ହାର୍ଟ ଆଟାକ୍ ନେଇଗଲା ଆଉ ଗୋଟିଏ ଜୀବନ
ହାର୍ଟ ଆଟାକରେ ଆଖି ବୁଜିଲେ ଟିକ୍ ଟକ୍ ଷ୍ଟାର । ଟିକ୍ ଟକ୍ ଷ୍ଟାର ତଥା ବିଜେପି ନେତ୍ରୀ ସୋନାଲି ଫୋଗାଟଙ୍କ ମୃତ୍ୟୁ । ମୃତ୍ୟୁବେଳକୁ ତାଙ୍କୁ ମାତ୍ର ୪୨ ବର୍ଷ ବୟସ ହୋଇଥିଲା । ଏକ ସୁଟ୍...
ହୃଦଘାତରେ ଆଖିବୁଜିଲେ ସେଆର ମାର୍କେଟ କିଙ୍ଗ୍
ଆରପାରିରେ ସେଆର ମାର୍କେଟ କିଙ୍ଗ୍ ରାକେଶ ଝୁନଝୁନୱାଲା । ୬୨ ବର୍ଷ ବୟସରେ ହୃଦଘାତରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୁମ୍ବାଇର ବ୍ରିିଜକ୍ୟାଣ୍ଡି ହସ୍ପିଟାଲରେ ତାଙ୍କର ବିୟୋଗ ହୋଇଛି । ଗତକିଛିଦିନ ପୂର୍ବରୁ ସେ ହସ୍ପିଟାଲରୁ...
ମାସ୍ମ ନପିନ୍ଧିଲେ ୫୦୦ ଫାଇନ୍
ଦିଲ୍ଲୀରେ ବଢୁଛି କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା । ଏହାକୁ ନଜରରେ ରଖି ଦିଲ୍ଲୀ ସରକାର ସବୁ ସର୍ବସାଧାରଣ ସ୍ଥାନରେ ମାସ୍ମ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମାସ୍ମ ବ୍ୟବହାର ନକରି ଧରାପଡିଲେ ଦେବାକୁ ପଡିବ ୫୦୦ ଟଙ୍କା ଜରିମାନା...
ଭାରତକୁ ଆଉ ଏକ ସ୍ୱର୍ଣ୍ଣ
ରାଜ୍ୟଗୋଷ୍ଠୀ ବ୍ୟାଡମିଣ୍ଟନ ପୁରୁଷ ସିଙ୍ଗଲ୍ସରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ । ଭାରତକୁ ଆଉ ଏକ ସ୍ୱର୍ଣ୍ଣ ପଦକ ଦେଇଛନ୍ତି ଲକ୍ଷ୍ୟ ସେନ୍ । ଫାଇନାଲରେ ମାଲେସିଆର ଜି ୟଙ୍ଗଙ୍କୁ ହରାଇଛନ୍ତି ଲକ୍ଷ୍ୟ । ଫାଇନାଲକୁ ୧୯-୨୧, ୨୧-୦୯, ୨୧-୧୬ରେ...
ପି.ଭି ସିନ୍ଧୁଙ୍କୁ ସ୍ୱର୍ଣ୍ଣ ପଦକ
ଭାରତକୁ ଆଉ ଏକ ସ୍ୱର୍ଣ୍ଣ ପଦକ । ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ ପଦକ ଦେଇଛନ୍ତି ପି.ଭି ସିନ୍ଧୁ । ବ୍ୟାଡମିଣ୍ଟନରେ ପିଭି ସିନ୍ଧୁଙ୍କୁ ମିଳିଛି ସ୍ୱର୍ଣ୍ଣପଦକ । ମହିଳା ସିଙ୍ଗିଲ୍ସ ବ୍ୟାଡମିଣ୍ଟନ ଫାଇନାଲ ଜିତିଛନ୍ତି ପି.ଭି...
