31.1 C
Bhubaneswar
Monday, November 16, 2026
-Advertisement-

ଆମେରିକାରେ ସଟଡାଉନ ପାଇଁ ୩୩୦୦ ବିମାନ ଉଡାଣ ରଦ୍ଦ

ଆମେରିକାରେ ସଟଡାଉନ ଏପର୍ଯ୍ୟନ୍ତ ଲାଗି ରହିଛି । ଏବେ ବିମାନ ଚଳାଚଳରେ ସଙ୍କଟଜନକ ସ୍ଥିତି ଦେଖା ଦେଇଛି । ରବିବାର ଦିନ ବିମାନ କମ୍ପାନି ୩୩୦୦ ଉଡାଣ ରଦ୍ଦ କରିଛନ୍ତି । ପରିବହନ ମନ୍ତ୍ରୀ...

ବାଂଲାଦେଶରେ ଲାଗିଲା ପାକ୍ ଜାହାଜ ଏବେ ଭାରତ ପାଇଁ ବଢ଼ିଲା ଚିନ୍ତା

ବାଂଲାଦେଶରେ ସରକାର ପରିବର୍ତ୍ତନ ହେବା ପରେ ଏବେ ନେତୃତ୍ୱଙ୍କ ମନୋଭାବରେ ମଧ୍ୟ ପରିବର୍ତ୍ତନ ଆସିଛି । ୧୯୭୧ରେ ପାକିସ୍ତାନ ଓ ବାଂଲାଦେଶ ପରସ୍ପରଠାରୁ ଅଲଗା ହୋଇଥିଲେ କିନ୍ତୁ ଏବେ ପୁଣି ଥରେ ଉଭୟଙ୍କ ମଧ୍ୟରେ ସମ୍ପର୍କ...

ଆଫଗାନିସ୍ତାନ-ପାକିସ୍ତାନର ଶାନ୍ତି ଆଲୋଚନା ବିଫଳ, ଏବେ ହେବ ଯୁଦ୍ଧ

ପାକିସ୍ତାନ-ଆଫଗାନିସ୍ତାନ ମଧ୍ୟରେ ପୁଣି ହେବ ଯୁଦ୍ଧ । ପାକିସ୍ତାନକୁ ଚେତାବନୀ ଦେଇଛି ଆଫଗାନିସ୍ତାନ । କହିଲା ଆମେ କୌଣସି ବି ମୁହୁର୍ତ୍ତରେ ଯୁଦ୍ଧ ପାଇଁ ପ୍ରସ୍ତୁତ । ଦୁଇ ଦେଶ ମଧ୍ୟରେ ଶାନ୍ତି ଆଲୋଚନା...

ଅସୀମ ମୁନିର ହେବେ ପାକିସ୍ତାନ ପ୍ରତିରକ୍ଷା ବାହିନୀର କମାଣ୍ଡର

ପାକିସ୍ତାନ ସରକାର ସମ୍ବିଧାନ ସଂଶୋଧନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବିଲ୍ ଆଗତ କରିବା ପରେ ଏକ ନୂତନ ପଦବୀ ସୃଷ୍ଟି କରିଛି। ଏହି ପଦବୀ ପାକିସ୍ତାନ ସେନା ମୁଖ୍ୟ ଅସୀମ ମୁନିରଙ୍କୁ ନିଯୁକ୍ତ...

ଇସ୍ରାଏଲ ଉପରେ ଗଣହତ୍ୟାର ଅଭିଯୋଗ ଆଣିଲା ତୁର୍କୀ

ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଓ ତାଙ୍କ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ବିରୁଦ୍ଧରେ ଗଣହତ୍ୟା ଅଭିଯୋଗରେ ତୁର୍କୀ ଗିରଫ ପରୱାନା ଜାରି କରିଛି। ଇସ୍ତାନବୁଲ ପବ୍ଲିକ ପ୍ରସିକ୍ୟୁଟରଙ୍କ କାର୍ଯ୍ୟାଳୟ ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ...

ପାକିସ୍ତାନ-ତାଲିବାନର ତୁଟୁନି ବିବାଦ, ପୁଣି ହୋଇପାରେ ଯୁଦ୍ଧ

ତୁର୍କୀର ଇସ୍ତାନବୁଲ ସହରରେ ପାକିସ୍ତାନ ଏବଂ ତାଲିବାନ ନେତାଙ୍କ ମଧ୍ୟରେ ଶାନ୍ତି ଆଲୋଚନା ବିଫଳ ହୋଇଛି । ସେଥିପାଇଁ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାର ଆଶଙ୍କା ସୃଷ୍ଟି ହୋଇଛି। ଏହି ଆଲୋଚନା କାତାର ଏବଂ...

ମାଲିରେ ପାଞ୍ଚ ଜଣ ଭାରତୀୟଙ୍କୁ ଅପହରଣ

ଦକ୍ଷିଣ ଆଫ୍ରିକାର ମାଲିରେ ବନ୍ଧୁକଧାରୀମାନେ ପାଞ୍ଚ ଜଣ ଭାରତୀୟ ନାଗରିକଙ୍କୁ ଅପହରଣ କରିଛନ୍ତି। ପଶ୍ଚିମ ଆଫ୍ରିକୀୟ ଦେଶରେ ବଢ଼ୁଥିବା ଅଶାନ୍ତି ଏବଂ ଜିହାଦୀ ହିଂସା ସହିତ ସଂଘର୍ଷ କରୁଛି। ନାମ ଗୋପନ ରଖି ଏକ ସୂତ୍ର...

