29.1 C
Bhubaneswar
Monday, November 16, 2026
-Advertisement-

୨୦୨୬ ପାଇଁ ଘୋଷଣା ହେଲା ପଦ୍ମ ପୁରସ୍କାର:ଓଡ଼ିଶାରୁ ପାଇବେ ୪ ଜଣ

ଭାରତ ସରକାରଙ୍କ ଦ୍ୱାରା ୨୦୨୬ ବର୍ଷ ପାଇଁ ସମ୍ମାନଜନକ ପଦ୍ମ ପୁରସ୍କାର ଘୋଷଣା ହୋଇଛି। ୨୦୨୬ ବର୍ଷରେ ୧୩୧ ଜଣ ପାଇବେ ପଦ୍ମ ପୁରସ୍କାର । ସେଥିମଧ୍ୟରୁ ଓଡ଼ିଶାରୁ ୪ ଜଣ ପଦ୍ମଶ୍ରୀ ପୁରସ୍କାର ପାଇବେ ବୋଲି ଘୋଷଣା...

ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୨ ମାଓବାଦୀ ନିହତ

ଓଡ଼ିଶା-ଝାଡଖଣ୍ଡ ସୀମାନ୍ତ ସରଣ୍ଡା ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର। ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିହତ ହୋଇଛନ୍ତି। ଯବାନଙ୍କ ଗୁଳିରେ ଆଉ କିଛି ମାଓବାଦୀ ଆହତ ହୋଇଥିବା ମଧ୍ୟ ଜଣାପଡିଛି। ବାକି ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି।...

ଆତଙ୍କୀଙ୍କ ବଡ଼ ଯୋଜନା: ଟାର୍ଗେଟରେ ବଡ ମନ୍ଦିର

ଆତଙ୍କୀ କରୁଛନ୍ତି ବଡ ଯୋଜନା , ଜାନୁଆରୀ ୨୬ ପୂର୍ବରୁ କରିବେ ହମଲା। ଦିଲ୍ଲୀ ସହିତ ଅନେକ ସହରରେ ଗଣତନ୍ତ୍ର ଦିବସ ପୂର୍ବରୁ ବଡ ଧରଣର ଅଘଟଣ ଘଟାଇବା ପାଇଁ ଆତଙ୍କୀମାନେ କରିଥିବା ଷଡଯନ୍ତ୍ରର ଖୁଲାସା ହୋଇଛି । ପାକ୍...

ପୁଣି ଥରେ ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ

ଆଜି (ବୁଧବାର) ପାକିସ୍ତାନୀ ସେନା ଜାମ୍ମୁ କଶ୍ମୀର କୁପୱାଡା ଜିଲ୍ଲାର କେରନ ସେକ୍ଟରରେ ଆଉଥରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି । ଏହାର କଡ଼ା ଜାବାବ ଦେଇଛନ୍ତି ଭାରତୀୟ ସୁରକ୍ଷା ବାହିନୀ । ରାଷ୍ଟ୍ରୀୟ ରାଇଫଲ୍ସର ସୁରକ୍ଷାବାହିନୀ କେରନ ଅଞ୍ଚଳରେ,ସୀମା ସୁରକ୍ଷାକୁ ମଜବୁତ...

ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ: ବଦଳିଲେ IIC

ସୁନ୍ଦରଗଡ଼ ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ ରିଜେଣ୍ଟ ବଜାରରେ ଗୋଷ୍ଠୀ ସଂଘର୍ଷ ଘଟଣାରେ ଜିଲ୍ଲା ପ୍ରଶାସନ ପ୍ରଥମ କାର୍ଯ୍ୟାନୁଷ୍ଠାନ ନେଇଛି।ସୁନ୍ଦରଗଡ଼ ଟାଉନ ଥାନା ଅଧିକାରୀଙ୍କୁ ବଦଳି କରାଯାଇଛି। ସୁନ୍ଦରଗଡ଼ ଏସପି,ଟାଉନ ଥାନା ଅଧିକାରୀ ପ୍ରୀତି ମଞ୍ଜରୀ ମେଣ୍ଡୁଲିଙ୍କୁ ଜିଲ୍ଲା...

ପୁଣି ବିବାଦୀୟ ବୟାନ ଦେଲେ ମୁନିର୍

ଏବେବି ପାକିସ୍ତାନ ଭାରତ ବିରୁଦ୍ଧରେ ଷଡ଼ଯନ୍ତ୍ର ଜାରି ରଖିଛି। ପାକିସ୍ତାନର ପ୍ରତିରକ୍ଷା ବିଭାଗ ମୁଖ୍ୟ ଫିଲ୍ଡ ମାର୍ଶାଲ ଅସୀମ ମୁନିର ନିଜ ଦେଶର ଯୁବପିଢ଼ିଙ୍କୁ ଉସୁକାଇବାକୁ ପଛଘୁଞ୍ଚା ଦେଇ ନାହାନ୍ତି। ମୁନୀର ଏବେ ଏକ ବିବାଦୀୟ ବୟାନ ଦେଇଛନ୍ତି। ମୁନିର...

ଓଡ଼ିଶା ଆସିବେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍

ଜାନୁଆରୀ ୨୩ରେ ଓଡିଶା ଆସିବେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍‌। ନେତାଜୀଙ୍କ ଜନ୍ମ ଦିବସକୁ ପରାକ୍ରମ ଦିବସ ଭାବେ ପାଳନ କରାଯାଉଛି, ଏହି ଅବସରରେ ନେତାଜୀ ସଂଗ୍ରହାଳୟରେ କଟକ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସଂସ୍କୃତି ବିଭାଗ...

