31.2 C
Bhubaneswar
Friday, July 31, 2026
-Advertisement-

ଡି.ପ୍ରକାଶ ରାଓ ଅସୁସ୍ଥ

ପଦ୍ମଶ୍ରୀ ଡି. ପ୍ରକାଶ ରାଓ ଅସୁସ୍ଥ । ଡି ପ୍ରକାଶ ରାଓଙ୍କୁ କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି । ଛାତିରେ ଯନ୍ତ୍ରଣା ଯୋଗୁଁ ମେଡିସିନ ୱାର୍ଡର ଆଇସିୟୁରେ ତାଙ୍କୁ ଭର୍ତ୍ତି କରାଯାଇଛି । ଶ୍ରୀ ଡି ପ୍ରକାଶ ରାଓଙ୍କୁ...

ପୁଣି ଭାରରେ ବୁହାହେଲା ମୃତଦେହ, ତଦନ୍ତ ନିର୍ଦ୍ଦେଶ ଦେଲେ ସିଡିଏମଓ

ପୁଣି ସାମ୍ନାକୁ ଆସିଛି ଦାନ ମାଝି ଭଳି ଘଟଣା । ଏଥର ମଧ୍ୟ ଘଟଣା ଘଟିଛି ସେହି କଳାହାଣ୍ଡି ଥୁଆମୁଳ ରାମପୁର ବ୍ଲକରେ । ଆମ୍ବୁଲାନ୍ସ ନମିଳିବାରୁ ମୃତଦେହକୁ ଭାରକରି ବୋହିଲେ ପରିବାର ଲୋକେ । ଏହି ଘଟଣା ଉପରେ...

ପିପିଲି ଟ୍ରିପଲ ମର୍ଡର ଘଟଣା: ଆଜି ଗୃହରେ ଉତ୍ତର ରଖିବେ ମୁଖ୍ୟମନ୍ତ୍ରୀ

ଗତ ରବିବାର ପିପିଲି ପଟ୍ଟନାଇକିଆ ଛକ ଟ୍ରିପଲ ମର୍ଡର ଘଟଣା ସାରା ରାଜ୍ୟରେ ଭୟ ଓ ଆତଙ୍କର ବାତାବରଣ ଖେଳାଇ ଦେଇଥିଲା । ଦିନ ଦ୍ୱିପହରେ ଜାତୀୟ ରାଜପଥ ପୋଲିସ ଚେକ ପୋଷ୍ଟ ନିକଟରେ ୩ ଜଣଙ୍କୁ ବର୍ବୋରଚିତ ଭାବେ...

ପିପିଲି ପଟ୍ଟନାଇକିଆ ଟ୍ରିପଲ ମର୍ଡର :୬ ଗିରଫ

ପିପିଲି ପଟ୍ଟନାଇକିଆ ଛକରେ ଗତ ରବିବାର ଘଟିଥିବା ଟ୍ରିପଲ ମର୍ଡର ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇଦେଇଥିଲା । ବିଚ୍ ରାସ୍ତାରେ ତିନି ଭାଇଙ୍କୁ ଗୋଡାଇ ଗୋଡାଇ ହାଣିଲେ ହତ୍ୟାକରୀ । ଦିନ ଦ୍ୱିପହରେ ଗୋଟିଏ ପରିବାରର ୩ ଭାଇଙ୍କୁ ବର୍ବୋରଚିତ...
video

ପ୍ରଥମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ

ପାଣିରେ ବୁଡି ପ୍ରଥମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ  । ମାଲକାନଗିରି ଜିଲ୍ଲା ବଙ୍ଗଲା ଆବାସିକା ବିଦ୍ୟାଳୟରେ ଘଟିଛି ଏଭଳି ଅଘଟଣ । ଘଟଣାକୁ ନେଇ ଆବାସିକ ବିଦ୍ୟାଳୟରେ ଉତ୍ତେଜନା । ବିଦ୍ୟାଳୟର ପ୍ରଥମ ଶ୍ରେଣୀ ଛାତ୍ର ଅମିତ କାଲେକୁରାଙ୍କ ପାଣିରେ...
video

ଧାନ ରଖି ଧାରଣା

ଚାଷୀଙ୍କ ପିଛା ଛାଡୁନି ମଣ୍ଡି ସମସ୍ୟା । ଦିନକୁ ଦିନ ତେଜୁଛି ଚାଷୀ ଆନେ୍ଦାଳନ । କଳାହାଣ୍ଡି ଜିଲ୍ଲା ଧର୍ମଗଡ ସହର ଚାରି ଛକରେ ଚାଷୀମାନେ ରାସ୍ତାରୋକ କରିଛନ୍ତି । ପ୍ରତିଶ୍ରୁତି ଦିଆଯାଇ ଧାନ ଉଠାନଯିବା ପ୍ରତିବାଦରେ ଚାଷୀମାନେ ରାସ୍ତାରେ...

