33.8 C
Bhubaneswar
Tuesday, August 4, 2026
-Advertisement-

ସୁଶୀଳା ଦେବୀଙ୍କ ପାଇଁ ଶୋକ ପ୍ରସ୍ତାବ

ରାଜ୍ୟପାଳଙ୍କ ଧର୍ମପତ୍ନୀ ସୁଶୀଳା ଦେବୀଙ୍କ ପରଲୋକ । ସୁଶୀଳା ଦେବୀଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ଗଭୀର ଶୋକପ୍ରକାଶ କରିଛନ୍ତି । ସେ ଜଣେ ପରୋପକାରୀ ମହିଳା ଥିଲେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ତାଙ୍କର ଅମର ଆତ୍ମାର ସଦଗତି କାମନା କରିଛନ୍ତି...

ପୁରୀ ବନ୍ଦ ଡାକରା ଦେବ ବିଜେପି

ପୁରୀରେ ପୋଲିସ ହେପାଜତରେ ମୃତ୍ୟୁ ମାମଲାରେ ପୁରୀ ବନ୍ଦ ଡାକରା ଦେବ ଭାରତୀୟ ଜନତା ପାର୍ଟି । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଆଜି ଏହି ସୂଚନା ଦେଇଛନ୍ତି । ପୁରୀ ବନ୍ଦ ଡାକରା ଦେବାକୁ ବିଜେପି...

କିଓସ୍କୋ କେନ୍ଦ୍ରରେ କରୋନା ପ୍ରତିରୋଧକ ସାମଗ୍ରୀ

ଉଦଘାଟିତ ହୋଇଛି କୋଭିଡ କିଓସ୍କୋ କେନ୍ଦ୍ର । କରୋନା ସମ୍ପର୍କିତ ସଚେତନତା ସୃଷ୍ଟି କରିବା ଓ କରୋନା ପ୍ରତିରୋଧକ ସାମଗ୍ରୀ ବିକ୍ରୀ କରିବା ଏହି କିଓସ୍କୋ କେନ୍ଦ୍ରର ଲକ୍ଷ୍ୟ । ଯେମିତିକି ମାସ୍କ, ହ୍ୟାଣ୍ଡୱାସ, କାଢା ପ୍ରସ୍ତୁତ ସାମଗ୍ରୀ ସହ...

ବାଚସ୍ପତିଙ୍କ ଆଗରେ ଆତ୍ମହତ୍ୟା କରିବି: ବେକ କାଟିଦେବି

ସ୍କୁଲ ବନ୍ଦ ପ୍ରସଙ୍ଗରେ ଆଜି ତାରା ପ୍ରସାଦ ବାହିନୀ ପତି ଆତ୍ମହତ୍ୟା ଧମକ ଦେଇଛନ୍ତି । ନିଷ୍ପତ୍ତି ନ ବଦଳାଇଲେ ଆତ୍ମହତ୍ୟା କରିବି ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ତାରା । ବାଚସ୍ପତିଙ୍କ ସମ୍ମୁଖରେ ଆତ୍ମହତ୍ୟା କରିବି...

ଜଗତସିଂହପୁରରୁ ଜବତ ହୋଇଛି ଧଳା ଜହର

ଧଳା ଜହରର କଳା ସାମ୍ରାଜ୍ୟ । ଜଗତସିଂହପୁରରୁ ଜବତ ହୋଇଛି ବିପୁଳ ପରିମାଣର ଧଳା ଜହର । ଅବକାରୀ ଓ ପୋଲିସ ବିଭାଗ ହାତରେ ଲାଗିଛି ୩୦୦ ଗ୍ରାମର ବ୍ରାଉନ ସୁଗାର । ଯାହାର ଆନୁମାନିକ ମୁଲ୍ୟ ୩୦...

କଟକରେ ବଡ ଧରଣର ଡକାୟତି

କଟକରେ ବଡ ଧରଣର ଡକାୟତି । ଆଇଆଇଏଫଏଲ ବ୍ୟାଙ୍କରୁ ୧୨ କୋଟିର ଡକାୟତି । ନୟାସଡକରେ ଥିବା ବ୍ୟାଙ୍କରୁ ଏହି ଡକାୟତି ହୋଇଛି । ୪ ଦୁବୃର୍ତ୍ତ ମାରଣାସ୍ତ୍ର ଦେଖାଇ ଲୁଟ୍ କରିଥିବା ସୂଚନା ମିଳିଛି । ତେବେ କମିଶନରେଟ୍...

