ମୋ ବସରୁ ଚୋରୀ କରୁଥିଲେ ଏହି ଦୁଇ ଲୁଟେରା
କିଛିଦିନ ହେବ ମୋ ବସରୁ ହେଉଥିଲା ଚୋରୀ । ଦୁଇ ଲୁଟେରାଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ଦୁଇ ଲୁଟେରା ସଞ୍ଜୟ ସିଂ ଏବଂ ଗଣେଶ ପ୍ରଧାନଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ପାଖରୁ ଚୋରୀ ମୋବାଇଲ...
ଆଜି ପାଇଁ ୭୫
ଆଜି ଜାତୀୟ ସିନେମା ଦିବସ । ଭୁବନେଶ୍ୱରରେ ସବୁ ହଲରେ ଦର୍ଶକଙ୍କ ଖଚାଖଚ ଭିଡ । ଆଉ ଫିଲ୍ମ ଦେଖିବା ପାଇଁ ଦେବାକୁ ପଡୁଛି ମାତ୍ର ୭୫ ଟଙ୍କା । ସିଙ୍ଗଲ ଷ୍କ୍ରିନ୍ , ମଲ୍ଟିପ୍ଲେସରେ ଫିଲ୍ମକୁ ଭରପୁର ଉପଭୋଗ...
ଧାମନଗର ବିଧାନସଭା ଆସନ ଖାଲି ନେଇ ବିଜ୍ଞପ୍ତି
ଧାମନଗର ବିଧାନସଭା ଆସନ ଖାଲି ନେଇ ବିଜ୍ଞପ୍ତି । ବିଧାନସଭା ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି କରାଯାଇଛି । ନିର୍ବାଚନ କମିଶନକୁ ବିଧାନସଭା ପକ୍ଷରୁ ଅବଗତ କରାଯାଇଛି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଏ ସମ୍ପର୍କରେ ଜଣେଇଦିଆଯାଇଛି ।...
ଗାଡିରେ ପାନିକ ବଟନ୍ ବାଧ୍ୟତାମୂଳକ
ଏଣିକି ସବୁ ବଡ ଗାଡିରେ ଲାଗିବ ପାନିକ ବଟନ୍ ଓ ଟ୍ରାକିଂ ଡିଭାଇସ୍ । ଗାଡିର ବେଗଠାରୁ ଆରମ୍ଭ କରି ଲୋକେସନ ପର୍ଯ୍ୟନ୍ତ ସବୁକିଛି ଜାଣି ହେବ । ଭୁବନେଶ୍ୱରରେ ଏହାର ରହିବ କମାଣ୍ଡ କଣ୍ଟ୍ରୋଲ ରୁମ । ୩...
ଅକ୍ଟୋବର 16 ରୁ ଓସିଏସ୍ ପ୍ରିଲିମ୍
ଅକ୍ଟୋବର 16 ତାରିଖରୁ ହେବ ଓଡିଶା ସିଭିଲ ସର୍ଭିସ ପ୍ରିଲିମ ପରୀକ୍ଷା । ଓପିଏସସି ପକ୍ଷରୁ ଏହି ସୂଚନା ଦିଯାଇଛି । 16 ତାରିଖ ଦିନ ଦିନ ଦୁଇଟି ସିଟିଙ୍ଗରେ ପରୀକ୍ଷା କରାଯିବ । ପ୍ରଥମ ସିଟିଂ ପରୀକ୍ଷା ସକାଳ...
ଚାଲିଛି ମା’ଙ୍କ ଷୋଡଶ ଉପଚାର
ଶାରଦୀୟ ଦୂର୍ଗାପୂଜା ଲାଗି ଚଳଚଞ୍ଚଳ ଶକ୍ତିପୀଠ । ଚାଲିଛି ମା’ଙ୍କ ଷୋଡଶ ଉପଚାର । କଟକର ବିଭିନ୍ନ ଶକ୍ତିପୀଠ ଗୁଡିକରେ ଆରମ୍ଭ ହୋଇଛି ୧୬ ଦିନାତ୍ମକ ପୂଜା ଓ ବେଶ । କଟକର ଆରଧ୍ୟ ଦେବୀ ମା’ କଟକ ଚଣ୍ଡି...
ରାଷ୍ଟ୍ରପତି, ମୁଖ୍ୟମନ୍ତ୍ରୀଙ୍କ ଶୋକ
ଚାନ୍ଦବାଲି ବିଧାୟକ ବିଷ୍ଣୁ ସେଠୀଙ୍କ ବିୟୋଗରେ ସମସ୍ତେ ମର୍ମାହତ । ଅନେକ ବିଶିଷ୍ଟ ବ୍ୟକ୍ତି ବିଷ୍ଣୁଙ୍କ ବିୟୋଗରେ ଶୋକ ପ୍ରକାଶ ପ୍ରକାଶ କରିଛନ୍ତି । ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍ ଶୋକ ପ୍ରକାଶ କରିଛନ୍ତି । ସେ ଟୁଇଟ୍ କରି ଲେଖିଛନ୍ତି...
ହକି ଇଣ୍ଡିଆ ସଭାପତି ପଦବୀ ପାଇଁ ନାମାଙ୍କନ ଭରିଲେ ଦିଲ୍ଲୀପ ତିର୍କି
ଭାରତର ପୂର୍ବତନ ଅଧିନାୟକ ତଥା ଅଲିମ୍ପିଆନ୍ ଦିଲୀପ ତିର୍କୀ ହୋଇପାରନ୍ତି ହକି ଇଣ୍ଡିଆର ନୂଆ ମୁଖିଆ। ଆଜି ସେ ହକି ଇଣ୍ଡିଆ ସଭାପତି ପଦ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି। କ୍ରୀଡାକୁ ଏକ ନୂଆ ଉଚ୍ଚତାକୁ ଆଣିବା ତାଙ୍କର ଉଦ୍ଦେଶ୍ୟ ବୋଲି...
୧୮ ଦିନରେ ଗଲାଣି ୧୩ ଶିଶୁଙ୍କ ଜୀବନ
ଗତ ୨୪ ଘଣ୍ଟାରେ ୬ ଶିଶୁଙ୍କର ମୃତ୍ୟୁ । ଡାକ୍ତରଙ୍କ ଅବହେଳା ଯୋଗୁଁ ଚାଲିଯାଇଛି ୬ ଜଣ ଶିଶୁଙ୍କ ଜୀବନ । ଏହି ଅଭିଯୋଗ ଆଣିଛନ୍ତି ମୃତ ଶିଶୁଙ୍କ ପରିବାର ଲୋକ । କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଶିଶୁ...
ନୂଆ ନମ୍ବର ପ୍ଲେଟ୍ ନଥିଲେ କଟିବ ମୋଟାଙ୍କର ଫାଇନ୍
ଗାଡିଚଳାଉ ଥିବା ସମସ୍ତଙ୍କ ପାଇଁ ଜରୁରୀ ସୂଚନା । ନୂଆ ନମ୍ବର ପ୍ଲେଟ ଲଗାଇନଥିଲେ କଟିବ ଫାଇନ୍ । ଅକ୍ଟୋବରରୁ କଡାକଡି ହେବ ଚେକିଂ । ଗାଡି ଚାଳକଙ୍କ ପାଇଁ ସରକାର ଯେଉଁ ନିୟମ ଆଣଛନ୍ତି । ସେହି ଅନୁସାରେ...



