ବିସିବି ଫାଇନାନ୍ସ କମିଟିର ଅଧ୍ୟକ୍ଷ ଏମ୍. ନଜମୁଲ ଇସ୍ଲାମଙ୍କୁ ପଦରୁ କରାଗଲା ବହିଷ୍କାର

ବର୍ତ୍ତମାନ ପରିସ୍ଥିତିକୁ ଦୃଷ୍ଟିରେ ରଖି ବାଂଲାଦେଶ କ୍ରିକେଟ୍ ବୋର୍ଡ ଫାଇନାନ୍ସ କମିଟିର ଅଧ୍ୟକ୍ଷ ଏମ୍. ନଜମୁଲ ଇସ୍ଲାମଙ୍କୁ ପଦରୁ ମୁକ୍ତ କରାଯାଇଛି । ଏମ୍. ନଜମୁଲ ଇସ୍ଲାମ ବାଂଲାଦେଶର ପୂର୍ବତନ ଅଧିନାୟକ ତମୀମ ଇକବାଲଙ୍କୁ “ଇଣ୍ଡିଆ ଏଜେଣ୍ଟ” ବୋଲି କହିଥିଲେ...

ହିନ୍ଦୁଙ୍କ ବିରୁଦ୍ଧରେ ନରସଂହାର ଧମକ

ଅପରେସନ ସିନ୍ଦୂରରେ ହୋଇଥିବା କ୍ଷତି ପରେ ଲସ୍କର-ଏ-ତୈବା ପୁଣି ଥରେ ଭାରତ ଓ ହିନ୍ଦୁମାନଙ୍କ ବିରୁଦ୍ଧରେ ଠିଆ ହୋଇଛି। ପାକ୍ ଅଧିକୃତ କଶ୍ମୀରର ଜଣେ ଶୀର୍ଷ LeT କମାଣ୍ଡର ଆବୁ ମୁସା କଶ୍ମୀରୀ ଏକ ସାଧାରଣ ସଭାକୁ ସମ୍ବୋଧିତ କରି...

ଭାରତୀୟ ନାଗରିକଙ୍କୁ ତୁରନ୍ତ ଇରାନ ଛାଡ଼ିବାକୁ ନିର୍ଦ୍ଦେଶ

ଇରାନରେ ଲାଗି ରହିଥିବା ରାଜନୈତିକ ଅସ୍ଥିରତାକୁ ଦେଖି ଭାରତୀୟ ନାଗରିକମାନଙ୍କୁ ତୁରନ୍ତ ଇରାନ ଛାଡ଼ିବାକୁ ଭାରତ ନିର୍ଦ୍ଦେଶନାମା ଜାରି କରିଛି ଭାରତୀୟ ଦୂତାବାସ । ସେଠାରେ ରହୁଥିବା ସମସ୍ତ ପର୍ଯ୍ୟଟକ, ତୀର୍ଥଯାତ୍ରୀ, ବ୍ୟବସାୟୀ ଏବଂ ଛାତ୍ରଙ୍କ ପାଇଁ ଏହା ଜାରି...
- Advertisement -

Latest article

କାହିଁକି ଇସ୍ତଫା ଦେବାକୁ ଚାହୁଁଛନ୍ତି ମୋଦୀଙ୍କ ମନ୍ତ୍ରୀ ସୁରେଶ ଗୋପୀ ?

କେନ୍ଦ୍ରମନ୍ତ୍ରୀ ସୁରେଶ ଗୋପୀ ତାଙ୍କ ପଦରୁ ଇସ୍ତଫା ଦେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସେ ନବନିର୍ବାଚିତ ଭାଜପା ରାଜ୍ୟ ସଭା ସଦସ୍ୟ ସି. ସଦାନନ୍ଦନ ମାଷ୍ଟରଙ୍କୁ ତାଙ୍କ ସ୍ଥାନରେ କେନ୍ଦ୍ର...

ଚାକିରି ଲୋଭ ଦେଖାଇ ବିବାହିତା ମହିଳାଙ୍କୁ ଦୁଷ୍କର୍ମ, ଭିଡିଓ ଦେଖାଇ ବ୍ଲାକମେଲିଂ ଅଭିଯୋଗ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଚାକିରି ସନ୍ଧାନରେ ଆସିଥିବା ମହିଳା ଦୁଷ୍କର୍ମର ଶିକାର ହୋଇଛନ୍ତି। ଖାଲି ସେତିକି ନୁହେଁ, ଦୁଷ୍କର୍ମ ବେଳର ଭିଡିଓ ଦେଖାଇ ବ୍ଲାକମେଲିଂ କରିଛି। ଗୌତମ ନଗର ଅଞ୍ଚଳରେ...

ରାଜ୍ୟରେ ବଢ଼ିଚାଲିଥିବା ଅପରାଧକୁ ନେଇ ସରକାରଙ୍କୁ ସମାଲୋଚନା କଲେ ବିରୋଧୀ ଦଳ

ଭୁବନେଶ୍ୱର: ଭୁବନେଶ୍ୱରରେ ଘଟିଥିବା ଗୁଳିକାଣ୍ଡ ଘଟଣା ପରେ ରାଜଧାନୀର ନିରାପତ୍ତାକୁ ନେଇ ବିଜେଡି ପ୍ରଶ୍ନ ଉଠାଇଛି। ଦଳ ଅଭିଯୋଗ କରିଛି ଯେ, ରାଜ୍ୟରେ ପ୍ରତିଦିନ କିଛି ନା କିଛି ଅଘଟଣ...