ଜଗଦଲପୁର ଓ ଜୁନାଗଡକୁ ପୃଥକ ଟ୍ରେନ୍
ରେଳଯାତ୍ରୀଙ୍କ ପାଇଁ ଖୁସୀ ଖବର । ଭୁବନେଶ୍ୱରରୁ ଜୁନାଗଡ ଏବଂ ଭୁବନେଶ୍ୱରରୁ ଜଗଦଲପୁରକୁ ଏଣିକି ୨ଟି ପୃଥକ ଟ୍ରେନ୍ ଚଳାଚଳ କରିବ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ପିୟୁଷ ଗୋଏଲ । ପୂର୍ବରୁ ଗୋଟିଏ ଟ୍ରେନ ଭୁବନେଶ୍ୱରରୁ...
ସଫା ହେଉଛି ମେଘନାଦଙ୍କ ସମ୍ମୁଖ
ଆଜି ସକାଳ ୬ଟାରୁ ଶ୍ରୀକ୍ଷେତ୍ର ପୁରୀରେ ଆରମ୍ଭ ହୋଇଛି ଜବରଦଖଲ ଉଚ୍ଛେଦ ପକ୍ରିୟା । ଶ୍ରୀ ମନ୍ଦିର ଚାରିପାଖ ଅର୍ଥାତ୍ ମେଘନାଦ ପାଚେରୀକୁ ଲାଗି ରହିଥିବା ସରକାରୀ ଏବଂ ଘରୋଇ ନିର୍ମାଣଧିନ କୋଠା ଗୁଡିକରୁ ଆରମ୍ଭ ହୋଇଛି ଜବରଦଖଲ ଉଚ୍ଛେଦ...
ଜଳିଗଲା ଲକ୍ଷାଧିକ ଟଙ୍କାର ଡ୍ରେସ୍
ଖୋର୍ଦ୍ଧା ମାର୍କେଟ କମ୍ଲେସରେ ଅଗ୍ନିକାଣ୍ଡ । ଦୁଇଟି ଡ୍ରେସ ଦୋକାନ ସଂମ୍ପୂର୍ଣ୍ଣ ଜଳି ଯାଇଥିବା ସୁଚନା ମିଳିଛି । ପୁରୁଣା ବସ ଷ୍ଟାଣ୍ଡରେ ଥିବା ଏକ ମାର୍କେଟ କମ୍ଲେସରେ ଅଗ୍ନିକାଣ୍ଡ ଘଟିଥିବାବେଳେ ଲକ୍ଷାଧିକ ଟଙ୍କାର ଡ୍ରେସ୍ ଏବଂ ଆସବାବ ପତ୍ର...
ଆତଙ୍କିତ ଅବସ୍ଥାରେ ଲୋକେ
ଘର ଭିତରେ ସୁଅ ଛୁଟାଇ ଲହଡୀ ମାରୁଛି ଅମାନିଆ ବନ୍ୟାପାଣି । ରାତି ଅଧରେ ହଠାତ ବନ୍ୟାପାଣି ଘରେ ପଶିଯିବାରୁ ଭାସୁଛି ସବୁ ଆସବାବ ପତ୍ର । ଏ ହେଉଛି ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକର ବୁଢାମରା ଗାଁର ଦୃଶ୍ୟ...
ବଢୁଛି ଜଳକା ନଦୀର ଜଳସ୍ତର
ବଢୁଛି ଜଳକା ନଦୀର ଜଳସ୍ତର । ବାଲେଶ୍ୱର ବସ୍ତା ବ୍ଲକ ଦେଇ ପ୍ରଭାବିତ ଜଳକା ନଦୀରେ ଜଳସ୍ଥର ବୃଦ୍ଧି ପାଇବାରେ ଲାଗିଛି । ଏହା ଏବେ ବିପଦ ସଙ୍କେତ ଉପରେ ପ୍ରଭାବିତ ହେଉଛି । ନଦୀର ବିପଦ ସଙ୍କେତ...
ଅଧାରେ ରହିଲା ଖୁଦୁରୁକୁଣୀ ଓଷା
ଅଧାରେ ରହିଲା ଖୁଦୁରୁକୁଣୀ ଓଷା । ଫୁଲ ତୋଳା ହେଲା କାଳ । କଟକ ବିଶମନଗର ଅଞ୍ଚଳରେ ନଦୀରେ ବୁଡିଯାଇ ଯବୁତୀଙ୍କ ସଲିଳ ସମାଧି । ଖୁଦୁରୁକୁଣୀ ଓଷା କରିବା ପାଇଁ ସକାଳୁ ନଦୀକୁ ଫୁଲ ତୋଳିବାକୁ...
ଥାନାକୁ ଗଲା ପୋଷ୍ଟର ମାମଲା
ଥାନାକୁ ଗଲା ଫିଲ୍ମ ‘ମିଷ୍ଟର କହ୍ନେୟା’ ପୋଷ୍ଟର ବିବାଦ । ମହିଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ସାମାଜିକ କର୍ମୀ । ସାମାଜିକ କର୍ମୀ ଲିଙ୍କନ ସୁବୁଦ୍ଧିଙ୍କ ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ । ଫିଲ୍ମରେ ମହିଳାମାନଙ୍କୁ ଅପମାନିତ କରାଯାଇଥିବା...
ପିଛା ଛାଡୁନି ବିବାଦ
ଓଡିଆ ଫିଲ୍ମ ପୋଷ୍ଟରକୁ ନେଇ ପୁଣି ଥରେ ବିବାଦରେ ଆସିଛନ୍ତି ହାସ୍ୟ ଅଭିନେତା ପପୁ ପମ ପମ । ରିଲିଜ ହେବାକୁ ଥିବା ଓଡିଆ ଫିଲ୍ମ ‘ମିଷ୍ଟର କହ୍ନେୟା’ ପୋଷ୍ଟରକୁ ନେଇ ଏଭଳି ବିବାଦ ଆସିଛି । ଏଥିରେ ମହିଳାଙ୍କୁ...
ସୋଲାର ସାଇକେଲ
ସାଧାରଣ ସାଇକେଲ ପରି ଲାଗୁଥିଲେ ମଧ୍ୟ ଏହା ପୁରାପୁରି ଡିଫରେଣ୍ଟ । ପେଡାଲ୍ ନୁହେଁ ବରଂ ଅଟୋ ଗିଅରରେ ଚାଲୁଛି ଏହି ସାଇକେଲ । ବୌଦ୍ଧ ଜିଲ୍ଲା ଗୋହିପିଟା ଗାଁର ଆକାଶ ମେହେର ଉଦଭାବନ କରିଛନ୍ତି ଏହି ସୋଲାର ଅଟୋ...
ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ତୀର ମାଡ
ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ତୀର ମାଡ । ତୀର ମାଡରେ ଅନୁଗୁଳ ଜିଲ୍ଲା ପାଲଲହଡା ବ୍ଲକ ଜମଡିହ ଗାଁର ଯୁବକ ଗୁରୁ ଧିବର ଗୁରୁତର । ଛେଳି ଚରାଇବାକୁ ଯାଉଥିବାବେଳେ ଗୁରୁ ଧିବରଙ୍କୁ ସେହି ଗାଁର ଜୁଲୁମ ସିଂହ ତୀରମାଡ...
















