29.1 C
Bhubaneswar
Monday, November 16, 2026
-Advertisement-

ଦେଶର ସୁରକ୍ଷା କବଚ ଭାବେ କାମ କରୁଛି CISF

CISF ଆଜି ପାଳନ କରୁଛି ତାହାର ୫୭ତମ ସ୍ଥାପନା ଦିବସ । ୫୭ ବର୍ଷ ମଧ୍ୟରେ CISF ନିଜର କ୍ଷମତା ଓ ସାମର୍ଥ୍ୟରେ ବହୁଗୁଣା ବୃଦ୍ଧି କରିଛି ଓ ଦେଶର ଗୁରୁତ୍ୱପୂର୍ଣ୍ଣ ସଂସ୍ଥାପନଗୁଡ଼ିକୁ ସୁରକ୍ଷା ପ୍ରଦାନ କରିବାରେ ଏକ...

ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଆଜି ସଂଧ୍ୟାରେ ସ୍ୱତନ୍ତ୍ର ବାୟୁସେନା ବିମାନରେ ନୂଆଦିଲ୍ଲୀରୁ ଆସି ଓଡିଶାରେ ପହଞ୍ଚିବେ । କଟକ ଓ ଭୁବନେଶ୍ବରରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ସେ ଯୋଗ ଦେବେ। ଆସନ୍ତାକାଲି...

ମଧ୍ୟପ୍ରାଚ୍ୟରେ ଯୁଦ୍ଧ;ଇରାନରେ ମୃତ୍ୟୁ ସଂଖ୍ୟା ୧,୪୦୫କୁ ବୃଦ୍ଧି

ମଧ୍ୟପ୍ରାଚ୍ୟରେ ଇରାନ ସହିତ ଯୁଦ୍ଧ ଆଜିକୁ ଷଷ୍ଠ ଦିନରେ ପହଞ୍ଚିଛି। ଏହା ଆମେରିକା ଏବଂ ଇସ୍ରାଏଲର ମିଳିତ ଆକ୍ରମଣ ସହିତ ଆରମ୍ଭ ହୋଇଥିଲା, ଯେଉଁଥିରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନିଙ୍କ ମୃତ୍ୟୁ ହୋଇଥିଲା ଓ ଏହା ପରେ...

ଟେକ୍ସାସରେ ଗୁଳିକାଣ୍ଡ: ଆମେରିକାରେ ଭାରତୀୟ ଛାତ୍ରୀ ମୃତ

ଆମେରିକାର ଟେକ୍ସାସର ଅଷ୍ଟିନରେ ଏକ ବାର୍ ବାହାରେ ଗୁଳିକାଣ୍ଡରେ ଚାରି ଜଣଙ୍କର ମୃତ୍ୟୁ ହୋଇଛି। ଏହି ଆକ୍ରମଣରେ ଜଣେ ୨୧ ବର୍ଷୀୟ ଭାରତୀୟ-ଆମେରିକୀୟ ଛାତ୍ରୀଙ୍କ ମୃତ୍ୟୁ ହୋଇଛି।ରବିବାର ଜଣେ ବନ୍ଧୁକଧାରୀ ଗୁଳି ଚଳାଇ ଅଷ୍ଟିନର ଭାରତୀୟ-ଆମେରିକୀୟ ଛାତ୍ରୀ ସବିତା...

ହର୍ମୁଜ୍ ପ୍ରଣାଳୀ ବନ୍ଦ୍ କଲା ଇରାନ; ଆକାଶ ଛୁଆଁ ହେବ ତୈଳ ଦର

ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଜାରିଥିବା ମଧ୍ୟରେ ଇରାନର ରିଭଲ୍ୟୁସନରୀ ଗାର୍ଡ ସୋମବାର ଏକ ବଡ଼ ଘୋଷଣା କରିଛି ଓ କହିଛନ୍ତି ଯେ ହର୍ମୁଜ୍ ପ୍ରଣାଳୀକୁ ଜାହାଜ ପାଇଁ ବନ୍ଦ କରିଦିଆଯାଇଛି। ଇରାନର ସରକାରୀ ଗଣମାଧ୍ୟମ ରିପୋର୍ଟ କରିଛି ଯେ ଏହି ଷ୍ଟ୍ରେଟ୍...

୮ଟି ପାକିସ୍ତାନୀ ପୋଷ୍ଟ ଅକ୍ତିଆର କଲା ଆଫଗାନ ସେନା

ଆଫଗାନସ୍ତାନ ଓ ପାକିସ୍ତାନ ସୀମାରେ ସଂଘର୍ଷ ଆରମ୍ଭ ହେବା ପରେ, ଆଫଗାନର ତାଲିବାନ ବାହିନୀ ସୀମା ପାର କରି ପାକିସ୍ତାନରେ ପ୍ରବେଶ କରି ଅନେକ ସାମରିକ ପୋଷ୍ଟ କବଜା କରିଛନ୍ତି। ତାଲିବାନର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ଆଫଗାନ ସେନା...

