ନିଜ ଏରିଆରେ ମନ୍ତ୍ରୀଙ୍କର କେବେ ପଡିବ ନଜର?
ସ୍କୁଲ ଅଛି, ଶିକ୍ଷକ ଶିକ୍ଷୟତ୍ରୀ ଅଛନ୍ତି, ପିଲା ବି ଅଛନ୍ତି, ହେଲେ ପାଠପଢା ଠପ୍ । ବିଡମ୍ବନାର ବିଷୟ ଯେ, ୮୫ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ପାଠପଢାରୁ ବ ଞ୍ଚିତ ହେଉଛନ୍ତି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଖୋଦ...
ରାୟଗଡାରେ ଲାଗିଲା ମାଓ ପୋଷ୍ଟର
ରାୟଗଡା ଜିଲ୍ଲା ବିଷମକଟକ ଥାନା ଅନ୍ତର୍ଗତ ଚାଟିକୋଣା ଗ୍ରାମରେ ପୁଣି ଲାଗିଲା ମାଓ ପୋଷ୍ଟର । ସିପିଆଇ ପକ୍ଷରୁ ଏହି ପୋଷ୍ଟର ଲଗାଯାଇଥିବା ଜଣାପଡିଛି । ଏହି ପୋଷ୍ଟରରେ ମାୟାବାଲି ଗ୍ରାମର ସିତୁନ ସିକକାକୁ ତୁରନ୍ତ ଜେଲରୁ ଖଲାସ କରିବା...
ଉବୁଟୁବୁ ରାଜଧାନୀ
ଅସରାଏ ବର୍ଷାରେ ବେହାଲ ସ୍ମାର୍ଟ ସିଟି ଭୁବନେଶ୍ୱର । ଟ୍ରପ ଲାଇନ ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ବର୍ଷା ଜାରି ରହିଥିବା ବେଳେ ଭୁବନେଶ୍ୱରରେ ମଧ୍ୟ ବର୍ଷା ହୋଇଛି । କେବଳ ୪୫ ମିନିଟର ବର୍ଷାରେ ରାଜଧାନୀ ଭୁବନେଶ୍ୱରର ଅଧିକାଂଶ...
ପ୍ରତିଶୋଧ ନେଲେ ଶାହ!
ଯୁଗ ବଦଳିବା ସହିତ ସମୟ ବି ବଦଳି ଥାଏ । ଆଉ ସମୟ ବଦଳିବା ସହିତ ମଣିଷର ଭାଗ୍ୟ ବି ବଦଳିଥାଏ । ଆଉ ଏହି ଭାଗ୍ୟଚକ୍ର କେତେବେଳେ ରାଜଗାଦିରେ ବସାଏ ତ ପୁଣି କେତେବେଳେ ଜେଲର ଚାରି କାନ୍ଥ...
ସାମ୍ବାଦିକତା ଛାତ୍ରଛାତ୍ରୀଙ୍କୁ ମନ୍ତ୍ର ଦେଲେ ପୋଲିସ ଏଡିଜି
ବିଜେବି କଲେଜ ସାମ୍ବାଦିକତା ବିଭାଗରେ ନୂତନ ଭାବେ ଯୋଗଦେଇଥିବା ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କଲେଜ ପକ୍ଷରୁ ସ୍ୱାଗତ କରାଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରଫେସର ସୁପ୍ରଭା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୋଲିସି ଏଡିଜି ଡଃ ସତ୍ୟଜିତ ମହାନ୍ତି...
ଅଲଗା ହେବ +୨ ଓ +୩
ଏଣିକି ଗୋଟିଏ କଲେଜରେ ଯୁକ୍ତ ୩ ସହ ରହିବନି ଯୁକ୍ତ ୨ । ନୂତନ ନିଯୁକ୍ତ ପ୍ରକ୍ରିୟା ଶେଷ ହେବା ପରେ ଏହି ନିୟମ ଲାଗୁ କରାଯିବ ବୋଲି ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ପ୍ରତିକ୍ରିୟା ଦେଇଛନ୍ତି ।...
ପିଆଜ ଦର ଆକାଶ ଛୁଆଁ
ପିଆଜ ଦରକୁ ନେଇ ଏବେ ଚିନ୍ତାଗ୍ରସ୍ତ ଲୋକେ । ଯେଉଁ ପିଆଜ ଦର ସପ୍ତାହେ ଆଗରୁ କିଲୋ ପିଛା ୨୦ରୁ ୨୫ ଟଙ୍କା ଥିଲା,ଏବେ ତାହା କିଲୋ ପିଛା ୩୫ଟଙ୍କା ଛୁଇଁଲାଣି । ଦର ହୁ ହୁ ହୋଇ ବଢୁଥିବା...
ଟ୍ରକ ଧକ୍କାରେ ଦୁଇ ମୃତ
ବାଲୁଗାଁ ୧୬ ନଂ ଜାତୀୟ ରାଜପଥ ବେଲପଡାଠାରେ ଭୁବନେଶ୍ୱରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ ମାଲ ବୋଝେଇ ଟ୍ରକ ରାସ୍ତା କଡରେ ଠିଆ ହୋଇଥିବା ଅନ୍ୟ ଏକ ପଥର ବୋଝେଇ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ...
ମଧ୍ୟାନ ଭୋଜନ ଖାଇ ଅସୁସ୍ଥ
ମଧ୍ୟାନ ଭୋଜନ ଖାଇ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଟେମ୍ପୋରାରୀ କଲୋନୀରେ ଥିବା ପ୍ରାଇମେରି ପ୍ରାଥମିକ ଆବାସିକ ବିଦ୍ୟାଳୟରେ ୩୩ ଜଣ ଛାତ୍ରୀ ଅସୁସ୍ଥ ହୋଇଥିବା ଅଭିଯୋଗ ହୋଇଛି । ମଧ୍ୟାନ ଭୋଜନରେ ସେମାନେ ଭାତ,ଡାଲି ଓ ଭଜା ଖାଇଥିବା...
ବାହର ପଟୁ ତାଲା ମାରି ବିଧାୟକଙ୍କ ଗାଡି ଜାଳିଲେ..
ବିଧାୟକଙ୍କ ଗାଡି ଜାଳିଲେ ଦୁବୃର୍ତ୍ତ । ତାଳଚେର ବିଧାୟକ ବ୍ରଜ ପ୍ରଧାନଙ୍କ ସରକାରୀ ବାସଭବନରେ ଅଗ୍ନିକାଣ୍ଡ ହୋଇଛି । ଅଗ୍ନିକାଣ୍ଡରେ ଦୁଇଟି ୪ ଚକିଆ ଗୋଟିଏ ବାଇକ୍ ଜଳି ଯାଇଛି । ଅଗ୍ନିକାଣ୍ଡର କାରଣ ଏଯାଏ ଅସ୍ପଷ୍ଟ ରହିଛି ।...

















