ଆଜି ରାତିରେ ଗଭୀର ଅବପାତରେ ପରିଣତ ହେବ ବାତ୍ୟା ଜୱାଦ । ସକାଳୁ ଜୱାଦ ମୋଡ ନେଇ ଉତ୍ତର ଦିଗକୁ ଗତି କରୁଛି । ପରେ ଉତ୍ତର-ଉତ୍ତର ପୂର୍ବ ଦିଗକୁ ଗତି ପରିବର୍ତ୍ତନ କରିବ । ଗତି ପରିବର୍ତ୍ତନ କରି ଓଡିଶା ଉପକୂଳମୁହାଁ ହେବ । ଗତି ପରିବର୍ତ୍ତନ ସହ କ୍ରମଶଃ ଦୁର୍ବଳ ହେବ ବାତ୍ୟା । କାଲି ମଧ୍ୟାହ୍ନରେ ଗଭୀର ଅବପାତ ହୋଇ ପୁରୀରେ ପହଁଞ୍ଚିବ । ସର୍ବାଧିକ ୭୦ କିମି ବେଗରେ ପବନ ବହିବା ସମ୍ଭାବନା ।

LEAVE A REPLY

Please enter your comment!
Please enter your name here