28.1 C
Bhubaneswar
Sunday, August 2, 2026
-Advertisement-

ନ୍ୟୁଡ୍ କଲରୁ ଆତ୍ମହତ୍ୟା

ନ୍ୟୁଡ କଲରୁ ଆତ୍ମହତ୍ୟା I ଲୋକଲଜ୍ଜା ଭଯରେ ଅଙ୍ଗନଦୀକୁ ଡେଇଁ ଆତ୍ମହତ୍ୟା କରିଛନ୍ତି ବରଗଡ ଜିଲ୍ଲା ବରପାଲିସ୍ଥିତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଏଗ୍ରିକଲଚର ମ୍ୟାନେଜର ଦିବ୍ୟରଞ୍ଜନ ମିଶ୍ର I ଆଜି ସୋନପୁର ଏସପି ଅମରେଶ ପଣ୍ଡା ଏହି ସୂଚନା ଦେଇଛନ୍ତି...

4ଟା ସୁଦ୍ଧା ପଦମପୁର ଛାଡ

ଅପରାହ୍ନ ଚାରିଟା ସୁଦ୍ଧା ପଦମପୁର ଛାଡ । ଆଜି ପଦମପୁର ଉପନିର୍ବାଚନ ପ୍ରଚାରର ଶେଷଦିନ । ଶେଷ ଦିନରେ ଦୁଇ ପ୍ରମୁଖ ଦଳ ବିଜେଡି ଓ ବିଜେପି ଜୋରଦାର ପ୍ରଚାର କରିଛନ୍ତି । ତେବେ ଅପରାହ୍ନ 4 ଟା ସୁଦ୍ଧା...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

ନବରଙ୍ଗପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଡାବୁଗାଁ ଥାନା ସରାଗୁଡ଼ା ନିକଟରେ ଭାରସାମ୍ୟ ହରାଇ ଗଛକୁ ପିଟିଲା କାର । ଦୁର୍ଘଟଣାରେ ଘଟଣା ସ୍ଥଳରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି ।...

ପୁଣି ଉଠିଲା ମମତା ମେହେର ତାତି

ବହୁ ଚର୍ଚ୍ଚିତ ମମତା ମେହେର ହତ୍ୟା ମାମଲାରେ ମହାଲିଙ୍ଗ ଯୁକ୍ତ ଦୁଇ କଲେଜ ଅଧକ୍ଷ୍ୟଙ୍କୁ ଗିରଫ କରାଯାଇଛି । ଏହାସହ କଲେଜର ଜଣେ ଅଧ୍ୟାପକ ମଧ୍ୟ ଗିରଫ ହୋଇଛନ୍ତି। ଗିରଫ ଦ୍ୱୟ ହେଲେ- କଲେଜ ଅଧ୍ୟକ୍ଷ ରଞ୍ଜିତ ସାହୁ, ଅଧ୍ୟାପକ...

କିଟ୍‍କୁ ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାର

ଭାରତ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ କିଟ୍‍କୁ ଚଳିତବର୍ଷର ଜାତୀୟ କ୍ରୀଡ଼ା ପ୍ରୋତ୍ସାହନ ପୁରସ୍କାର ପ୍ରଦାନ କରାଯାଇଛି । ବୁଧବାର ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ପୁରସ୍କାର ପ୍ରଦାନ କରିଥିଲେ...

ପଦ୍ମପୁରରେ ପଦ୍ମ ଧରିଲେ କଂଗ୍ରେସ ନେତା

ଦିନ ଗଡୁଛି ରାଜନୀତି ବଢୁଛି । ପଦ୍ମପୁର ଉପନିର୍ବାଚନ ପାଇଁ ୩ରେ ସରୁଛି ପ୍ରଚାର । ଏନେଇ ବିଭିନ୍ନ ଦଳର ନେତାଙ୍କ ପ୍ରଚାରରେ କମ୍ପୁଛି ମଇଦାନ । ଅନ୍ୟପଟେ ଆଜି ପଦ୍ମପୁରରେ ପଦ୍ମ ଧରିଛନ୍ତି କଂଗ୍ରେସର ପୂର୍ବତନ ସାଂସଦ...

ମିଳିଲାନି ଜାମିନ୍‌

ବହୁ ଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ଜାମିନ ଆବେଦନ ଖାରଜ । ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ୩ କୋଟି ଟଙ୍କା ବ୍ଲାକମେଲିଂ ମାମଲାରେ ଭୁବନେଶ୍ୱର ଜେଏମଏଫସି-3 ଅର୍ଚ୍ଚନାଙ୍କ ଜାମିନ୍ ଆବେଦନ ଖାରଜ ହୋଇଛି । ଏନେଇ ଭୁବନେଶ୍ୱର...