ରସଗୋଲା ଦିବସ

ରାଜ୍ୟରେ ପ୍ରତିବର୍ଷ ଶ୍ରୀ ଚତୁର୍ଦ୍ଧା ମୂର୍ତ୍ତିଙ୍କ ନୀଳାଦ୍ରି ବିଜେ ତିଥୀରେ ପାଳନ କରାଯାଏ ରସଗୋଲା ଦିବସ । ଐତିହାସିକ ଓ ଗବେଷକଙ୍କ ମତରେ ଦ୍ୱାଦଶ ଶତାଦ୍ଦୀରୁ ନୀଳାଦ୍ରି ବିଜେ ସମୟରେ ମହାଲକ୍ଷ୍ମୀଙ୍କୁ ରସଗୋଲା ଉପହାର ଦେବା ବହୁ ପୁରାତନରୁ ଚାଲି ଆସୁଛି...

ନୀଳାଦ୍ରି ବିଜେ କରିବେ ଚତୁର୍ଦ୍ଧା ମୂର୍ତ୍ତି

ମହାପ୍ରଭୁ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଘୋଷ ଯାତ୍ରା ଶେଷ ହୋଇଛି । ଆଜି ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ନୀତି ଅୁଷ୍ଟିତ ହେବ । ପବିତ୍ର ଘୋଷଯାତ୍ରା ଅନ୍ତିମ ପର୍ବ ହେଉଛି ନୀଳାଦ୍ରି ବିଜେ । ମହାପ୍ରଭୁ ଜଗନ୍ନାଥ ବଡଭାଇ ବଳଭଦ୍ର ଏବଂ...

ସୁନାବେଶରେ ଭାବ ବିନୋଦିଆ କାଳିଆ ସାଆନ୍ତ

ଶ୍ରୀ ମନ୍ଦିରର ରତ୍ନ ସିଂହାସନକୁ ଛାଡି ମାଉସୀ ଘରୁ ନବଦିନାତ୍ମକ ଯାତ୍ରା ଶେଷ ପରେ ବଡ ଭାଇ ବଳଭଦ୍ର ଏବଂ ଅଲିଅଳି ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ସିଂହଦ୍ୱାର ନିକଟରେ ପହଞ୍ଚିଛନ୍ତି ବଡ ଦେଉଳର ବଡ ଠାକୁର ଜଗନ୍ନାଥ ।...

ବନବିଭାଗକୁ ବଡ ସଫଳତା

ନୂଆପଡା ଜିଲ୍ଲା ଖଡିଆଳ ଓ ବୋଡେନ ବନବିଭାଗର ମିଳିତ ଚଢାଉରେ ବନବିଭାଗକୁ ମିଳିଛି ବଡ ସଫଳତା । ଏକ ସମ୍ବରକୁ ଶିକାର କରିଥିବା ଅଭିଯୋଗରେ ବନବିଭାଗ ୫ ଜଣକୁ ଗିରଫ କରିଥିବା ବେଳେ ୨୭ ଜଣକୁ ପଚରାଉଚୁରା ଜାରି ରଖିଛି...
- Advertisement -

Latest article

ପାଣିକୁଣ୍ଡରୁ ମିଳିଲା ନିଖୋଜ ଦ୍ବିତୀୟ ଶ୍ରେଣୀ ଛାତ୍ରୀଙ୍କ ମୃତଦେହ

ଭୁବନେଶ୍ବର: ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ (RIE)ର ଡେମୋନଷ୍ଟ୍ରେସନ୍ ମଲ୍ଟିପର୍ପୋଜ୍ (ଡିଏମ୍) ସ୍କୁଲର ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିବା ୨ୟ ଶ୍ରେଣୀ ଛାତ୍ରୀ ନିଖୋଜ ଘଟଣା। ସ୍କୁଲ୍ ପଛ ପଟେ ଥିବା ପୋଲିସ ରିଜର୍ଭ...

ଜାପାନରେ ବଡ ଭୂକମ୍ପ, ୭.୧ ତୀବ୍ରତା; ସୁନାମୀ ଆଲର୍ଟ ଜାରି

ନୂଆଦିଲ୍ଲୀ: ଆଜି ଜାପାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ୭.୧ ରେକର୍ଡ କରାଯାଇଛି । ସମୁଦ୍ରରେ ଉଚ୍ଚ ଉଚ୍ଚ ଲହରି ଆସିବା ନେଇ ସତର୍କ ସୂଚନା ଜାରି କରାଯାଇଛି...

ଆଜି ପବିତ୍ର ସୁନାବେଶ:ବାହୁଡ଼ା ଯାତ୍ରା ସମୟରେ ଅଣନିଶ୍ବାସୀ ହୋଇ ଜଣଙ୍କର ମୃତ୍ୟୁ

ପୁରୀ : ଆଜି ଆଷାଢ଼ ଶୁକ୍ଳ ଏକାଦଶୀ ତିଥିରେ ମହାପ୍ରଭୁଙ୍କର ପବିତ୍ର ସୁନାବେଶ ଅନୁଷ୍ଠିତ ହେବ l ମହଣ ମହଣ ସୁନାରେ ଛାଉଣି ହେବେ ମହାପ୍ରଭୁ lସୁନାବେଶ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ଅନୁଯାୟୀ,...