29.4 C
Bhubaneswar
Saturday, August 1, 2026
-Advertisement-

ନବବଧୂଙ୍କୁ ତଣ୍ଟି ଚିପି ହତ୍ୟା

ଭୁବନେଶ୍ୱର ଜରିପାଟଣାରେ ନବବଧୂଙ୍କୁ ତଣ୍ଟି ଚିପି ହତ୍ୟା ଅଭିଯୋଗ । ସ୍ୱାମୀ ଏବଂ ଶ୍ୱଶୁର ଘର ଲୋକେ ହତ୍ୟା କରିଥିବା ଅଭିଯୋଗ । ମୃତକ ହେଉଛନ୍ତି ଜଗତସିଂହପୁରର ଲକ୍ଷ୍ମୀପ୍ରୀୟା ମହାନ୍ତି । ସେ ଜରିପାଟଣାର ପ୍ରଭାତ ପରିଡାଙ୍କୁ ଦୁଇ ମାସ...

ଆସନ୍ତାକାଲିଠୁ ମାଟ୍ରିକ ପରୀକ୍ଷା

ଆସନ୍ତାକାଲିଠୁ ମାଟ୍ରିକ ପରୀକ୍ଷା ଆରମ୍ଭ । ମାର୍ଚ୍ଚ 17 ତାରିଖ ଯାଏଁ ପରୀକ୍ଷା ଚାଲିବ । ଆସନ୍ତାକାଲି ସକାଳ ଆଠଟାରୁ ଦିନ ଦଶଟା ଯାଏଁ ପରୀକ୍ଷା ଚାଲିବ । ପ୍ରଥମ ଦିନ ପରୀକ୍ଷା କେନ୍ଦ୍ରକୁ ପିଲାମାନେ ଘଣ୍ଟାଏ ପୂର୍ବରୁ ଆସିବାକୁ...

ସକାଳ ୭ଟାରୁ ୩ ଟା ପର୍ଯ୍ୟନ୍ତ ଖେଳିବେ ହୋଲି

ରାତି ପାହିଲେ ରଙ୍ଗର ପର୍ବ ହୋଲି । ଦୁଇ ବର୍ଷ ପରେ ଧୂମଧାମରେ ହୋଲି ପାଳିବାକୁ ସମସ୍ତଙ୍କର ଅପେକ୍ଷା । ହୋଲି ଉତ୍ସବ ନାଁରେ ନିଶା ଖାଇ ମଉଜ କରୁଥିଲେ ହୋଇଯାଆନ୍ତୁ ସାବଧାନ । ପୋଲିସ ନଜରରେ ରହିବ ପୂରା...

ପୋଲିସ ବିରୋଧରେ ଥାନାରେ ଏତଲା ଦେଲା ବିଜେପି

ଆନ୍ଦୋଳନରତ ବିଜେପି ଯୁବମୋର୍ଚ୍ଚା କର୍ମୀଙ୍କ ଉପରେ ପୋଲିସର ଅତ୍ୟାଚାର ପ୍ରତିବାଦରେ ଆଜି ରାଜ୍ୟର ବିଭିନ୍ନ ଥାନାରେ ଏତଲା ଦେଇଛି ବିଜେପି । ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ଥାନାରେ ଯୁବମୋର୍ଚ୍ଚା କର୍ମୀମାନେ ଡିଜିପି, ପୋଲିସ କମିଶନର, ଡିସିପିଙ୍କ ବିରୋଧରେ ଏତଲା...

ନବ ଦାସ ହତ୍ୟା ମାମଲାରେ ସୁଶାନ୍ତଙ୍କୁ ତଦନ୍ତଭୁକ୍ତ କରିବାକୁ ଦାବି

ଆଜି ବିଧାନସଭାରେ ପୁଣି ଉଠିଛି ନବ ଦାସଙ୍କ ହତ୍ୟା ପ୍ରସଙ୍ଗ । ଶୂନ୍ୟକାଳରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଏହି ପ୍ରସଙ୍ଗ ଉଠାଇବା ସହ ଏହା ଏକ ସୁପରିକଳ୍ପିତ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି କହିଛନ୍ତି । କ୍ରାଇମବ୍ରାଞ୍ଚ ତଦନ୍ତରୁ...

ପିଣ୍ଟୁ ନନ୍ଦ ଦିଲ୍ଲୀରୁ ହାଇଦ୍ରାବାଦ ସ୍ଥାନାନ୍ତର

ଲିଭର ସିରୋସିସରେ ଆକ୍ରାନ୍ତ ଅଭିନେତା ପିଣ୍ଟୁ ନନ୍ଦଙ୍କୁ ଦିଲ୍ଲୀରୁ ହାଇଦ୍ରାବାଦ ସ୍ଥାନାନ୍ତର କରାଯାଇଛି । ଗତ 7 ତାରିଖରେ ତାଙ୍କୁ ଦିଲ୍ଲୀର ଆଇଏଲବିଏସ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଲିଭର ଟ୍ରାନ୍ସପ୍ଲାଣ୍ଟ ପାଇଁ ଡାକ୍ତର ପରାମର୍ଶ ଦେଇଥିବା ବେଳେ ପରିବାର...

