25.1 C
Bhubaneswar
Friday, November 13, 2026
-Advertisement-

ଭିଜନ ଅଫ୍ ନ୍ୟୁ ଇଣ୍ଡିଆ କନ୍‌କ୍ଲେଭ : ଶିକ୍ଷା କ୍ଷେତ୍ରରେ ଉତ୍କର୍ଷ ସମ୍ମାନରେ ସୋଆ ସମ୍ମାନିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟକୁ ଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା ‘ଏକ୍ସିଲେନ୍ସ ଇନ୍ ଦ ଫିଲ୍ଡ ଅଫ୍ ଏଜୁକେସନ୍‌’ ସମ୍ମାନରେ ସମ୍ମାନିତ କରାଯାଇଛି । ନ୍ୟୁଜ ଚ୍ୟାନେଲ୍ ଭାରତ ଟ୍ୱେଂଟି ଫୋର ପକ୍ଷରୁ ନିକଟରେ ନୁଆଦିଲ୍ଲୀ ଠାରେ ଆୟୋଜିତ...

ଦିନକରେ ବୃଦ୍ଧି ପାଇଲା ୩୦୦୦ ଟଙ୍କା

ନୂଆ ରେକର୍ଡ ଛୁଇଁବାରେ ଲାଗିଛି ସୁନା ଦର । ଲକ୍ଷେ ପାର୍ କରିଛି ସୁନା ଦର । ୧୦ ଗ୍ରାମ ସୁନା ମୂଲ୍ୟ ୯୯ ହଜାର ୮୦୦ ଟଙ୍କା ଛୁଇଁଛି । ଜିଏସଟି ମିଶିଲା ପରେ ଦର ଲକ୍ଷେ ପାର...

ଭକ୍ତିଭାବରେ ପ୍ଲାବିତ ରବିନ୍ଦ୍ରମଣ୍ଡପ

ଭୁବନେଶ୍ବର: ଜଗତର ନାଥ ଜଗନ୍ନାଥଙ୍କୁ କିଏ ବା ନ ଜାଣେ । ଓଡିଆ ଜାତିର ପରିଚୟ ମହାପ୍ରଭୁ ଜଗନ୍ନାଥ । କର୍ମବ୍ୟସ୍ତ ଜୀବନରୁ ଅବ୍ୟାହତି ନେଇ ଚାଲିଆସେ କିଏ ମନକୁ ହାଲୁକା କରିବାକୁ ତ କିଏ ମନୋରଞ୍ଜନ କରିବାକୁ ।...

ଚାକିରୀ ଛାଡିଲେ ସୁଜାତା ଆର୍ କାର୍ତ୍ତିକେୟନ

ଆଗୁଆ ଚାକିରୀରୁ ଅବସର ନେଲେ ବରିଷ୍ଠ ଆଇଏଏଏସ ଅଧିକାରୀ ସୁଜାତା ଆର୍ କାର୍ତ୍ତିକେୟନ । ଆଇଏଏସ ସୁଜାତା କାର୍ତ୍ତିକେୟନ ଗତ 13 ତାରିଖରେ ଭିଆରଏସ ପାଇଁ ଆବେଦନ କରିଥିଲେ । ମାତ୍ର ରାଜ୍ୟ ସରକାର ତାଙ୍କ ଆବେଦନକୁ 14 ଦିନ...

ବ୍ୟବସ୍ଥା ମଣିଷକୁ ମାଓବାଦୀ କରିଦିଏ – ‘ମୁଁ ବି ମାଓବାଦୀ’ ଓ ‘ଚୁନା ଚୁନା ଫୁଲ’ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ବର : ଆମ ବ୍ୟବସ୍ଥାରୁ ମାଓବାଦୀମାନେ ଜନ୍ମ ହୁଅନ୍ତି । ବ୍ୟବସ୍ଥା ବଦଳିଲେ ଆଉ ମାଓବାଦୀ ସମସ୍ୟା ହୋଇ ରହିବନି । ବରିଷ୍ଠ ସାମ୍ବାଦିକ ଅପୂର୍ବ କୁମାର ମହାନ୍ତିଙ୍କ ଲିଖିତ 'ମୁଁ ବି ମାଓବାଦୀ' ପୁସ୍ତକ ଉନ୍ମୋଚନ ଅବସରରେ ଏହା...

ମାଓବାଦୀଙ୍କ ନୃଶଂସ କାଣ୍ଡ, ଦୁଇଜଣଙ୍କୁ ହତ୍ୟା କଲେ ଲାଲବାହିନୀ

ମାଲକାନଗିରି : ପୁଣି ମାଓବାଦୀଙ୍କ ନୃଶଂସ କାଣ୍ଡ । ଛତିଶଗଡ଼ ବିଜାପୁର କୁସଲନାର ଗାଁରେ ଜଣେ ଶିକ୍ଷକଙ୍କ ସମେତ ଦୁଇଜଣଙ୍କୁ ହତ୍ୟା କଲେ ଲାଲବାହିନୀ । ପଞ୍ଚାୟତ ନିର୍ବାଚନକୁ ବର୍ଜନ କରିବାକୁ ଆହ୍ୱାନ ଦେଇଛନ୍ତି ମାଓବାଦୀ । ହତ୍ୟାକାଣ୍ଡ ପରେ...