ଟ୍ରମ୍ପଙ୍କ ବୟାନ:ପୃଥିବୀକୁ ୧୫୦ ଥର ଧ୍ୱଂସ କରିପାରିବ ଆମେରିକା

ପରମାଣୁ ଶକ୍ତିକୁ ନେଇ ବୟାନ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସେ ପୁଣିଥରେ କହିଛନ୍ତି ଯେ ତାଙ୍କ ପାଖରେ ବିଶ୍ୱକୁ ଅନେକ ଥର ଧ୍ୱଂସ କରିବା ପାଇଁ ଯଥେଷ୍ଟ ପରମାଣୁ ଅସ୍ତ୍ର...

ଆଫଗାନିସ୍ତାନ ଓ ପାକିସ୍ତାନ ସୀମାରେ ଗୁଳିବର୍ଷା

ଦୀର୍ଘ ଦିନ ଧରି ଆଫଗାନିସ୍ତାନ ଓ ପାକିସ୍ତାନ ମଧ୍ୟରେ ସୀମା ବିବାଦ ଲାଗି ରହିଛି । ଉଭୟ ଦେଶ ମଧ୍ୟରେ ଗୁରୁବାର ସୀମାବର୍ତ୍ତୀ ଅଞ୍ଚଳରେ ଗୁଳିବର୍ଷଣ ହୋଇଛି । ଯେଉଁଥିରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ...

ରୁଷରେ ଭାରତୀୟ ଛାତ୍ରଙ୍କୁ ହତ୍ୟା

ରୁଷରୁ ୨୨ ବର୍ଷୀୟ ଭାରତୀୟ ଛାତ୍ରଙ୍କ ମୃତଦେହ ଗୁରୁବାର ଏକ ଡ୍ୟାମ୍‌ରୁ ଉଦ୍ଧାର କରାଯାଇଛି। ରାଜସ୍ଥାନର ଅଲୱର ଜିଲ୍ଲାର ଲକ୍ଷ୍ମଣଗଡ଼ର କଫାନୱାଡା ଗାଁର ବାସିନ୍ଦା ଅଜିତ ସିଂହ ଚୌଧୁରୀ ୨୦୨୩ରେ ଡାକ୍ତରୀ ପାଠ ପଢ଼ିବା ପାଇଁ ବାଶକିର...
- Advertisement -

Latest article

କାହିଁକି ଇସ୍ତଫା ଦେବାକୁ ଚାହୁଁଛନ୍ତି ମୋଦୀଙ୍କ ମନ୍ତ୍ରୀ ସୁରେଶ ଗୋପୀ ?

କେନ୍ଦ୍ରମନ୍ତ୍ରୀ ସୁରେଶ ଗୋପୀ ତାଙ୍କ ପଦରୁ ଇସ୍ତଫା ଦେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସେ ନବନିର୍ବାଚିତ ଭାଜପା ରାଜ୍ୟ ସଭା ସଦସ୍ୟ ସି. ସଦାନନ୍ଦନ ମାଷ୍ଟରଙ୍କୁ ତାଙ୍କ ସ୍ଥାନରେ କେନ୍ଦ୍ର...

ଚାକିରି ଲୋଭ ଦେଖାଇ ବିବାହିତା ମହିଳାଙ୍କୁ ଦୁଷ୍କର୍ମ, ଭିଡିଓ ଦେଖାଇ ବ୍ଲାକମେଲିଂ ଅଭିଯୋଗ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଚାକିରି ସନ୍ଧାନରେ ଆସିଥିବା ମହିଳା ଦୁଷ୍କର୍ମର ଶିକାର ହୋଇଛନ୍ତି। ଖାଲି ସେତିକି ନୁହେଁ, ଦୁଷ୍କର୍ମ ବେଳର ଭିଡିଓ ଦେଖାଇ ବ୍ଲାକମେଲିଂ କରିଛି। ଗୌତମ ନଗର ଅଞ୍ଚଳରେ...

ରାଜ୍ୟରେ ବଢ଼ିଚାଲିଥିବା ଅପରାଧକୁ ନେଇ ସରକାରଙ୍କୁ ସମାଲୋଚନା କଲେ ବିରୋଧୀ ଦଳ

ଭୁବନେଶ୍ୱର: ଭୁବନେଶ୍ୱରରେ ଘଟିଥିବା ଗୁଳିକାଣ୍ଡ ଘଟଣା ପରେ ରାଜଧାନୀର ନିରାପତ୍ତାକୁ ନେଇ ବିଜେଡି ପ୍ରଶ୍ନ ଉଠାଇଛି। ଦଳ ଅଭିଯୋଗ କରିଛି ଯେ, ରାଜ୍ୟରେ ପ୍ରତିଦିନ କିଛି ନା କିଛି ଅଘଟଣ...