29.1 C
Bhubaneswar
Monday, November 16, 2026
-Advertisement-

ହାଇଆଲର୍ଟରେ ଦିଲ୍ଲୀ;ଆତଙ୍କବାଦୀ ଆକ୍ରମଣ ସମ୍ଭାବନା

ବର୍ତ୍ତମାନ ହାଇଆଲର୍ଟରେ ନୂଆ ଦିଲ୍ଲୀ । ଆତଙ୍କବାଦୀ ହମଲା ନେଇ ଗୁଇନ୍ଦା ରିପୋର୍ଟ ମିଳିବା ପରେ ଦିଲ୍ଲୀର ସମସ୍ତ ସ୍ଥାନରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ବିଶେଷକରି ଜନଗହଣଳି ପୂର୍ଣ୍ଣ ସ୍ଥାନ ଏବଂ ଧାର୍ମିକ...

ଏଆଇ ସମ୍ମିଳନୀରେ ଅର୍ଦ୍ଧନଗ୍ନ ବିରୋଧ ପ୍ରଦର୍ଶନ କଲା କଂଗ୍ରେସ୍

ଆଜି ଭାରତୀୟ ଜାତୀୟ କଂଗ୍ରେସ ଦଳ ଭାରତକୁ ଲଜ୍ଜିତ କରିଛି । ଶୁକ୍ରବାର ଏଆଇ-ଇମ୍ପ୍ୟାକ୍ଟ ମଞ୍ଚରେ ବିଶ୍ୱର ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିବାବେଳେ ସେହି ମଞ୍ଚ ଉପରେ କପଡ଼ା ଖୋଲି ବିରୋଧ ପ୍ରଦର୍ଶନ କରିଲେ ଯୁବ କଂଗ୍ରେସ କର୍ମକର୍ତ୍ତା...

ପାକିସ୍ତାନରେ ବଡ ବିସ୍ଫୋରଣ;୧୬ ମୃତ

ଗୁରୁବାର ପାକିସ୍ତାନର କରାଚିରେ ଏକ ଆପାର୍ଟମେଣ୍ଟରେ ଗ୍ୟାସ ଲିକରୁ ହୋଇଛି ବଡ ବିସ୍ଫୋରଣ । ବିସ୍ଫୋରଣ ଫଳରେ କୋଠା ଭୁଶୁଡିବାରୁ ୧୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୪ ଜଣ ଆହତ ମଧ୍ୟ ହୋଇଛନ୍ତି । ସ୍ଥାନୀୟ ପୋଲିସ...

ବିହାରର ୪୨ ବିଧାୟକଙ୍କୁ ହାଇକୋର୍ଟଙ୍କ ନୋଟିସ

ପାଟନା ହାଇକୋର୍ଟ ବିଧାନସଭାର ଶାସକ ଏବଂ ବିରୋଧୀ ଦଳର ୪୨ ଜଣ ବିଧାୟକଙ୍କୁ ନୋଟିସ୍ ଜାରି କରିଛନ୍ତି ହାଇକୋର୍ଟ । ନିର୍ବାଚନବେଳେ ମିଥ୍ୟା ସତ୍ୟପାଠ ଦାଖଲ କରିବା ମାମଲାରେ ହାଇକୋର୍ଟରୁ ନୋଟିସ୍ ଆସିଛି । ନିର୍ବାଚନୀ ସମୟରେ ମିଥ୍ୟା ସୂଚନା...

ପାକିସ୍ତାନରେ ବୋମା ବିସ୍ଫୋରଣ; ୧୨ ମୃତ

ପାକିସ୍ତାନ ଭୟଙ୍କର ବିସ୍ଫୋରଣରେ ୧୧ ଜଣ ପୋଲିସ କର୍ମଚାରୀଙ୍କ ସହିତ ୧୨ ଜଣଙ୍କର ମୃତ୍ୟୁ ହୋଇଛି ଓ ୭ ଜଣ ଗୁରୁତର ହୋଇଛନ୍ତି । ଉତ୍ତର-ପଶ୍ଚିମରେ ବାଜୌରରେ ଏକ ଚେକ୍ ପୋଷ୍ଟ ନିକରେ ଆତଙ୍କାବାଦୀ ଆକ୍ରମଣ ହୋଇଥିବା ପାକିସ୍ତାନୀ ସେନା...

ପରମାଣୁ ଆଡ୍ଡା ତିଆରି କରୁଛି ଚୀନ୍

ଚୀନର ସିଚୁଆନରେ ଦେଖା ଦେଇଛି କିଛି ଉପଗ୍ରହ ଚିତ୍ର । ଉପଗ୍ରହ ଚିତ୍ରର ଅଧ୍ୟୟନରୁ ଜଣା ପଡିଛି ଯେ, ଚୀନ ସିଚୁଆନରେ ଗୁପ୍ତ ଭାବେ ଆଣବିକ ଅସ୍ତ୍ରଶସ୍ତ୍ରର ଘାଟି ତିଆରି କରି ସାରିଛି । ଏମିତି ଚାଞ୍ଚଲ୍ୟକର ତଥ୍ୟ ନ୍ୟୁୟର୍କ...

