କଟକ ଷ୍ଟେସନରୁ ଟଙ୍କା ଭର୍ତ୍ତି ବ୍ୟାଗ୍ ଜବତ
କଟକ ରେଳ ଷ୍ଟେସନରୁ ଜବତ ହୋଇଛି ଟଙ୍କା ଭର୍ତ୍ତି ବ୍ୟାଗ୍ । ୪ଟି ବ୍ୟାଗରେ ଲକ୍ଷାଧିକ ଟଙ୍କା ଥିବା ଜଣାପଡୁଛି । ୪ଟି ବ୍ୟାଗରେ ଭର୍ତ୍ତି ହୋଇଛି କେବଳେ ୧୦ ଓ ୨୦ ଟଙ୍କିଆ ନୋଟ୍ । ଟଙ୍କା ବ୍ୟାଗ...
ନିଜକୁ ଡାକ୍ତର କହି ଫସାଉଥିଲା
ବନ୍ଧା ହେଲା ରସିକନାଗର । ବାଲେଶ୍ୱରରୁ ନକଲି ଡାକ୍ତର ପ୍ରଭାସକୁ ଗିରଫ କଲା ସହିଦନଗର ପୋଲିସ । ନିଜକୁ ଡାକ୍ତର କହି ଯୁବତୀମାନଙ୍କୁ ପ୍ରେମ ଜାଲରେ ଫସାଇଥିଲା ପ୍ରଭାସ । ବିବାହର ପ୍ରତିଶ୍ରୁତି ଦେଇ ଲୁଟୁଥିଲା ଲକ୍ଷଲକ୍ଷ ଟଙ୍କା ।...
ଆଜି ରାତିରେ ଗଭୀର ଅବପାତ
ଆଜି ରାତିରେ ଗଭୀର ଅବପାତରେ ପରିଣତ ହେବ ବାତ୍ୟା ଜୱାଦ । ସକାଳୁ ଜୱାଦ ମୋଡ ନେଇ ଉତ୍ତର ଦିଗକୁ ଗତି କରୁଛି । ପରେ ଉତ୍ତର-ଉତ୍ତର ପୂର୍ବ ଦିଗକୁ ଗତି ପରିବର୍ତ୍ତନ କରିବ । ଗତି ପରିବର୍ତ୍ତନ...
କୋଭିଡ୍ ପରିଚାଳନାରେ ଓଡ଼ିଶା ଅନ୍ୟରାଜ୍ୟ ପାଇଁ ଉଦାହରଣ
ଭୁବନେଶ୍ୱର,୨ ।୧୨: କୋଭିଡ୍ ପରିଚାଳନାରେ ଓଡ଼ିଶା ଅଗ୍ରଣୀ ଭୂମିକା ଗ୍ରହଣ କରି ସମଗ୍ର ଦେଶ ପାଇଁ ଉଦାହରଣ ପାଲଟିଛି ବୋଲି କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଆଜି ଲୋକସଭାରେ ପ୍ରକାଶ କରିଛନ୍ତି। କୋଭିଡ୍ ଉପରେ ଆଲୋଚନାରେ ବିଜୁ ଜନତା ଦଳ...
କଲେଜ ଆଗରୁ ଦୁଇ ଛାତ୍ରୀଙ୍କୁ କିଡ୍ନାପ
କଲେଜ ଆଗରୁ ଦୁଇଜଣ ଛାତ୍ରୀଙ୍କୁ କିଡନାପ୍ । ମହାବିଦ୍ୟାଳୟ ଆଗରୁ ଯୁକ୍ତ ୩ ଛାତ୍ରୀଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ନୟାଗଡ ଜିଲ୍ଲାରୁ ଆସିଛି । ନୟାଗଡ ଗଣିଆ ରଘୁନାଥ ଜୀଉ ମହାବିଦ୍ୟାଳୟ ସାମ୍ନାରୁ କିଛି...
ଜଗତସିଂହପୁର ଏରସମା ମାହାଳରେ ଉତ୍ତେଜନା
ଜଗତସିଂହପୁର ଏରସମା ମାହାଳରେ ଉତ୍ତେଜନା । ରାଜସ୍ୱ ଗ୍ରାମ ମାହାଳର ସୀମା ନିର୍ଦ୍ଧାରଣକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ପ୍ରଶାସନ ପକ୍ଷରୁ ସୀମା ନିର୍ଦ୍ଧାରଣ କରାଯାଉଥିବାବେଳେ ଏହାକୁ ବିରୋଧ କରିଛନ୍ତି ଢିଙ୍କିଆ ଓ ମାହାଳ ଗ୍ରାମବାସୀ । ଢିଙ୍କିଆ...
ତଦାରଖ କରିବେ ଜିଲ୍ଲା ଜଜ୍
ମମିତା ମେହେର ହତ୍ୟାକାଣ୍ଡ ମାମଲାର ତଦନ୍ତ ତଦାରଖ କରିବେ ଅବସରପ୍ରାପ୍ତ ଜିଲ୍ଲାଜଜ୍ । ତଦନ୍ତରେ ସ୍ବଚ୍ଛତା ଅବଲମ୍ବନ କରିବା ପାଇଁ ଜଣେ ବିଚାରପତିଙ୍କ ଦ୍ବାରା ତଦନ୍ତ ତଦାରଖ କରିବାକୁ ରାଜ୍ୟ ସରକାର ହାଇକୋର୍ଟରେ ଆବେଦନ କରିଥିଲେ । ରାଜ୍ୟ ସରକାରଙ୍କ...
ସ୍ମୃତିରେ ରହିଗଲା ସ୍ମୃତି
ଅଧାରେ ସରିଗଲା ନାଟକ ।
ନାଟକର କ୍ଲାଇମାକ୍ସ ଏମିତି ହେବ କେହି କେବେ ଭାବି ନ ଥିଲେ । ନାଟକ ଦେଖୁଥିବା ଲୋକେ ଅନେକ ନାଟକ ଦେଖିଥିବେ, ମାତ୍ର ଏମିତି ନାଟକ କେବେ ବି ଦେଖି ନ ଥିବେ ।...
ଅସୁସ୍ଥ ନନ୍ଦ ସାର
ଯାଜପୁରର ବହୁ ଚର୍ଚ୍ଚିତ ଶିକ୍ଷକ ପଦ୍ମଶ୍ରୀ ନନ୍ଦ ସାର । ଏହି ଶତାୟୁ ଶିକ୍ଷକ ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟି ଏବେ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେ ଏବେ ଯାଜପୁର କଳିଙ୍ଗନଗର ସ୍ଥିତ ଏକ ଘରୋଇ ହସ୍ପିଟାଲରେ...
ଆସୁଛି ବର୍ଷା : ଚାଷୀ କାଟିଆଣ ଧାନ
ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ହେବ । ଏହାକୁ ନଜରରେ ରଖି ଜିଲ୍ଲାପାଳ ମାନଙ୍କୁ ଚିଠି ଲେଖିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା । ବର୍ଷାରୁ ସୁରକ୍ଷା...

















