ବାତ୍ୟାର ରୂପ ନେଉଛି ଲଘୁଚାପ: ମଧ୍ୟରାତ୍ରରେ ଝଡ ବାତ୍ୟାର ସମ୍ଭାବନା, ସାରା ରାଜ୍ୟରେ ପ୍ରବଳ ବର୍ଷା
ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିଝଡ ଡିପ୍ ଡିପ୍ରେସନରେ ପରିଣତ ହୋଇଛି । ଫଳରେ ଆଜି ମଧ୍ୟରାତ୍ରିରେ ଓଡିଶାର ବିଭିନ୍ନ ସ୍ଥାନରେ ଘଣ୍ଟା ପ୍ରତି ୬୦ରୁ ୮୦ କିଲୋମିଟର ବେଗରେ ପବନ ବହିବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।...
ଶେଷ ହୋଇଛି ବିଧାନସଭା ମୌସୁମୀ ଅଧିବେଶନ
ବିଧାନସଭାର ମୌସୁମୀ ଅଧିବେଶନ ଗୁରୁବାର ଶେଷ ହୋଇଛି । ସେପ୍ଟେମ୍ବର ୪ରୁ ଆରମ୍ଭ ହୋଇଥିବା ଏହି ଅଧିବେଶନରେ ମୋଟ ୧୧ଟି କାର୍ଯ୍ୟଦିବସ ରହିଥିଲା । ଅଧିବେଶନ କାଳରେ ୩ଟି ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିବାବେଳେ ୧୨ଟି ବିଲ୍ ଗୃହରେ...
ଅନୁମତି ମିଳିଲେ ପାରାଦୀପ ନିର୍ବାଚନ ଲଢିବି: ବିଷ୍ଣୁ
ଦାମଙ୍କୁ ଟାର୍ଗେଟ କରିଛନ୍ତି ଜଗତସିଂହପୁର ଜିଲ୍ଲା ବିଜେଡି ସଭାପତି ବିଷ୍ଣୁ ଦାସ । ସେ କହିଛନ୍ତି ଯଦି ମୁଖ୍ୟମନ୍ତ୍ରୀ ଓ ଦଳ ଯାହିଁବେ ତେବେ ମୁଁ ପାରାଦୀପରେ ନିର୍ବାଚନ ଲଢିବାକୁ ପ୍ରସ୍ତୁତ । ଦାମଙ୍କ ପାଖରେ କେହି ନାହାଁନ୍ତି କିନ୍ତୁ...
କୁଜଙ୍ଗ କୋର୍ଟରେ ସରେଣ୍ଡର କଲେ ମହିମା ମିଶ୍ର
କୁଜଙ୍ଗ ଜେଏମଏଫସି କୋର୍ଟରେ ଆତ୍ମସମର୍ପଣ କଲେ ମହିମା ମିଶ୍ର । ଗତକାଲି ସୁପ୍ରିମକୋର୍ଟ ଜାମିନ ଆବେଦନ ଖାରଜ କରିବା ପରେ ଆତ୍ମସମର୍ପଣ କରିଛନ୍ତି ମହିମା । ପାରାଦୀପ ସିୱେଜ ସିପିଙ୍ଗ ଆଣ୍ଡ ଲଜିଷ୍ଟିକ ପ୍ରାଇଭେଟ ଲିମିଟେଡର ଜେନେରାଲ ମ୍ୟାନେଜର ମହେନ୍ଦ୍ର...
ବିଦାୟ ନେଉଛନ୍ତି ଗଜାନନ
ବିଦାୟ ନେଉଛନ୍ତି ବିଘ୍ନବିନାଶକ ଗଜାନନ । ବାଜା ଏବଂ ବିଭିନ୍ନ ପ୍ରକାର ଧ୍ୱନିରେ ପ୍ରକମ୍ପିତ ହୋଇଉଠୁଛି ପୁରା ପରିବେଶ । ୧୩ ତାରିଖରେ ଗଣେଶ ଚତୁର୍ଥି ଆରମ୍ଭ ହୋଇଥିଲା । ଦୀର୍ଘ ଚାରିଦିନ ଧରି ପୂଜା ପାଇବା ପରେ ଶେଷରେ...