ଦ୍ୱିତୀୟ ଦିନରେ କ୍ରାଇମବ୍ରାଞ୍ଚର ତନାଘନା

ମଡେଲ ସୌମ୍ୟରଞ୍ଜନ ପାଣିଗ୍ରାହୀଙ୍କ ମୃତ୍ୟୁ ମାମଲାରେ ଦ୍ୱିତୀୟ ଦିନରେ କ୍ରାଇମବ୍ରାଞ୍ଚର ତନାଘନା ତଦନ୍ତ ଚଳାଇଛି । ଗତକାଲି ସୌମ୍ୟଙ୍କ ପରିବାରକୁ ପଚରାଉଚରା ହୋଇଥିଲା । ଆଜି ସୌମ୍ୟଙ୍କ ବାନ୍ଧବୀ ସୋନାଲି ନନ୍ଦଙ୍କୁ ଜେରା ପାଇଁ ଅନୁଗୁଳରେ ପହଁଞ୍ଚିଛି କ୍ରାଇମବ୍ରାଞ୍ଚ ଟିମ୍...

ପୂଜାଙ୍କୁ ନେଇ ସବୁ ମହଲରେ ଚର୍ଚ୍ଚା

କାଲି ଦିନର ଗୋଟିଏ ଖବରକୁ ନେଇ ଚାରିଆଡେ ଚର୍ଚ୍ଚା l ସୋସିଆଲ ମିଡ଼ିଆ, ଘରେ, ବାହାରେ ପୂଜାଙ୍କ କାମକୁ ବେଶ ପ୍ରଶଂସା କରୁଛନ୍ତି ଲୋକେ lଯେ ଜଣେ ସଫେଇ କର୍ମଚାରୀ ହେଲେ ମଧ୍ୟ ତାଙ୍କ ମନ ବଡ. ସଚୋଟ ହୃଦୟ...

ଆରମ୍ଭ ହେଲା ଆଦିବାସୀ ମେଳା, ୧୫ଦିନ ଧରି ଚାଲିବ

ଭୁବନେଶ୍ୱର ୟୁନିଟ-୧ ଆଦିବାସୀ ପଡିଆରେ ଆରମ୍ଭ ହେଉଛି ରାଜ୍ୟସ୍ତରୀୟ ଆଦିବାସୀ ମେଳା । ଆଦିବାସୀମେଳାର ଶୁଭ ଉଦଘାନ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୫ ଦିନ ଧରି ଏହି ମେଳା ଚାଲିବ । ଆଦିବାସୀଗ୍ରାମ, ଜନଜାତି, ସ୍ୱୟଂସହାୟିକା ଗୋଷ୍ଠି...

ଜିପିଏଲଏଫ ମହିଳା ସଂଘ ଦାବି, ସ୍କୁଟର ଦେବେ ସରକାର !

ଲୋୟର ପିଏମଜିରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ହଜାର ହଜାର ଜିପିଏଲଏଫ ମହିଳା ସଂଘର ଦାବିକୁ ସରକାର ଗ୍ରହଣ କରିନେଇଛନ୍ତି ବୋଲି କୁହାଯାଉଛି । ସଂଘ ପକ୍ଷରୁ ସ୍ଥାୟୀ ନିଯୁକ୍ତି, ଭତ୍ତା ବୃଦ୍ଧି, ଗାଁକୁ ଗାଁ ବୁଲି କାର୍ଯ୍ୟ କରିବା ପାଇଁ...
- Advertisement -

Latest article

ବିଲ୍ଡରଙ୍କ ଘରୁ ୨ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଚୋରି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଶୁକ୍ରବାର ବିଳମ୍ବିତ ରାତିରେ ଲକ୍ଷ୍ମୀସାଗର ଅଞ୍ଚଳରେ ଜଣେ ବିଲ୍ଡରଙ୍କ ଘରୁ ଦୁର୍ବୃତ୍ତମାନେ ପ୍ରାୟ ୨ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତି ଲୁଟି ନେଇଥିବା ଅଭିଯୋଗ ହୋଇଛି। ପୋଲିସ...

ରାଜ୍ୟଗୋଷ୍ଠୀ କ୍ରୀଡାରେ ଜୁଡୋରେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଆଣିଲେ ଅସ୍ମିତା ଦେ

ନୂଆଦିଲ୍ଲୀ: ଗ୍ଲାସଗୋ ଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡା ରେ ଭାରତ ଏକ ବଡ଼ ସଫଳତା ହାସଲ କରିଛି। ଯୁବ ଜୁଡୋ ଖେଳାଳି ଅସ୍ମିତା ଦେ’ ଭାରତ ପାଇଁ ଏହି ସଫଳତା ଆଣିଛନ୍ତି lମହିଳା...

ପାଣିକୁଣ୍ଡରୁ ମିଳିଲା ନିଖୋଜ ଦ୍ବିତୀୟ ଶ୍ରେଣୀ ଛାତ୍ରୀଙ୍କ ମୃତଦେହ

ଭୁବନେଶ୍ବର: ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ (RIE)ର ଡେମୋନଷ୍ଟ୍ରେସନ୍ ମଲ୍ଟିପର୍ପୋଜ୍ (ଡିଏମ୍) ସ୍କୁଲର ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିବା ୨ୟ ଶ୍ରେଣୀ ଛାତ୍ରୀ ନିଖୋଜ ଘଟଣା। ସ୍କୁଲ୍ ପଛ ପଟେ ଥିବା ପୋଲିସ ରିଜର୍ଭ...