ରାଷ୍ଟ୍ରପତି ଭବନରେ ପ୍ରଦର୍ଶିତ ହେଲା ଓଡ଼ିଆ ଫିଲ୍ମ ‘ନବକଳେବର’
ଓଡ଼ିଆ ଜାତିର ମଉଡ଼ମଣି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନବକଳେବରର କଥାବସ୍ତୁକୁ ନେଇ ପ୍ରସ୍ତୁତ ଫିଲ୍ମ 'ଶ୍ରୀଜଗନ୍ନାଥଙ୍କ ନବକଳେବର' ରାଷ୍ଟ୍ରପତି ଭବନ ରେ ପ୍ରଦର୍ଶିତ ହୋଇଛି । ଶୁକ୍ରବାର ଫିଲ୍ମର ପୂରା ଟିମ୍ ସହ ବସି ସିନେମା ଦେଖିଛନ୍ତି ମହାମହିମ । ତେବେ...
ଜାମ୍ମୁ-କାଶ୍ମୀର ଆତଙ୍କୀ ମାମଲାରେ CIKର ସର୍ଚ୍ଚ ଅପରେସନ
ଜାମ୍ମୁ କାଶ୍ମୀରର 4ଟି ଜିଲ୍ଲାର 10ଟି ଭିନ୍ନ ଭିନ୍ନ ସ୍ଥାନରେ CIKର ସର୍ଚ୍ଚ ଅପରେସନ ଜାରି ରହିଛି । ଜମ୍ମୁ-କାଶ୍ମୀର ପୋଲିସର ଗୁଇନ୍ଦା ବିଭାଗର କାଉଣ୍ଟର ଇଣ୍ଟେଲିଜେନ୍ସ ଟିମ୍ ପକ୍ଷରୁ ଏହି ସର୍ଚ୍ଚ ଅପରେସନ ଚଳାଯାଉଛି। ଆଜି ସକାଳୁ 4ଟି...
ପଞ୍ଜାବ ସ୍ୱର୍ଣ୍ଣ ମନ୍ଦିର ବୋମାରେ ଉଡ଼ାଇ ଦେବାକୁ ଧମକ ମାମଲାରେ କାର୍ଯ୍ୟାନୁଷ୍ଠାନ
ପଞ୍ଜାବର ଅମୃତସର ସ୍ୱର୍ଣ୍ଣମନ୍ଦିରକୁ ବୋମାରେ ଉଡ଼ାଇବା ଧମକ ମାମଲାରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇଛି। ଏହା ସମ୍ପର୍କରେ ହରିୟାଣାର ଫରିଦାବାଦରୁ ଜଣେ ସଫ୍ଟୱେର୍ ଇଞ୍ଜିନିୟରକୁ ଗିରଫ କରାଯାଇଛି, ଯାହାଙ୍କ ନାମ ଶୁଭମ୍ ଦୁବେ ବୋଲି କୁହାଯାଉଛି।୧୪ ଜୁଲାଇରେ ଶିରୋମଣି ଗୁରୁଦ୍ୱାର ପ୍ରବନ୍ଧକ...
ଇଣ୍ଡିଗୋ ବିମାନର ଇଞ୍ଜିନରେ ତ୍ରୁଟି , ମଝି ଆକାଶରେ ବନ୍ଦ ହେଇଗଲା ବିମାନ
ଇଣ୍ଡିଗୋ ବିମାନର ଇଞ୍ଜିନରେ ତ୍ରୁଟି ।ଦିଲ୍ଲୀରୁ ଗୋଆ ଅଭିମୁଖେ ଯାଉଥିବା ଇଣ୍ଡିଗୋ ବିମାନର ଜରୁରୀକାଳୀନ ଅବତରଣ। ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ କଲା ଅବତରଣ ।ଏହି ଘଟଣାରେ କୌଣସି ଯାତ୍ରୀ କିମ୍ବା କ୍ରୁ ସଦସ୍ୟ ଆହତ ହୋଇ...
ଦେଶବ୍ୟାପୀ ଏବିଭିପିର ବିକ୍ଷୋଭ
ଏଫ୍ ଏମ୍ ମହାବିଦ୍ୟାଳୟ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କୁ ନ୍ୟାୟ ଦେବାକୁ ଦେଶବ୍ୟାପୀ ଚାଲିଛି ଆନ୍ଦୋଳନ । ଓଡ଼ିଶା ସହିତ ବାହାରେ ମଧ୍ୟ ସୌମ୍ୟାଶ୍ରୀଙ୍କ ପାଇଁ ବିକ୍ଷୋଭ କରାଯାଉଛି । ବୁଧବାର ଭୁବନେଶ୍ୱର ବାଣୀବିହାର ଛକରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ...