ବନ୍ଦ ଘରୁ ମହିଳାଙ୍କ ମୃତଦେହ ଉଦ୍ଧାର

କଟକ : ବନ୍ଦ ଘରୁ ମହିଳାଙ୍କ ମୃତଦେହ ଉଦ୍ଧାର । ହତ୍ୟା ଅଭିଯୋଗ ଆଣିଲେ ବାପଘର ଲୋକେ । ଚୌଦ୍ୱାର ଜରିପଡ଼ା ପଞ୍ଚାୟତ ସାମନ୍ତରାପୁର ଗାଁରେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଯାଜପୁର ଜିଲ୍ଲା ରଙ୍ଗିଦାସପୁର...

ମୟୂରଭଞ୍ଜ : ଗ୍ରାହକ ସାଜି ଆସିଲେ ଏବଂ ବ୍ୟାଙ୍କରୁ 30 ଲକ୍ଷ ଟଙ୍କା ଲୁଟି ନେଲେ । ମୟୂରଭଞ୍ଜ ଜିଲ୍ଲା ବହଳଦା ସ୍ଥିତ ଏସବିଆଇ ଶାଖାରୁ ପ୍ରାୟ 30 ଲକ୍ଷ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଏପରିକି...

କଟକ ଏସସିବିରେ ଶିଶୁ ଅଦଳବଦଳ ଅଭିଯୋଗ

କଟକ : କଟକ ଏସସିବିରେ ଶିଶୁ ଅଦଳବଦଳ ଅଭିଯୋଗ ସାମ୍ନାକୁ ଆସିଛି । ଏସ୍-ଏନ୍ ସିୟୁରେ ଚିକିତ୍ସାଧୀନ ବେଳେ ଶିଶୁ ବଦଳ ହୋଇଥିବା ଅଭିଯୋଗ ହୋଇଛି । ନବଜାତ କନ୍ୟାକୁ ବଦଳ କରି କର୍ମଚାରୀମାନେ ଏକ ମୃତ ଶିଶୁକୁ ଧରାଇଦେଇଥିବା...

ଟିଏଚ୍‌ଇ ୱାର୍ଲ୍ଡ ରିପୁଟେସନ୍ ରାଙ୍କିଙ୍ଗସ : ଦେଶର ୪ଟି ଶିକ୍ଷାନୁଷ୍ଠାନ ମଧ୍ୟରେ ସୋଆ

ଭୁବନେଶ୍ୱର, ଫେବୃୟାରୀ ୧୯: ଶିକ୍ଷା, ସ୍ୱାସ୍ଥ୍ୟସେବା ଏବଂ ଗବେଷଣା କ୍ଷେତ୍ରରେ ଏକ ଭିନ୍ନତା ସୃଷ୍ଟି କରିଥିବା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି। ମଙ୍ଗଳବାର ପ୍ରକାଶିତ ଟାଇମ୍‌ସ ହାୟାର ଏଜୁକେସନ୍ (ଟିଏଚ୍‌ଇ)...
- Advertisement -

Latest article

କାହିଁକି ଇସ୍ତଫା ଦେବାକୁ ଚାହୁଁଛନ୍ତି ମୋଦୀଙ୍କ ମନ୍ତ୍ରୀ ସୁରେଶ ଗୋପୀ ?

କେନ୍ଦ୍ରମନ୍ତ୍ରୀ ସୁରେଶ ଗୋପୀ ତାଙ୍କ ପଦରୁ ଇସ୍ତଫା ଦେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସେ ନବନିର୍ବାଚିତ ଭାଜପା ରାଜ୍ୟ ସଭା ସଦସ୍ୟ ସି. ସଦାନନ୍ଦନ ମାଷ୍ଟରଙ୍କୁ ତାଙ୍କ ସ୍ଥାନରେ କେନ୍ଦ୍ର...

ଚାକିରି ଲୋଭ ଦେଖାଇ ବିବାହିତା ମହିଳାଙ୍କୁ ଦୁଷ୍କର୍ମ, ଭିଡିଓ ଦେଖାଇ ବ୍ଲାକମେଲିଂ ଅଭିଯୋଗ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଚାକିରି ସନ୍ଧାନରେ ଆସିଥିବା ମହିଳା ଦୁଷ୍କର୍ମର ଶିକାର ହୋଇଛନ୍ତି। ଖାଲି ସେତିକି ନୁହେଁ, ଦୁଷ୍କର୍ମ ବେଳର ଭିଡିଓ ଦେଖାଇ ବ୍ଲାକମେଲିଂ କରିଛି। ଗୌତମ ନଗର ଅଞ୍ଚଳରେ...

ରାଜ୍ୟରେ ବଢ଼ିଚାଲିଥିବା ଅପରାଧକୁ ନେଇ ସରକାରଙ୍କୁ ସମାଲୋଚନା କଲେ ବିରୋଧୀ ଦଳ

ଭୁବନେଶ୍ୱର: ଭୁବନେଶ୍ୱରରେ ଘଟିଥିବା ଗୁଳିକାଣ୍ଡ ଘଟଣା ପରେ ରାଜଧାନୀର ନିରାପତ୍ତାକୁ ନେଇ ବିଜେଡି ପ୍ରଶ୍ନ ଉଠାଇଛି। ଦଳ ଅଭିଯୋଗ କରିଛି ଯେ, ରାଜ୍ୟରେ ପ୍ରତିଦିନ କିଛି ନା କିଛି ଅଘଟଣ...