ପାଣି ଘେରରେ କୋଣାର୍କ
ଅର୍କକ୍ଷେତ୍ର କୋଣାର୍କରେ ପ୍ରବଳ ବର୍ଷା । ଦୁଇ ଦିନର ଲଗାଣ ବର୍ଷାରେ କୋଣାର୍କ ସୂର୍ଯ୍ୟମନ୍ଦିର ପରିସର ଜଳମଗ୍ନ ହୋଇଛି । ଫଳରେ ଦେଶ ବିଦେଶର ପର୍ଯ୍ୟଟକମାନେ ନାହିଁ ନଥିବା ହଇରାଣ ହୋଇଛନ୍ତି । ବର୍ଷା ଯୋଗୁଁ କୋଣାର୍କକୁ ବୁଲିବାକୁ ଆସିଥିବା...
ବିଜେପୁର ବିଜୟ ପରେ ନବୀନ ନିବାସରେ ରୀତା ସାହୁ
ନବୀନ ନିବାସରେ ବିଜେପୁର ବିଧାୟିକା ରୀତା ସାହୁ | ବିଜେପୁରରେ ଐତିହାସିକ ବିଜୟ ହାସଲ କରିବା ପରେ ନିଜ ସମର୍ଥକଙ୍କ ସହ ମିଶି ନବୀନ ନିବାସରେ ପହନ୍ଚିଛନ୍ତି ରୀତା | ନବୀନ ନିବାସରେ ପହଂଚି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ...
ନକ୍ସଲଙ୍କ ପକ୍ଷରୁ ୨୪ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା
ଆଜି ୨୪ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦେଇଛନ୍ତି ନକ୍ସଲ | କିଛି ଦିନର ନିରବତା ପରେ ପୁଣି ଥରେ ନିଜ ସ୍ଥିତି ଜାହିର କରିବା ସହ ପୁଲିସ୍ର କାର୍ଯ୍ୟକଳାପକୁ ବିରୋଧ କରି ସିପିଆଇ ନକ୍ସଲ ସଂଗ୍ରଠନ ପକ୍ଷରୁ...
ଲଗାଣ ବର୍ଷା ଯୋଗୁଁ ସ୍କୁଲ ଛୁଟି, ଟ୍ରେନ ବାତିଲ୍
ଲଗାଣ ବର୍ଷା ଯୋଗୁଁ ଇଷ୍ଟକୋଷ୍ଟ ରେଲୱେର ଟ୍ରେନସେବା ପ୍ରଭାବିତ ହୋଇଛି । ଆଜି ବିଶାଖାପାଟଣା-ବ୍ରହ୍ମପୁର ପାସେଞ୍ଜର ଟ୍ରେନ ଉଭୟ ପଟୁ ବାତିଲ କରାଯାଇଛି । ଆସନ୍ତାକାଲି ବ୍ରହ୍ମପୁରରୁ ଛାଡିବାକୁ ଥିବା ବ୍ରହ୍ମପୁର-ବିଶାଖାପାଟଣା ପାସେଞ୍ଜର ମଧ୍ୟ ବାତିଲ କରାଯାଇଛି । ବିଶାଖାପାଟଣା...
କେବିସିର ହଟ୍ ସିଟ୍ ରେ ଦୂତୀ
ପ୍ରଥମେ ଭୋଗ ମାଗାଜିନ୍ । ଏବେ ଲୋକପ୍ରିୟ କାର୍ଯ୍ୟକ୍ରମ କୋନ ବେନେଗା କରୋଡପତି । ବିଗ୍ ବିଙ୍କ ସହ ସିଟ୍ ସେଆର କରିଛନ୍ତି ଓଡିଆ ସ୍ପ୍ରିଣ୍ଟର ଦୂତୀ ଚାନ୍ଦ । କୋଟି କୋଟି ଦର୍ଶକଙ୍କ ପ୍ର୍ରିୟ କାର୍ଯ୍ୟକ୍ରମ କେବିସିରେ...
ଛୁରୀ ଭୁସିଲା ଜୀବନ ନେଲା
ମାଲକାନଗିରିରେ ଚାଞ୍ଚଲ୍ୟ । ପାରିବାରିକ ବିବାଦର ସମାଧାନ ପାଇଁ ଗାଁରେ ସଭା ଚାଲିଥିବାବେଳେ ଉନ୍ମତ ଯୁକର ଛୁରିମାଡରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪ ଜଣ ଆହାତ ହୋଇଛନ୍ତି । ଏ ଜଘନ୍ୟ କାଣ୍ଡ ଘଟାଇଛି କାଲିମେଳା ଏମଭି ୩୩...
ଫସର ଫାଟିବ ଦୀପାବଳି !
ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ | ଏହାର ପ୍ରଭାବରେ ଆସନ୍ତାକାଲିଠୁ ଆରମ୍ଭ ହୋଇଯିବ ବର୍ଷା | ୭ଟି ଜିଲ୍ଲାରେ ସ୍ୱଳ୍ପ ମଧ୍ୟମ ଧରଣର ବର୍ଷା ହେବ | ଭାରତ ସମେତ ଓଡ଼ିଶାର କେତେକ ସ୍ଥାନରେ ପ୍ରବଳ ବର୍ଷା ଲାଗିରହିବ...
୧୪ଟି କାଉଂଟ ଟେବୁଲରେ ୫ ପ୍ରାର୍ଥୀଙ୍କ ହେବ ଭାଗ୍ୟ କାଉଣ୍ଟିଙ୍ଗ
ବିଜେପୁରରେ କିଏ ମାରିବ ବାଜିମାତ, ତାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା | ମତଦାତାମାନେ ନିଜ ପସନ୍ଦର ନେତା ବାଛି ସାରିଛନ୍ତି | ଏବେ ଅପେକ୍ଷା ଫଳାଫଳକୁ | ତେବେ ଆସନ୍ତା ୨୪ରେ ଜଣାପଡ଼ିବ କିଏ ଜିତିଲା ବିଜେପୁର ବାଜି...
ଜୋତା ପଲିସ୍ କରୁଛନ୍ତି ପୂର୍ବତନ ଏସପି
ହାତରେ ଜୋତା । ରାସ୍ତା କଡରେ ଚାଲିଛି ଜୋତା ପଲିସ । ଏ ପଲିସ କୌଣସି ମୋଚି କରୁନାହାଁନ୍ତି ବରଂ ପଲିସ କରୁଛନ୍ତି ପୂର୍ବତନ ଭିଜିଲାନ୍ସ ଏସପି । ପୋଲିସ ବ୍ୟବସ୍ଥାରେ ପରିବର୍ତ୍ତନ ପାଇଁ ଏସପିଙ୍କ ଏଭଳି...
୧୪ ହସ୍ପିଟାଲ ଓ ସର୍ପିଂ ମଲକୁ ନୋଟିସ୍
ପାର୍କିଂ ଫି ଆଦାୟ ନକରିବା ନେଇ ଜାରି ହୋଇଥିବା ନିର୍ଦେଶକୁ ନମାନିବା ନେଇ ରାଜଧାନୀରେ ଏସପ୍ଲାନେଡ୍ ସମେତ ୧୦ଟି ସପିଂ ମଲ ସହିତ ତିନିଟି ହସ୍ପିଟାଲକୁ ନୋଟିସ୍ ଜାରି କରାଯାଇଛି | ଏନେଇ ସୂଚନା ଦେଇଛନ୍ତି ବିଡିଏ ଯୋଜନା ସଦସ୍ୟ...


