ଦିଲ୍ଲୀରେ ଦୁଇଟି ସ୍କୁଲରେ ବୋମା ବିସ୍ଫୋରଣ ଧମକ
ଦିଲ୍ଲୀରେ ଦୁଇଟି ସ୍କୁଲରେ ବୋମା ବିସ୍ଫୋରଣ ଧମକ । ଚାଣକ୍ୟପୁରୀର ନେଭି ସ୍କୁଲ ଓ ଦ୍ବାରକାର CRPF ସ୍କୁଲକୁ ବୋମାରେ ଉଡାଇଦେବାକୁ ଧମକପୂର୍ଣ୍ଣ ଇମେଲ ମିଳିବା ପରେ ବୋମା ନିଷ୍କ୍ରିୟକାରୀ ଟିମର ତନାଘନା ଆରମ୍ଭ ହୋଇଛି । ସ୍କୁଲ ପକ୍ଷରୁ...
ଏମ୍ସ ବର୍ଣ୍ଣ ୱାର୍ଡରେ ପୀଡ଼ିତାଙ୍କୁ ଭେଟିଲେ ରାଷ୍ଟ୍ରପତି
ଏମ୍ସ ବର୍ଣ୍ଣ ୱାର୍ଡରେ ପୀଡ଼ିତାଙ୍କୁ ଭେଟିଲେ ରାଷ୍ଟ୍ରପତି ।ତାଙ୍କୁ ଭେଟିବା ସହ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି । ଦୁଇ ଦିନିଆ ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ସେ ପ୍ରଥମେ ଏମ୍ସ ସମାବର୍ତ୍ତନ କାର୍ଯ୍ୟକ୍ରମରେ ଯୋଗଦେଲେ । ସେଠାରୁ...
ଜଟିଳ ହେବାରେ ଲାଗିଛି ବିମାନ ଦୁର୍ଘଟଣାର ରହସ୍ୟ
ଅହମ୍ମଦାବାଦ ବିମାନ ଦୁର୍ଘଟଣାର ରହସ୍ୟ ଆହୁରି ଜଟିଳ ହେବାରେ ଲାଗିଛି। ମାମଲାର ତଦନ୍ତ ରିପୋର୍ଟ ଆସିବା ପରେ, ଏବେ ଅନୁମାନ କରାଯାଉଛି ଯେ ହୁଏତ ଏହି ଦୁର୍ଘଟଣା କୌଣସି ଯାନ୍ତ୍ରିକ ତ୍ରୁଟି ନୁହେଁ ବରଂ କୌଣସି ପାଇଲଟଙ୍କ ଭୁଲ ଯୋଗୁ...
ଭାରତରେ ବଡ ଆକ୍ରମଣ ପାଇଁ ଯୋଜନା କରୁଛନ୍ତି ପାକିସ୍ତାନୀ
ଭାରତ ଉପରେ ପୁଣି ଆକ୍ରମଣ ପାଇଁ ଯୋଜନା କରୁଛନ୍ତି ପାକିସ୍ତାନୀ ଆତଙ୍କୀ । ନେପାଳ ରାସ୍ତା ଦେଇ ଭାରତରେ ଅନୁପ୍ରବେଶ ଓ ଆକ୍ରମଣ ପାଇଁ ବଡ ଷଡଯନ୍ତ୍ର ରଚାଯାଉଥିବା ସର୍ତକ କରାଇଛି ନେପାଳ । ...
ୱାକଫ୍ ବିଲ୍ ସମର୍ଥନରେ ବିଜେଡିର ୫ ସାଂସଦ ଦେଇଥିଲେ ଭୋଟ୍
ୱାକଫ୍ ବିଲ୍ ସପକ୍ଷରେ ଭୋଟ୍ ଦେଇଥିଲେ ୫ ବିଜେଡି ସାଂସଦ । ଗତ ଏପ୍ରିଲ୍ ମାସରେ ୱାକଫ୍ ବିଲ୍କୁ ନେଇ ବିଜେଡିରେ ରାଜନୈତିକ ଝଡ଼ ସୃଷ୍ଟି ହୋଇଥିଲା । ବିଲ୍କୁ ବିରୋଧ କରିବ ବୋଲି ଆରମ୍ଭରୁ କହି ଆସୁଥିବା ବିଜେଡି...

















