ଭୁବନେଶ୍ୱରରେ ପଥୋତ୍ସବ ଆରମ୍ଭ
ଶୀତୁଆ ସକାଳରେ ପ୍ରଥମ ଦିନରେ ପଥୋତ୍ସବର ମଜା ଉଠାଇଛନ୍ତି ରାଜଧାନୀବାସିନ୍ଦା । ଭୁବନେଶ୍ୱରରେ ଆରମ୍ଭ ହୋଇଛି ପଥୋତ୍ସବ । ସ୍ମାର୍ଟ ଜନପଥରେ ଲାଗିଥିଲା ଗହଳି । ବିଭିନ୍ନ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମରେ ଝୁମିଥିଲେ ଜନସାଧାରଣ । ରାଜରାସ୍ତାରେ ଖେଳକୁଦ ସାଙ୍ଗକୁ ସାଂସ୍କୃତିକ...
ସେଣ୍ଟ ଜାଭିୟର୍ସ ପ୍ଲେ ସ୍କୁଲରେ ‘ଖ୍ରୀଷ୍ଟମାସ୍ ଡେ’ ପାଳନ
ହାତରେ କେକ୍ ଧରି ସାଣ୍ଟାକ୍ଲସ୍ ଉତ୍ସବସ୍ଥଳୀକୁ ପ୍ରବେଶ କରିଥିଲା । ପିଲାମାନେ ସାଣ୍ଟାକୁ ଦେଖି ଖୁସିରେ ତାଳିମାରି ନାଚିବା ସହ ସ୍ବାଗତ କରିଥିଲେ । ଆଉ ମ୍ୟୁଜିକର ତାଳେ ତାଳେ ସାଣ୍ଟା କୁନି କୁନି ଶିଶୁମାନଙ୍କ ହାତ ଧରି ନାଚିବା...
ଅଚ୍ୟୁତ ସାମନ୍ତଙ୍କୁ ଉତ୍କଳ ବିଶ୍ୱବିଦ୍ୟାଳୟରୁ ସମ୍ମାନସୂଚକ ଡକ୍ଟୋରେଟ୍
ବିଶିଷ୍ଟ ଶିକ୍ଷାବିତ୍, ସମାଜସେବୀ, କିଟ୍ ଓ କିସ୍ର ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କୁ ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନସୂଚକ ଡି.ଲିଟ୍ ଡିଗ୍ରୀ ପ୍ରଦାନ କରାଯାଇଛି। ଶୁକ୍ରବାର ଅନୁଷ୍ଠିତ ବିଶ୍ୱବିଦ୍ୟାଳୟର ୫୨ତମ ସମାବର୍ତ୍ତନ ଉତ୍ସବରେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି...
ଆସିବ ନୂଆବର୍ଷ ଗାଇଡଲାଇନ୍
ନୂଆବର୍ଷ ପାଇଁ ଆସିବ ନୂଆ କରୋନା ଗାଇଡଲାଇନ୍ । ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ଘୋଷଣା କରିବେ ନୂଆ ଗାଇଡଲାଇନ୍ । ଆଗାମୀ ପର୍ବ ପର୍ବାଣୀ ପାଇଁ ଏହି ଗାଇଡଲାଇନ୍ ଆସିବ ।
ଆଜି ସବୁଠୁ ଲମ୍ବା ରାତି
ଆଜି ହେବ ସବୁଠୁ ଲମ୍ବା ରାତି । ସନ୍ଧ୍ୟାରେ ସୂର୍ଯ୍ୟଅସ୍ତ ଠାରୁ ଆସନ୍ତା କାଲି ସୂର୍ଯ୍ୟୋଦୟ ପର୍ଯ୍ୟନ୍ତ ସମୟ ରହିବ ୧୩ ଘଣ୍ଟା ୧୯ ମିନିଟ୍ । ଅର୍ଥାତ୍ ୧୩ ଘଣ୍ଟା ୧୯ ମିନିଟ୍ ରହିବ ରାତିର ଅବଧି ।...
