂର୍ବତନ ଅଧିନାୟକ ତମୀମ ଇକବାଲଙ୍କୁ “ଇଣ୍ଡିଆ ଏଜେଣ୍ଟ” ବୋଲି କହିଥିଲେ...

ହିନ୍ଦୁଙ୍କ ବିରୁଦ୍ଧରେ ନରସଂହାର ଧମକ

ଅପରେସନ ସିନ୍ଦୂରରେ ହୋଇଥିବା କ୍ଷତି ପରେ ଲସ୍କର-ଏ-ତୈବା ପୁଣି ଥରେ ଭାରତ ଓ ହିନ୍ଦୁମାନଙ୍କ ବିରୁଦ୍ଧରେ ଠିଆ ହୋଇଛି। ପାକ୍ ଅଧିକୃତ କଶ୍ମୀରର ଜଣେ ଶୀର୍ଷ LeT କମାଣ୍ଡର ଆବୁ ମୁସା କଶ୍ମୀରୀ ଏକ ସାଧାରଣ ସଭାକୁ ସମ୍ବୋଧିତ କରି...

ଭାରତୀୟ ନାଗରିକଙ୍କୁ ତୁରନ୍ତ ଇରାନ ଛାଡ଼ିବାକୁ ନିର୍ଦ୍ଦେଶ

ଇରାନରେ ଲାଗି ରହିଥିବା ରାଜନୈତିକ ଅସ୍ଥିରତାକୁ ଦେଖି ଭାରତୀୟ ନାଗରିକମାନଙ୍କୁ ତୁରନ୍ତ ଇରାନ ଛାଡ଼ିବାକୁ ଭାରତ ନିର୍ଦ୍ଦେଶନାମା ଜାରି କରିଛି ଭାରତୀୟ ଦୂତାବାସ । ସେଠାରେ ରହୁଥିବା ସମସ୍ତ ପର୍ଯ୍ୟଟକ, ତୀର୍ଥଯାତ୍ରୀ, ବ୍ୟବସାୟୀ ଏବଂ ଛାତ୍ରଙ୍କ ପାଇଁ ଏହା ଜାରି...

ଇସ୍ରୋ ମିଶନକୁ ଝଟକା:କକ୍ଷପଥରେ ଅବସ୍ଥାପିତ ହୋଇପାରିଲାନି ‘ଅନ୍ୱେଷା’

ବିଫଳ ହୋଇଛି ଇସ୍ରୋର PSLV-C62 ମିଶନ୍ । କକ୍ଷପଥରେ ମୁତୟନ ହୋଇପାରିଲା ନାହିଁ ସାଟେଲାଇଟ୍ 'ଅନ୍ୱେଷା'। ଅର୍ବିଟ ପୂର୍ବରୁ ହିଁ ମହାକାଶରେ ହଜିଯାଇଛି। ଆନ୍ଧ୍ରର ଶ୍ରୀହରିକୋଟା ସତୀଶ ଧାୱନ ସ୍ପେସ୍ ସେଣ୍ଟରରୁ ଲଞ୍ଚ ହୋଇଥିଲା ପିଏସ୍ଏଲ୍‌ଭି-ସି୬୨ ରକେଟ୍। ସୋମବାର ସକାଳ...

ମହାକାଶ ମିଶନ୍ ଉତକ୍ଷେପଣ କରିବ ISRO

ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ରବିବାର ଦିନ ପୋଲାର ସାଟେଲାଇଟ୍ ଲଞ୍ଚ ଯାନ ସି୬୨ ମିଶନର ଉତକ୍ଷେପଣ ପାଇଁ କାଉଣ୍ଟଡାଉନ୍ ଆରମ୍ଭ କରିଛି। ISRO ସୋମବାର ଦିନ ୨୦୬ ବର୍ଷର ଏହାର ପ୍ରଥମ ମହାକାଶ ମିସନ ଉତକ୍ଷେପଣ କରିବ।...

ଟ୍ରମ୍ପଙ୍କ ଧମକ ପରେ ଇରାନ ଦେଲା ଯୁଦ୍ଧ ଚେତାବନୀ

ଭେନେଜୁଏଲା ଉପରେ ଆମେରିକାର ହମଲା ପରେ ବିଶ୍ୱରେ ଉତ୍ତେଜନାପୂର୍ଣ୍ଣ ମାହୋଲ ସୃଷ୍ଟି ହୋଇଛି ଓ ଅନ୍ୟପଟେ ଇରାନ ଓ ଆମେରିକା ମଧ୍ୟରେ ତିକ୍ତତା ଚରମରେ ପହଞ୍ଚିଛି । ଦୁଇ ଦେଶ ପରସ୍ପରକୁ ହମଲାର ଧମକ ଦେଇଛନ୍ତି । ଇରାନର ଆର୍ମି...

ଟ୍ରମ୍ପଙ୍କ ଟାରିଫ୍ ଧମକ ପରେ ଭୁସୁଡ଼ିଲା ସେୟାର ବଜାର

ଘରୋଇ ଷ୍ଟକ୍ ବଜାରରେ ଆଜି ଏକ ବଡ଼ ହ୍ରାସ ଘଟିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଭାରତ ଉପରେ ଶୁଳ୍କ ବୃଦ୍ଧି ପାଇଁ ଏକ ବିଲ୍ ସମର୍ଥନ କରିଛନ୍ତି। ଏହା ଫଳରେ ବଜାରରେ ବ୍ୟାପକ ହ୍ରାସ ଘଟିଛି। BSE ସେନସେକ୍ସ...

ବାଂଲାଦେଶରେ ପୁଣି ହିନ୍ଦୁଙ୍କୁ ହତ୍ୟା

ବାଂଲାଦେଶରେ ପୁଣି ଜଣେ ହିନ୍ଦୁ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଛି। ରିପୋର୍ଟ ଅନୁସାରେ ସୋମବାର ରାତି ପ୍ରାୟ ୧୦ଟାରେ ନରସିଙ୍ଗଡି ଜିଲ୍ଲାରେ ମୋନି ଚକ୍ରବର୍ତ୍ତୀଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଥିଲା ଓ ପରେ ତାଙ୍କର ମୃତ୍ୟୁ...
- Advertisement -

Latest article

Clause Shiny Wilds Right to Void Winnings

SommaireQu'est-ce que la Clause « Droit d’Annuler les Gains » ?Les Situations Courantes Menant à l'Application de la ClauseProcédure et Délais en Cas de...

Supabet Valeur à Long Terme du Programme VIP

SommaireComment Fonctionne l'Ascension dans les Niveaux VIPLes Avantages Concrets par Niveau de StatutTableau Comparatif des Principaux Bénéfices VIPLe Cashback et les Bonus : Une...

VegasNow Minimum Withdrawal Amount Per Method

ContentsUnderstanding Minimum Withdrawal LimitsMinimum Withdrawal Amounts by Payment MethodStep-by-Step Withdrawal ProcessCommon Issues and TroubleshootingMaximizing Your Withdrawal EfficiencyConclusion: Getting Your Winnings Quickly VegasNow Minimum Withdrawal Amount...