ବାଇକ ଆରୋହୀ ମୃତ
ମାଲକାନଗିରି ଜିଲ୍ଲା କତାମେଟା ନିକଟରେ ମଟର ସାଇକେଲ ଓ ବସ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି ।ନୀଳକଣ୍ଠେଶ୍ୱେର ନାମକ ଏକ ଘରୋଇ ବସ ମାଲକାନାଗିରି ଅଭିମୁଖେ ଆସୁଥିବା ବେଳେ କତାମେଟା ନିକଟରେ ଏକ ମଟର...
୭କେଜି ୫ଶହ ଗ୍ରାମ ଗଞ୍ଜେଇ ଜବତ
ଅଭିନବ ଢଙ୍ଗରେ ଗଞ୍ଜେଇ ଚାଲାଣ । ବ୍ୟାଗରୁ ଜବତ ହେଲା ୭ କେଜି ୫ ଶହ ଗ୍ରାମ ଗଞ୍ଜେଇ । ରାୟଗଡା ଜିଆରପି ଓ ଆରପିଏଫଙ୍କ ଦ୍ୱାରା ପାଟ୍ରୋଲିଂ ଚାଲୁଥିବା ସମୟରେ କଳା ବ୍ୟାଗ ଧରି ବସିଥିବା ଜଣେ ଯୁବକଙ୍କୁ...
ଆରସିଇଏମର ରୌପ୍ୟ ଜୟନ୍ତୀ ସମାରୋହ
ଆରସିଇଏମର ରୌପ୍ୟ ଜୟନ୍ତୀ ସମାରୋହକ୍ଷୁଦ୍ର କ୍ଷୁଦ୍ର ଜଳବିନ୍ଦୁ ବି ଟାଇଟାନିକ ଜାହଜକୁ ଡୁବାଇ ଦିଏ, ସୁକ୍ଷ୍ମ ବୁଦ୍ଧି ଦ୍ୱାରା ବ୍ରହ୍ମାସ୍ତ୍ର ତିଆରି ହୁଏ । ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ସ୍ଥିତ ଆରସିଇଏମର ରୌପ୍ୟ ଜୟନ୍ତି ସମାରୋହରେ ଯୋଗଦେଇ ରାଜ୍ୟପାଳ ପ୍ରଫେସର ଗଣେଶୀ...
କାନନ ବିହାରରେ ଲୁଟେରାଙ୍କ ଲୁଟପାଟ୍
ରାତି ପ୍ରାୟ ୨ଟା ୪୫ ମିନିଟ୍ । ଘର ଭିତରେ ପଶିଲେ ୧୨ରୁ ୧୫ଜଣ ଲୁଟେରା । ହାତରେ ଥିଲା ଖଣ୍ଡା ଓ ଭୁଜାଲି । ଘରେ ଥିବା ଛୋଟ ପିଲାର ବେକରେ ଛୁରି ଲଗାଇ ପରିବାରର ଅନ୍ୟ ସମସ୍ତଙ୍କ...
ରାଜନୀତି କରିବେ କର୍ମଚାରୀ ନେତା ପ୍ରଭାତ ମହାନ୍ତି !
ନିର୍ବାଚନ ମଇଦାନକୁ ଓହ୍ଲାଇବେ କର୍ମଚାରୀ ନେତା ପ୍ରଭାତ ମହାନ୍ତି I ଦୀର୍ଘବର୍ଷ ଧରି ବନ ବିଭାଗରେ କାର୍ଯ୍ୟ କରି ଅବସର ଗ୍ରହଣ କରିଥିବା ପ୍ରଭାତଙ୍କର କର୍ମଚାରୀ ନେତା ଭାବେ ଲୋକପ୍ରିୟତା ରହିଛି I ଓଡିଶା କର୍ମଚାରୀ ମହାମଞ୍ଚର ଆବାହକ ଥିବା...
ରାୟଗଡାରେ ମହିଳା ସମାବେଶକୁ ଉଦବୋଧନ ଦେଲେ ନବୀନ
ରାୟଗଡାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ. ମହିଳା ସଶକ୍ତିକରଣ ସମାବେଶରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମହିଳାଙ୍କ ବିକାଶକୁ ତାଙ୍କ ସରକାର ପ୍ରାଧାନ୍ୟ ଦେଉଛି ବୋଲି କହିଛନ୍ତି. ଏହି ସମାବେଶରେ ମୁଖ୍ୟମନ୍ତ୍ରୀ ୫୩୨ କୋଟି ୫୮ଲକ୍ଷ ୫୧ ହଜାର ଟଙ୍କା ବ୍ୟୟ ଅଟକଳରେ ୪୮...
ବିଦେଶରେ ଓଡିଆ ଝିଅକୁ ସ୍ୱର୍ଣ୍ଣ
ମସ୍କୋରେ ଆୟୋଜିତ Moscow Wushu Stars-2019 Championship ରେ ବାଜି ମାରିଲେ ଓଡିଆ ଝିଅ ମଞ୍ଜୁ ମୁଣ୍ଡା. ମଞ୍ଜୁଙ୍କ ଏହି ସଫଳତା ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ. କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ ଅନ୍ତର୍ଗତ ସିଆଳିଯୋଡାର...
ଗଛରେ ପିଟି ହେଲା ବୋଲେରୋ; 10 ଆହତ, 3 ଗୁରୁତର
ପୁରୀ ଜିଲ୍ଲା ଗୋପ ଅନ୍ତର୍ଗତ ତହସିଲ ଛକରେ ଏକ ପିକନିକ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି. ଫଳରେ ଦୁର୍ଘଟଣାରେ 10 ଜଣ ଆହତ ହୋଇଥିବା ବେଳେ 3 ଜଣ ଗୁରୁତର ହୋଇଛନ୍ତି. ଖବର ପାଇବା ପରେ ଗୋପ ଅଗ୍ନିଶମ ବିଭାଗ ତରଫରୁ...
ଗୁଣି ଗାରେଡି ସନ୍ଦେହରେ ହତ୍ୟା
ଅନ୍ଧବିଶ୍ୱାସର କରୁଣ କାହାଣୀ । ଗୁଣି ଗାରେଡି ସନ୍ଦେହରେ ଗୋଟିଏ ପରିବାରର ତିନି ଜଣକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଏଭଳି ଚାଞ୍ଚଲ୍ୟ ଘଟଣା ଘଟିଛି ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକରେ । ନିର୍ମମ ଭାବେ ହତ୍ୟା କରିବା...
ଏଆଇଏସଏଫର ବିକ୍ଷୋଭ
ମାଟ୍ରିକ ପରୀକ୍ଷା ଆରମ୍ଭରୁ ବାରମ୍ବାର ପ୍ରଶ୍ନପତ୍ର ଭାଇରାଲ ହେବା ଘଟଣାକୁ ଅଖିଳ ଭାରତ ଛାତ୍ରସଂଘ ଓଡିଶା ରାଜ୍ୟ ପରିଷଦ ଏହାକୁ ଦୃଢ ନିନ୍ଦା କରିଛି । କେବଳ ନିନ୍ଦା କରିନାହାଁନ୍ତି, ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ଓ...















