ଭୁବନେଶ୍ୱର ଏମ୍ସ ହସ୍ପିଟାଲ ଛାତରୁ ଡେଇଁ ରୋଗୀ ମୃତ୍ୟୁ । ଏମ୍ସର ସର୍ଜରୀ ବିଭାଗର ପଞ୍ଚମ ମହଲା ଉପରୁ ଡେଇଁ ପଡି ରୋଗୀଙ୍କର ମୃତ୍ୟୁ ହୋଇଛି । ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ଚିକିତ୍ସିତ ହେଉଥିଲେ ରୋଗୀ ଜଣଙ୍କ । ତେବେ କେଉଁ କାରଣ ପାଇଁ ସେ ଛାତରୁ ଡେଇଁଛନ୍ତି ତାହା ବର୍ତ୍ତମାନ ଅସ୍ପଷ୍ଟ ରହିଛି ।

LEAVE A REPLY

Please enter your comment!
Please enter your name here