କାହିଁକି ଆତ୍ମହତ୍ୟା କଲେ ଯୁବତୀ
ରାଜଧାନୀରରେ ଚାଞ୍ଚଲ୍ୟ । ସଫ୍ଟୱେର ଇଞ୍ଜିନିୟରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଭୁବନେଶ୍ୱର ଶୈଳଶ୍ରୀବିହାର ଅଞ୍ଚଳରେ ଏକ ଭଡା ଘରୁ ଯୁବତୀଙ୍କ ମୃତଦେହ ମିଳିଛି । ମୃତ ଯୁବତୀଙ୍କ ଘର ଭଦ୍ରକ ଅଞ୍ଚଳର ହୋଇଥିବା ସୂଚନା ମିଳିଛି ।...
ଏମ୍ସ ଛାତରୁ ଡେଇଁ ରୋଗୀଙ୍କ ମୃତ୍ୟୁ
ଭୁବନେଶ୍ୱର ଏମ୍ସ ହସ୍ପିଟାଲ ଛାତରୁ ଡେଇଁ ରୋଗୀ ମୃତ୍ୟୁ । ଏମ୍ସର ସର୍ଜରୀ ବିଭାଗର ପଞ୍ଚମ ମହଲା ଉପରୁ ଡେଇଁ ପଡି ରୋଗୀଙ୍କର ମୃତ୍ୟୁ ହୋଇଛି । ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ଚିକିତ୍ସିତ ହେଉଥିଲେ ରୋଗୀ ଜଣଙ୍କ ।...
ଏଥର ବାଲିଯାତ୍ରାରେ ଭାସମାନ ରେଷ୍ଟୁରାଣ୍ଟ
ଚଳିତ ବର୍ଷ ଅନୁଷ୍ଠିତ ହେବ କଟକର ପ୍ରସିଦ୍ଧ ବାଲିଯାତ୍ରା । କିନ୍ତୁ ଏଥର ବାଲିଯାତ୍ରାରେ ଭାସମାନ ରେଷ୍ଟୁରାଣ୍ଟ ୧୦୦ ଏକର ଯାଗାରେ ହେବ । କଟକ ର ପ୍ରସିଦ୍ଧ ବାଲିଯାତ୍ରାର କଳେବର ନେଇ ଜିଲ୍ଲାପାଳ ଭବାନୀଶଙ୍କର ଚୟନୀ ଏହି ସୂଚନା...
ଏସଆଇ ପରୀକ୍ଷାରେ ବିଭ୍ରାଟ
ଓଡିଶା ପୋଲିସ ସବ ଇନସପେକ୍ଟର ପରୀକ୍ଷାରେ ବିଭ୍ରାଟ । କୋଶ୍ଚିନ ପେପର ଡାଉନଲୋଡ ହୋଇପାରୁ ନ ଥିବାରୁ ପରୀକ୍ଷାର୍ଥୀମାନେ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଥିବା ବେଳେ କଟକ, ଚୌଦ୍ବାର ଓ ବାଲେଶ୍ବରରେ ପରୀକ୍ଷାର୍ଥୀମାନେ ହଟ୍ଟଗୋଳ କରିଛନ୍ତି । କୋଶ୍ଚିନ ପେପରରେ...
ବଢିବ ବ୍ରାହ୍ମଣୀ, ବୁଢାବଳଙ୍ଗ
ଉତ୍ତର ଓଡିଶାରେ ଲଘୁଚାପ ଜନିତ ପ୍ରବଳବର୍ଷା ସମ୍ଭାବନା ଥିବାରୁ ବ୍ରାହ୍ମଣୀ, ବୁଢାବଳଙ୍ଗ ଓ ବୈତରଣୀ ନଦୀରେ ଜଳସ୍ତର ବୃଦ୍ଧି ପାଇବାର ଆଶଙ୍କା ରହିଛି । ଫଳରେ ସମ୍ଭାବ୍ୟ ବନ୍ୟା ସ୍ଥିତି ଉପୁଜିପାରେ ବୋଲି କୁହାଯାଇଛି । ଆସନ୍ତା 21 ତାରିଖ...
ବଢିପାରେ ଆଳୁ, ପିଆଜ ଦର
ବଢୁଛି ପନିପରିବା ଦର । କଟକ ଛତ୍ର ବଜାର ଉପରେ ବନ୍ୟାର ପ୍ରଭାବ ଦେଖିବାକୁ ମିଳିଛି । ସବୁ ପରିବା ଦର ୪୦ ଟଙ୍କା ଉପରେ । ଆଗକୁ ଆଳୁ , ପିଆଜ ଦର ବଢିବ ବୋଲି ଆଶଙ୍କା କରିଛି...
ବଢିବ ବୈତରଣୀ
ଆସନ୍ତା 18ରୁ ଲଘୁଚାପ ବର୍ଷା ସମ୍ଭାବନା ଥିବାରୁ ବୈତରଣୀ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବ । ସମ୍ଭାବ୍ୟ ବନ୍ୟା ପରିସ୍ଥିତି ମୁକାବିଲା ପାଉଁ ତିନୋଟି ଜିଲ୍ଲାରେ ହାଇଆଲର୍ଟ ଜାରି କରାଯାଇଛି । କେନ୍ଦୁଝର, ଯାଜପୁର, ଭଦ୍ରକ ଜିଲ୍ଲାରେ ବନ୍ୟା...
୧୮ରୁ ପୁଣି ବର୍ଷିବ
ଅଗଷ୍ଟ ୧୯ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ପ୍ରଭାବରେ ୧୮ ତାରିଖରୁ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ୧୮ରେ ପ୍ରବଳ ବର୍ଷା ନେଇ ୧୬...
ବୁଡିଲା ସ୍କାଏ ଟାୱାର ଆପାର୍ଟମେଣ୍ଟ
କେବଳ ଗାଁ ନୁହେଁ ସହରାଞ୍ଚଳରେ ପଶିଛି ବନ୍ୟାପାଣି । ଭୁବନେଶ୍ୱର ଭଳି ସହରରେ ବି ଲହଡା ଭାଙ୍ଗୁଛି ବନ୍ୟଜଳ l କୃତ୍ରିମ ବନ୍ୟାରେ ଆପାର୍ଟମେଣ୍ଟରେ ଅଣ୍ଟାଏ ପାଣି । ଯୁଆଡେ ଦେଖିବେ ଖାଲି ପାଣି ହିଁ ପାଣି । ଫଳରେ...
୧୦ ଜିଲ୍ଲାପାଳଙ୍କୁ ଆଲର୍ଟ
୧୦ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ବନ୍ୟା ସ୍ଥିତିର ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ବିପଦସଙ୍କୁଳ ସ୍ଥାନରୁ ଲୋକଙ୍କୁ ସ୍ଥାନାନ୍ତର କରିବା ହେଉଛି ପ୍ରାଥମିକତା । ଜିରୋ କାଜୁଆଲିଟି...


