ମଙ୍କିପକ୍ସରେ ଭାରତରେ ଜଣଙ୍କର ମୃତ୍ୟୁ
ବ୍ୟାପୁଛି ମଙ୍କିପକ୍ସ ଆତଙ୍କ । ମଙ୍କିପକ୍ସରେ ଭାରତର ପ୍ରଥମ ମୃତ୍ୟୁ ଖବର ସାମ୍ନାକୁ ଆସିଛି । କେରଳର ୨୨ ବର୍ଷୀୟ ଯୁବକ ମଙ୍କିପକ୍ସରେ ପ୍ରାଣ ହରାଇଥିବା ସ୍ପଷ୍ଟ ହୋଇଛି । ଏହି ବ୍ୟକ୍ତି ଜଣଙ୍କ ୟୁଏଇରୁ ଫେରିଥିଲେ । ମଙ୍କିପକ୍ସରେ...
ଦିଲ୍ଲୀର ନୂଆ ପୋଲିସ କମିଶନର ସଞ୍ଜୟ ଆରୋରା
ଦିଲ୍ଲୀର ନୂଆ ପୋଲିସ କମିଶନର ହେବେ ସଞ୍ଜୟ ଆରୋରା । ରାକେଶ ଆସ୍ଥାନଙ୍କ ସ୍ଥାନ ନେବେ ସଞ୍ଜୟ । ୧୯୮୮ ବ୍ୟାଚ ତାମିଲନାଡୁ କ୍ୟାଡରର ଆଇପିଏସ ସଞ୍ଜୟ ଆରୋରା ଆଇଟିବିପିର ମହାନିର୍ଦ୍ଦେଶକ । ସଞ୍ଜୟ ଆରୋରା ୧୯୯୭ରୁ...
ଭାରତକୁ ପ୍ରମଥ ପଦକ ଦେଲେ ସଙ୍କେତ ମହାଦେବ
ଇଂଲଣ୍ଡର ବର୍ମିଂହୋମରେ ଚାଲିଛି ୨୨ତମ କମନୱେଲ୍ଥ ଖେଳ । ଖେଳର ଦ୍ୱିତୀୟ ଦିନରେ ସିଲଭର ମେଡାଲରୁ ଖୋଲିଛି ଭାରତର ଖାତା । ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତକୁ ମିଳିଛି ପ୍ରଥମ ପଦକ । ଭାରୋତ୍ତୋଳନର ୫୫ କେଜି ବର୍ଗରେ...
ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଦେଶର ସର୍ବୋଚ୍ଚ ପଦବୀରେ ଓଡ଼ିଆ ମହିଳା ଦ୍ରୌପଦୀ ମୁର୍ମୁ I ପ୍ରଥମ ଆଦିବାସୀ ମହିଳା I ଓଡ଼ିଶାର ରାଇରଙ୍ଗପୁରରୁ ଦିଲ୍ଲୀର ରାଇସିନା ଯାତ୍ରାରେ ଦ୍ରୌପଦୀଙ୍କୁ ନେଇ ଉତ୍ସବ ମନାଉଛି ସାରା ଦେଶ I ସର୍ବାଧିକ ଭୋଟ ବ୍ୟବଧାନରେ ବିପକ୍ଷ ପ୍ରାର୍ଥୀ...
ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ନାମାଙ୍କନ ଦାଖଲ କଲେ ଯଶଓ୍ବନ୍ତ
ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କଲେ ଯଶୋଓ୍ବନ୍ତ ସିହ୍ନା । ମିଳିତ ବିରୋଧୀ ଦଳର ପ୍ରାର୍ଥୀ ହୋଇଛନ୍ତି ଯଶୋଓ୍ବନ୍ତ । ଆଜି ନାମାଙ୍କନ ଦାଖଲ ସମୟରେ ରାହୁଲ ଗାନ୍ଧୀ, ଅଖିଲେଶ ଯାଦବ, ମଲ୍ଲିକାର୍ଜୁନ ଖାଡଗେ ପ୍ରମୁଖ ଉପସ୍ଥିତ ଥିଲେ...


















