ସହରାଞ୍ଚଳର ବସ୍ତିବାସିନ୍ଦାଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ. ବୁଧବାର ଜନତା ମଇଦାନରେ ମୁଖ୍ୟମନ୍ତ୍ରୀ 10 ହଜାର ଗରିବ ବସ୍ତି ବାସିନ୍ଦାଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ କରିଛନ୍ତି. ‘ଆବାସ ଯୋଜନା’ରେ ଗରିବ ଲୋକମାନେ ସରକାରଙ୍କଠାରୁ ସ୍ଥାୟୀ ଘର ପାଇପାରିବେ. ଏହି ସମାବେଶରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ‘ମୁଁ ସବୁବେଳେ ଆପଣମାନଙ୍କ ସହ ଅଛି. ଗରିବଙ୍କ ସାଥିରେ ଅଛି ଆଉ ଗରିବଙ୍କ ପାଇଁ କାମ କରୁଥିବି’. ପଟ୍ଟା ପାଇ ବସ୍ତି ବାସିନ୍ଦା ବେଶ ଖୁସି ଥିବା ପ୍ରକାଶ ପାଇଛି.

 

LEAVE A REPLY

Please enter your comment!
Please enter your name here