ସତ୍ୟବାଦୀ ବକୁଳ ବନରେ ହେବ ଓଡିଆ ବିଶ୍ୱବିଦ୍ୟାଳୟ
ରାଜ୍ୟରେ ହେବାକୁ ଥିବା ଓଡିଆ ବିଶ୍ୱବିଦ୍ୟାଳୟ ନିର୍ମାଣ ପାଇଁ ସ୍ଥାନ ନିରୂପଣ ହୋଇଛି । ପୁରୀ ଜିଲ୍ଲା ସତ୍ୟବାଦୀ ବକୁଳ ବନରେ ଏହି ବିଶ୍ୱବିଦ୍ୟାଳୟ ନିର୍ମାଣ କରାଯିବ । ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଏହି ନିଷ୍ପତ୍ତି...
ରାଜ୍ୟରେ ନିଯୁକ୍ତି ପାଇବେ 171 ଜଣ ଦନ୍ତ ଚିକିତ୍ସକ
ରାଜ୍ୟରେ 171 ଜଣ ଦନ୍ତ ଚିକିତ୍ସକଙ୍କୁ ନିଯୁକ୍ତି ପ୍ରଦାନ କରାଯିବ । ଏହି ପ୍ରସ୍ତାବ ଉପରେ ମୋହର ମାରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିଯୁକ୍ତି ପ୍ରକ୍ରିୟା ଜରିଆରେ ଓଡିଶା ପବ୍ଲିକ ସର୍ଭିସ କମିଶନର 171 ଜଣ ଦନ୍ତ ଚିକିତ୍ସିକଙ୍କୁ...
ନୂଆଁଖାଇ ଜୁହାର : ପଶ୍ଚିମ ଓଡିଶା ଉତ୍ସବମୁଖର
ଆଜି ହେଉଛି ପବିତ୍ର ଓ ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ. ନିର୍ଦ୍ଧାରିତ ଲଗ୍ନ ଅନୁସାରେ ସମ୍ବଲପୁରର ଇଷ୍ଟଦେବୀ ମା ସମଲେଈଙ୍କ ନିକଟରେ ଲାଗି ହୋଇଛି ନବାନ୍ନ. ପରମ୍ପରା ପ୍ରଥା ଅନୁସାରେ ମାଙ୍କ ନିକଟରେ ଲାଗି ହୋଇଛି ନୂଆ ଚାଉଳ. ସେହିପରି...
ମୋ ବିରୁଦ୍ଧରେ ଚକ୍ରାନ୍ତ ଚାଲିଛି :ଦାମ
ବିଜେଡିକୁ ଦାମଙ୍କ ବାଣ । କିଛି ନେତା ଓ ଅଫିସରଙ୍କ ଚକ୍ରବ୍ୟୁହରେ ମୁଖ୍ୟମନ୍ତ୍ରୀ ଫଶିଯାଉଛନ୍ତି ବୋଲି କହିଛନ୍ତି ବିଜେଡି ନେତା ଦାମୋଦର ରାଉତ । ବିଷ୍ଣୁ ଦାଶ ଏବଂ ପ୍ରଶାନ୍ତ ମୁଦୁଲି କାହିଁକି ମୋତେ ଦଳରୁ ବହିଷ୍କାର କରିବାକୁ ଚାହୁଁଛନ୍ତି...
ମୁଁ ଦଳରେ ନାହିଁ: ଦାମ
ବିଜୁ ଜନତା ଦଳରେ ଦାମ ହଟାଓ ଅଭିଯାନ ଚାଲିଥିବାବେଳେ ଦାମୋଦର ରାଉତ ତୀବ୍ର ପ୍ରତିକ୍ରୀୟା ପ୍ରକାଶ କରିଛନ୍ତି । ସେ କହିଛନ୍ତି, ଦଳ ଏବେ ତିନି ଜଣ ନେତାଙ୍କ କଥାରେ ଚାଲିଛି । ଦେବାଶିଷ ସାମନ୍ତରାୟ , ଅରୁଣ ସାହୁ...