ଭଡାରେ ରହି ବ୍ଲାକମେଲ୍ କରୁଥିଲା ନାଗ

ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ବାଇଁଙ୍କ ଜାଗମରା ସ୍ଥିତ ଘରେ ରହୁଥିଲା ଅର୍ଚ୍ଚନା ନାଗ । ଠିକ୍ ସମୟରେ ଭଡା ଦେଉ ନ ଥିଲା । ଭଡା ମାଗିଲେ ଝଗଡା କରୁଥିଲା । ଏପରିକି ପ୍ରମୋଦ ସ୍ବାଇଁ ଅସଦାଚରଣ କରୁଥିବା ନେଇ...

ପୋଲିସଙ୍କୁ ସ୍ମାର୍ଟଫୋନ୍ ମନା

ଏଣିକି ପୁରୀ ଶ୍ରୀମନ୍ଦିର ଭିତରକୁ କାର୍ଯ୍ୟରତ ପୋଲିସ ନେଇପାରିବେନି ସ୍ମାର୍ଟଫୋନ୍ । ରତ୍ନ ସିଂହାସନ ଫଟୋ ଭାଇରାଲ ପରେ ଏହି କଟକଣା ଜାରି କରିଛନ୍ତି ପୁରୀ ଏସପି । ଜରୁରୀ ସେବା ନିୟୋଜିତ ଅଧିକାରୀଙ୍କ ପାଇଁ କଟକଣା କୋହଳ ।...

ଇଡିରେ ଅର୍ଚ୍ଚନାଙ୍କ ଡ୍ରାଇଭର

ଇଡିରେ ହାଜର ହେଲେ ଲେଡି ବ୍ଲାକମେକର ଅର୍ଚ୍ଚନା ନାଗଙ୍କ ଡ୍ରାଇଭର । ସମନ ପରେ ଇଡିରେ ହାଜର ହେଲେ ଡ୍ରାଇଭର ଚନ୍ଦନ । ଅର୍ଚ୍ଚନାଙ୍କ ଦୈନନ୍ଦିନ ଗତିବିଧି , କାହାକୁ ଭେଟୁଥିଲେ ଏ ସବୁକୁ ନେଇ ତଦନ୍ତ...
- Advertisement -

Latest article

ବିଲ୍ଡରଙ୍କ ଘରୁ ୨ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଚୋରି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଶୁକ୍ରବାର ବିଳମ୍ବିତ ରାତିରେ ଲକ୍ଷ୍ମୀସାଗର ଅଞ୍ଚଳରେ ଜଣେ ବିଲ୍ଡରଙ୍କ ଘରୁ ଦୁର୍ବୃତ୍ତମାନେ ପ୍ରାୟ ୨ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତି ଲୁଟି ନେଇଥିବା ଅଭିଯୋଗ ହୋଇଛି। ପୋଲିସ...

ରାଜ୍ୟଗୋଷ୍ଠୀ କ୍ରୀଡାରେ ଜୁଡୋରେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଆଣିଲେ ଅସ୍ମିତା ଦେ

ନୂଆଦିଲ୍ଲୀ: ଗ୍ଲାସଗୋ ଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡା ରେ ଭାରତ ଏକ ବଡ଼ ସଫଳତା ହାସଲ କରିଛି। ଯୁବ ଜୁଡୋ ଖେଳାଳି ଅସ୍ମିତା ଦେ’ ଭାରତ ପାଇଁ ଏହି ସଫଳତା ଆଣିଛନ୍ତି lମହିଳା...

ପାଣିକୁଣ୍ଡରୁ ମିଳିଲା ନିଖୋଜ ଦ୍ବିତୀୟ ଶ୍ରେଣୀ ଛାତ୍ରୀଙ୍କ ମୃତଦେହ

ଭୁବନେଶ୍ବର: ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ (RIE)ର ଡେମୋନଷ୍ଟ୍ରେସନ୍ ମଲ୍ଟିପର୍ପୋଜ୍ (ଡିଏମ୍) ସ୍କୁଲର ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିବା ୨ୟ ଶ୍ରେଣୀ ଛାତ୍ରୀ ନିଖୋଜ ଘଟଣା। ସ୍କୁଲ୍ ପଛ ପଟେ ଥିବା ପୋଲିସ ରିଜର୍ଭ...