ଆୟତୁଲ୍ଲା ଅଲି ଖାମେନିଙ୍କ ମୃତ୍ୟୁ ପରେ ଉତ୍ତର ପ୍ରଦେଶରେ ଶୋକଯାତ୍ରା

ଇରାନର ସର୍ବୋଚ୍ଚ ନେତା ଆୟତୁଲ୍ଲା ଅଲି ଖାମେନିଙ୍କ ମୃତ୍ୟୁ ଖବର ପାଇବା ପରେ ଉତ୍ତର ପ୍ରଦେଶର ସହାରାନପୁର ସହରର ଲୋକମାନେ କରିଛନ୍ତି ଶୋକଯାତ୍ରା । ଆୟତୁଲ୍ଲା ଅଲି ଖାମେନିଙ୍କ ମୃତ୍ୟୁ ଖବର ପାଇବା ପରେ ବହୁ ସଂଖ୍ୟକ ଲୋକ...

ଆମେରିକା ଦୂତାବାସ ଉପରେ ଡ୍ରୋନ ଆକ୍ରମଣ

ବୃଦ୍ଧି ପାଇବାରେ ଲାଗିଛି ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ । ସୂଚନା ଅନୁଯାୟୀ ରିୟାଦରେ ଆମେରିକୀୟ ଦୂତାବାସ ଉପରେ ଡ୍ରୋନ ଆକ୍ରମଣ ହୋଇଛି । ସାଉଦି ଆରବ କହିଛି ଯେ ଏହା ଚାରୋଟି ପ୍ରୋଜେକ୍ଟାଇଲକୁ ଖସାଇ ଦେଇଛି।...

ଇରାନ-ଇସ୍ରାଏଲ ଯୁଦ୍ଧରେ ୩ ଭାରତୀୟଙ୍କ ମୃତ୍ୟୁ

ଇରାନ୍ ଏବଂ ଇସ୍ରାଏଲ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ଧିରେ ଧିରେ ଅନ୍ୟ ଦେଶକୁ ବିସ୍ତାର ହେଉଛି । ଓମାନରେ ତୈଳ ଜାହାଜରେ ହୋଇଥିବା ଆକ୍ରମଣରେ ୩ ଜଣ ଭାରତୀୟଙ୍କ ମୃତ୍ୟୁ ହୋଇଛି । ସୋମବାର ଓମାନର ମାର୍ଶଲ୍ ଦୀପରେ ଥିବା...

ସାଉଦି ଆରବର ସବୁଠୁ ବଡ ତୈଳ କମ୍ପାନି ଉପରେ ଇରାନର ଡ୍ରୋନ ଆଟାକ୍

ମଧ୍ୟ ପ୍ରାଚ୍ୟର ଅନେକ ଦେଶରେ ବନ୍ଦ୍ ହେଉନାହିଁ ମିସାଇଲ ମାଡ ଓ ଡ୍ରୋନ ଆଟାକ୍ । ଇରାନ ସାଉଦି ଆରବର ଆରାମକୋର ରାସ ତନୁରା ରିଫାଇନରୀ ଉପରେ ଡ୍ରୋନ ହମଲା କରିଛି । ରାସ୍ ତନୁରା ହେଉଛି ସାଉଦି ଆରବର...
- Advertisement -

Latest article

କାହିଁକି ଇସ୍ତଫା ଦେବାକୁ ଚାହୁଁଛନ୍ତି ମୋଦୀଙ୍କ ମନ୍ତ୍ରୀ ସୁରେଶ ଗୋପୀ ?

କେନ୍ଦ୍ରମନ୍ତ୍ରୀ ସୁରେଶ ଗୋପୀ ତାଙ୍କ ପଦରୁ ଇସ୍ତଫା ଦେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସେ ନବନିର୍ବାଚିତ ଭାଜପା ରାଜ୍ୟ ସଭା ସଦସ୍ୟ ସି. ସଦାନନ୍ଦନ ମାଷ୍ଟରଙ୍କୁ ତାଙ୍କ ସ୍ଥାନରେ କେନ୍ଦ୍ର...

ଚାକିରି ଲୋଭ ଦେଖାଇ ବିବାହିତା ମହିଳାଙ୍କୁ ଦୁଷ୍କର୍ମ, ଭିଡିଓ ଦେଖାଇ ବ୍ଲାକମେଲିଂ ଅଭିଯୋଗ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଚାକିରି ସନ୍ଧାନରେ ଆସିଥିବା ମହିଳା ଦୁଷ୍କର୍ମର ଶିକାର ହୋଇଛନ୍ତି। ଖାଲି ସେତିକି ନୁହେଁ, ଦୁଷ୍କର୍ମ ବେଳର ଭିଡିଓ ଦେଖାଇ ବ୍ଲାକମେଲିଂ କରିଛି। ଗୌତମ ନଗର ଅଞ୍ଚଳରେ...

ରାଜ୍ୟରେ ବଢ଼ିଚାଲିଥିବା ଅପରାଧକୁ ନେଇ ସରକାରଙ୍କୁ ସମାଲୋଚନା କଲେ ବିରୋଧୀ ଦଳ

ଭୁବନେଶ୍ୱର: ଭୁବନେଶ୍ୱରରେ ଘଟିଥିବା ଗୁଳିକାଣ୍ଡ ଘଟଣା ପରେ ରାଜଧାନୀର ନିରାପତ୍ତାକୁ ନେଇ ବିଜେଡି ପ୍ରଶ୍ନ ଉଠାଇଛି। ଦଳ ଅଭିଯୋଗ କରିଛି ଯେ, ରାଜ୍ୟରେ ପ୍ରତିଦିନ କିଛି ନା କିଛି ଅଘଟଣ...