ମୁଖ୍ୟମନ୍ତ୍ରୀ ଡକାଇଲେ ସର୍ବଦଳୀୟ ବୈଠକ

ଦିଲ୍ଲୀରେ କରୋନା ସ୍ଥିତି ଅସମ୍ଭାଳ । ଗୋଟିଏ ଦିନରେ ଯାଇଛି ୧୩୧ ଜଣଙ୍କର ଜୀବନ । ଗତ ୨୪ ଘଣ୍ଟାରେ ୭୪୮୬ ନୂଆ ସଙ୍କ୍ରମଣ ସାମ୍ନାକୁ ଆସିଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଡକାଇଛନ୍ତି ସର୍ବଦଳୀୟ ବୈଠକ ।...

ମାତ୍ର ୧୫୦୦ ଟଙ୍କା ପାଇଁ ଫସିଲେ

ଟଙ୍କା ୧୫୦୦ ପାଇଁ ଫସିଲେ ପୋଲିସ ବାବୁ । ଭିଜିଲାନ୍ସ ଜାଲରେ ପୋଲିସ ବାବୁ । ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି ଧଉଳି ଥାନା ଏଏସଆଇ ତୋଫାନ ଗୁରୁ । ଏକ ମାମଲାକୁ ରଫା ଦଫା...

ଗଣହତ୍ୟା ଘଟଣାରେ 7 ଗିରଫ, ଦୁଇ ଫେରାର

ବଲାଙ୍ଗୀର ପାଟଣାଗଡ ଗଣହତ୍ୟା ମାମଲାର ପର୍ଦ୍ଦାଫାଶ୍ । ସାତଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବା ବେଳେ ଘଟଣାରେ ସଂପୃକ୍ତ ଆଉ ଦୁଇଜଣ ଫେରାର ହୋଇଯାଇଥିବା ପୋଲିସ ସୂଚନା ଦେଇଛି । ବୁଲୁଜାନୀ, ତାଙ୍କ ପତ୍ନୀ ଓ ଚାରି ନାବାଳକ ପିଲାଙ୍କୁ...

ବେଳାଭୂମୀରେ ୧୪୪ ଧାରା

ରାଜନଗର ପେଣ୍ଠ ସମୂଦ୍ର ବେଳାଭୂମୀରେ ୧୪୪ ଧାରା ଜାରି କରିଛି ପ୍ରଶାସନ । ପର୍ଯ୍ୟଟକଙ୍କର ଗହଳି ରୋକିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଏ ପଦକ୍ଷେପ ନିଆଯାଇଛି । ୧୫ ଦିନରେ ୨ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ପରେ...
- Advertisement -

Latest article

ଭୟଙ୍କର ବିମାନ ଦୁର୍ଘଟଣା: ୧୩ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ବିଶ୍ୱପ୍ରସିଦ୍ଧ ‘ନାଜକା ଲାଇନ୍ସ’ ଦେଖିବାକୁ ପର୍ଯ୍ୟଟକମାନଙ୍କୁ ନେଇ ଯାଉଥିବା ଏକ ଛୋଟ ପର୍ଯ୍ୟଟନ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ନିକଟସ୍ଥ ଏକ ବିଲରେ ଖସିପଡ଼ିଛି। ଭୂମିରେ ପଡ଼ିବା ମାତ୍ରେ ବିମାନଟି ଖଣ୍ଡଖଣ୍ଡ ହୋଇ...

ବିଲ୍ଡରଙ୍କ ଘରୁ ୨ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଚୋରି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଶୁକ୍ରବାର ବିଳମ୍ବିତ ରାତିରେ ଲକ୍ଷ୍ମୀସାଗର ଅଞ୍ଚଳରେ ଜଣେ ବିଲ୍ଡରଙ୍କ ଘରୁ ଦୁର୍ବୃତ୍ତମାନେ ପ୍ରାୟ ୨ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତି ଲୁଟି ନେଇଥିବା ଅଭିଯୋଗ ହୋଇଛି। ପୋଲିସ...

ରାଜ୍ୟଗୋଷ୍ଠୀ କ୍ରୀଡାରେ ଜୁଡୋରେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଆଣିଲେ ଅସ୍ମିତା ଦେ

ନୂଆଦିଲ୍ଲୀ: ଗ୍ଲାସଗୋ ଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡା ରେ ଭାରତ ଏକ ବଡ଼ ସଫଳତା ହାସଲ କରିଛି। ଯୁବ ଜୁଡୋ ଖେଳାଳି ଅସ୍ମିତା ଦେ’ ଭାରତ ପାଇଁ ଏହି ସଫଳତା ଆଣିଛନ୍ତି lମହିଳା...