ଭାରତକୁ ଆଉ ଏକ ସ୍ୱର୍ଣ୍ଣ ପଦକ । ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ ପଦକ ଦେଇଛନ୍ତି ପି.ଭି ସିନ୍ଧୁ । ବ୍ୟାଡମିଣ୍ଟନରେ ପିଭି ସିନ୍ଧୁଙ୍କୁ ମିଳିଛି ସ୍ୱର୍ଣ୍ଣପଦକ । ମହିଳା ସିଙ୍ଗିଲ୍ସ ବ୍ୟାଡମିଣ୍ଟନ ଫାଇନାଲ ଜିତିଛନ୍ତି ପି.ଭି ସିନ୍ଧୁ । ମହିଳା ସିଙ୍ଗଲ୍ସ ଫାଇନାଲରେ କାନାଡାର ଏମ୍. ଲିଙ୍କୁ ୨୧-୧୫, ୨୧-୧୩ ସେଟରେ ହରାଇ ସ୍ୱର୍ଣ୍ଣ ପଦକ ହାତେଇଛନ୍ତି ସିନ୍ଧୁ ।

LEAVE A REPLY

Please enter your comment!
Please enter your name here