ଗାଡି ଲୋନ ସୁଝିବାକୁ କରିଥିଲେ ଅପହରଣ, ୩ ଗିରଫ
ନୟାଗଡର ନାବାଳକ ଅମ୍ରିତ୍ ପାତ୍ର ଅପହରଣ ମାମଲାରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଅମ୍ରିତକୁ ଅପହରଣ କରି ତା ବାପାଙ୍କ ଠାରୁ ଟଙ୍କା ମାଗିବାକୁ ସେମାନେ ଯୋଜନା କରିଥିଲେ । ଗାଡି ଲୋନ ସୁଝିବାକୁ ସେମାନେ ଏପରି...
ଟଙ୍କା ପାଇଁ କରିଥିଲେ ଅପହରଣ
ନୟାଗଡର ୧୨ ବର୍ଷୀୟ ସପ୍ତମ ଶ୍ରେଣୀ ଛାତ୍ର ଅମ୍ରିତ ପାତ୍ର ଉଦ୍ଧାର ହେବା ଘଟଣା । ଅପହରଣ ପଛରେ ୩ ଜଣ ସଂପୃକ୍ତ ଥିବା ପୋଲିସ ସୂଚନା ଦେଇଛି । ୧୫ ତାରିଖ ରାତିରେ ଭ୍ୟାନରେ ଅମ୍ରିତକୁ ଅପହରଣ କରାଯାଇଥିଲା...
ଟିକେଟ ପାଇଁ ଦୁଇ ସହରରେ ପ୍ରବଳ ଭିଡ
ହକି ପାଇଁ ରାଉରକେଲ. ଭୁବନେଶ୍ୱରରେ ପ୍ରବଳ କ୍ରେଜ୍ । ଆଜି ସକାଳୁ ଟିକେଟ ପାଇଁ ୨ ସହରରେ ଟିକେଟ୍ କାଉଣ୍ଟରରେ ପ୍ରବଳ ଭିଡ । ରାଉରକେଲାରେ ଲମ୍ବା ଲାଇନ୍ରେ ଛିଡା ହୋଇଛନ୍ତି ଶହ ଶହ ଲୋକ । ଭୁବନେଶ୍ୱରର...
ନମିତାଙ୍କ ଗୀତ ଶୁଣିବେ ବିଶ୍ୱବାସୀ
ହକି ବିଶ୍ୱକପକୁ ଝୁମାଇବେ କୋରାପୁଟର ଆଦିବାସୀ ଝିଅ ନମିତା ମେଲେକା । ନିଜ ସୁରିଲା କଣ୍ଠସ୍ୱରରେ ସାରା ବିଶ୍ୱକୁ ଝୁମାଇବେ । ହକି ବିଶ୍ୱକପର ଉଦଘାଟନୀ ସଙ୍ଗୀତ ଗାଇବେ ନମିତା । ଗୀତ ରେକର୍ଡିଂ କରିବାକୁ ସେ ମୁମ୍ବାଇ ଯାଇଛନ୍ତି...
ଘଣ୍ଟାଏ ପରେ ବେକରୁ ବାହାରିଲା ଜାଭେଲିନ୍
ସଫଳ ହେଲା ଅପରେସନ । ଏକ ଘଣ୍ଟାର ଅପରେସନ ପରେ ବେକରୁ ବାହାରିଲା ଜାଭେଲିନ୍ । ସୁସ୍ଥ ଅଛି ଛାତ୍ର ସଦାନନ୍ଦ । ବଲାଙ୍ଗୀର ଆଗଲପୁର ବାଳକ ଉଚ୍ଚ ବିଦ୍ୟାଳୟରେ ବାର୍ଷୀକ କ୍ରୀଡା ଚାଲିଥିବାବେଳେ ଛାତ୍ର ବେକରେ ଜାଭେଲିନ୍ ପଶିଯାଇଥିଲା...



