ଇଣ୍ଡିଗୋ ବିମାନକୁ ବୋମା ଧମକ

ଶନିବାର ସକାଳୁ ସିଲଂ ଯାଉଥିବା ଇଣ୍ଡିଗୋ ବିମାନକୁ ମିଳିଛି ବୋମା ଧମକ । ବୋମା ଧମକ ମିଳିବା ପରେ ବିମାନରେ ଯାଞ୍ଚ ଚାଲିଛି ।ସୁଚନା ଅନୁଯାୟୀ, ଆଜି ସକାଳ ୯ଟା ୧୫ ମିନିଟ୍ ରେ ଇଣ୍ଡିଗୋ ବିମାନ କୋଲକାତାରୁ...

ବଦଳିଲା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଠିକଣା

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଠିକଣା ହୋଇଛି ପରିବର୍ତ୍ତନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀରେ ସେବା ତୀର୍ଥ ଏବଂ କର୍ତ୍ତବ୍ୟ ଭବନର ଶୁଭ ଉଦଘାଟନ କରିଛନ୍ତି । ସେବା ତୀର୍ଥରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଜାତୀୟ ସୁରକ୍ଷା ପରିଷଦ ସଚିବାଳୟ ସହିତ କ୍ୟାବିନେଟ...

ପୁଟିନ ନେଲେ ବଡ଼ ନିଷ୍ପତ୍ତି: ରୁଷରେ ବ୍ୟାନ୍ ହେଲା WhatsApp

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଗୁରୁବାର ଏକ ବଡ଼ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଆମେରିକୀୟ କମ୍ପାନୀ ମେଟାକୁ ପୁଟିନ ଦେଇଛନ୍ତି ବଡ଼ ଝଟକା । ରୁଷିଆ ଆଇନ ଉଲ୍ଲଘଂନ କରିବା ଅଭିଯୋଗରେ ଦେଶରେ WhatsApp ବ୍ୟବହାର...

ବାଂଲାଦେଶରେ ପୁଣି ହିନ୍ଦୁ ଯୁବକଙ୍କୁ ହତ୍ୟା

ବାଂଲାଦେଶରେ ଗତକାଲି ଜଣେ ହିନ୍ଦୁ ଯୁବକଙ୍କ ମୃତଦେହ ଉଦ୍ଧାର ହେବା ପରେ ଉତ୍ତେଜନା ଦେଖାଯାଇଛି। ଫେବୃଆରୀ ୧୧ରେ ମୌଲଭିବଜାର ଜିଲ୍ଲାର କମଲଗଞ୍ଜ ଉପଖଣ୍ଡର ଏକ ଚା ବଗିଚାରୁ ହିନ୍ଦୁ ଯୁବକ ରତନ ସାହୁକରଙ୍କ ମୃତଦେହ ଉଦ୍ଧାର କରାଯାଇଛି ...
- Advertisement -

Latest article

କାହିଁକି ଇସ୍ତଫା ଦେବାକୁ ଚାହୁଁଛନ୍ତି ମୋଦୀଙ୍କ ମନ୍ତ୍ରୀ ସୁରେଶ ଗୋପୀ ?

କେନ୍ଦ୍ରମନ୍ତ୍ରୀ ସୁରେଶ ଗୋପୀ ତାଙ୍କ ପଦରୁ ଇସ୍ତଫା ଦେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସେ ନବନିର୍ବାଚିତ ଭାଜପା ରାଜ୍ୟ ସଭା ସଦସ୍ୟ ସି. ସଦାନନ୍ଦନ ମାଷ୍ଟରଙ୍କୁ ତାଙ୍କ ସ୍ଥାନରେ କେନ୍ଦ୍ର...

ଚାକିରି ଲୋଭ ଦେଖାଇ ବିବାହିତା ମହିଳାଙ୍କୁ ଦୁଷ୍କର୍ମ, ଭିଡିଓ ଦେଖାଇ ବ୍ଲାକମେଲିଂ ଅଭିଯୋଗ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଚାକିରି ସନ୍ଧାନରେ ଆସିଥିବା ମହିଳା ଦୁଷ୍କର୍ମର ଶିକାର ହୋଇଛନ୍ତି। ଖାଲି ସେତିକି ନୁହେଁ, ଦୁଷ୍କର୍ମ ବେଳର ଭିଡିଓ ଦେଖାଇ ବ୍ଲାକମେଲିଂ କରିଛି। ଗୌତମ ନଗର ଅଞ୍ଚଳରେ...

ରାଜ୍ୟରେ ବଢ଼ିଚାଲିଥିବା ଅପରାଧକୁ ନେଇ ସରକାରଙ୍କୁ ସମାଲୋଚନା କଲେ ବିରୋଧୀ ଦଳ

ଭୁବନେଶ୍ୱର: ଭୁବନେଶ୍ୱରରେ ଘଟିଥିବା ଗୁଳିକାଣ୍ଡ ଘଟଣା ପରେ ରାଜଧାନୀର ନିରାପତ୍ତାକୁ ନେଇ ବିଜେଡି ପ୍ରଶ୍ନ ଉଠାଇଛି। ଦଳ ଅଭିଯୋଗ କରିଛି ଯେ, ରାଜ୍ୟରେ ପ୍ରତିଦିନ କିଛି ନା କିଛି ଅଘଟଣ...