କେନ୍ଦ୍ରାପଡାରେ କାଳିଆ
ଚାଷୀଙ୍କ ଉନ୍ନତିରେ ଦେଶର ଉନ୍ନତି । ଭୂମିହୀନ ଚାଷୀଙ୍କୁ ସହାୟତା ମିଳିଲେ ସେମାନେ ନିଜ ଜୀବନ ଓ ଜୀବିକାରେ ଉନ୍ନତି ଆଣିପାରିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର କେନ୍ଦ୍ରାପଡା କାଳିଆ ଚାଷୀ ମହାସମାବେଶରେ ଯୋଗ ଦେଇ ଏହା କହିଛନ୍ତି...
ଖୁଣ୍ଟରେ ବାନ୍ଧିଲେ , ନିର୍ଧୁମ ଛେଚିଲେ
ଘରେ ଟ୍ୟୁସନ ଦେବା ନାଁ ରେ ଯୌନ ନିର୍ଯ୍ୟାତନା. ନୟାଗଡ ଜିଲ୍ଲାର ବିଜିପୁର ହାଇସ୍କୁଲର ଶିକ୍ଷକ ବିଶ୍ୱ ନାଥ ମୁଦୁଲି ଘଟାଇଛନ୍ତି ଏହି କାଣ୍ଡ .ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଘରେ ଟ୍ୟୁସନ ଦେବା ନାଁ ରେ ଦେଇଥିଲେ ଏହି...
ମାଓବାଦୀଙ୍କ ନୂଆ ରଣନୀତି
କେଉଁଠି ଭଙ୍ଗାରୁଜା ତ କେଉଁଠି ଜଳାପୋଡା. ଆଉ କେଉଁଠି ଲୋକଙ୍କୁ ଘରୁ ଡାକିନେଇ ହତ୍ୟା. ଏତେ ସବୁ କାଣ୍ଡ ପରେ ମାଓବାଦୀଙ୍କ ଏକ ଅଜବ ଦୃଶ୍ୟ ଏବେ ସାମ୍ନାକୁ ଆସିଛି. ଚାରିଆଡେ ଉନ୍ମତ୍ତ କାଣ୍ଡ ରଚାଉଥିବା ମାଓବାଦୀମାନେ ଏବେ ଏକ...
ଶିଳ୍ପଦ୍ୟୋଗୀଙ୍କ ଦିନିକିଆ କର୍ମଶାଳା
ରାୟଗଡାରେ ଶିଳ୍ପଦ୍ୟୋଗୀମାନଙ୍କୁ ନେଇ ଏକ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି. ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶିଳ୍ପ ବିଭାଗର ନିର୍ଦ୍ଦେଶକ ପି.ଜେ ନାଥ ଯୋଗ ଦେଇ ଶିଳ୍ପଦ୍ୟୋଗୀମାନଙ୍କୁ ଉତ୍ସାହିତ କରିଥିଲେ. ଏହି କର୍ଶାଳାରେ ଶିଳ୍ପ ସଂପର୍କିତ କାର୍ଯ୍ୟ ଉପରେ...
ମୁଖ୍ୟମନ୍ତ୍ରୀଙ୍କ ମୁମ୍ବାଇ ଗସ୍ତ
ଗୁରୁବାର ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମୁମ୍ବାଇ ଗସ୍ତ କରିଛନ୍ତି. ମୁମ୍ବାଇରେ ଆୟୋଜିତ ସ୍ପୋର୍ଟ୍ସଷ୍ଟାର ଆୱାର୍ଡ କାର୍ଯ୍ୟକ୍ରମରେ ନବୀନ ଯୋଗ ଦେବେ ବୋଲି ସୂଚନା ମିଳିଛି. ସନ୍ଧ୍ୟାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ. ମୁଖ୍ୟମନ୍ତ୍ରୀ ସେଠାରେ ଉପସ୍ଥିତ...
12 ଘଣ୍ଟିଆ ବଣାଇ ବନ୍ଦ
ସୁନ୍ଦରଗଡ ଜିଲ୍ଲା ବଣାଇକୁ ଜିଲ୍ଲା ମାନ୍ୟତା ଦାବିରେ ବଣାଇ ବନ୍ଦ. ବଣାଇ କ୍ରିୟାନୁଷ୍ଠାନ କମିଟି 12 ଘଣ୍ଟିଆ ଏହି ବନ୍ଦ ଡାକରା ଦେଇଛି. ଫଳରେ ସମସ୍ତ ଦୋକାନ ବଜାର ବନ୍ଦ ହେବା ସହ ଗାଡି ଚଳାଚଳ ମଧ୍ୟ ବନ୍ଦ ରହିଛି....
ଭେଣ୍ଡିଂ ଜୋନରେ ଭୟାବହ ଅଗ୍ନିକାଣ୍ଡ
ବୁଧବାର ଅପରାହ୍ନ ସମୟରେ ଭୁବନେଶ୍ୱରରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି. ସିଆରପି ଛକ ନିକଟରେ ଥିବା ଭେଣ୍ଡିଂ ଜୋନରେ ଏହି ଅଗ୍ନିକାଣ୍ଡ ଘଟିଛି. ଫଳରେ ସେଠାରେ ଥିବା ଫଳ ଦୋକାନ ସଂପୂର୍ଣ୍ଣରୂପେ ପୋଡି ପାଉଁଶ ହୋଇଯାଇଛି. ସୂଚନା ଅନୁସାରେ, ଭେଣ୍ଡିଂ...
ବିଟେକ୍-ବ୍ରାଉନସୁଗାର
କିଛି ଦିନର ବ୍ୟବଧାନ ପରେ ପୁଣି ରାଜଧାନୀରୁ ଜବତ ହୋଇଛି ବ୍ରାଉନ ସୁଗାର. ଅବକାରୀ ବିଭାଗ ତରଫରୁ ବାରମ୍ବାର ଚଢାଉ କରାଯାଉଥିଲେ ମଧ୍ୟ ଏହି କାରବାର ବନ୍ଦ ହେବାର ନା ନେଉନାହିଁ. ବିଶେଷ ଭାବରେ ଯୁବପିଢୀ ଏହାର ଶିକାର ହେଉଛନ୍ତି....
ନିର୍ବାଚନ କମିଶନଙ୍କ ଓଡିଶା ଗସ୍ତ
ଆଗକୁ ଆସୁଛି ନିର୍ବାଚନ. ଏ ନେଇ ବୁଧବାର ତିନି ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ନିର୍ବାଚନ କମିଶନ. ଓଡିଶାରେ ପହଞ୍ଚିବା ପରେ ଭୋଟ ପ୍ରସ୍ତୁତି ନେଇ ଆଲୋଚନା କରିବେ. ତେବେ 14 ଓ 15 ରେ ଭୋଟ ପ୍ରସ୍ତୁତି ନେଇ...
ମୁଖ୍ୟମନ୍ତ୍ରୀଙ୍କ ବାଲେଶ୍ୱର ଗସ୍ତ
ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଲେଶ୍ୱର ଗସ୍ତ କରୁଛନ୍ତି. ନବୀନଙ୍କ ଗସ୍ତ ନେଇ ବାଲେଶ୍ୱରରେ ସୁରକ୍ଷା ବ୍ୟବସ୍ଥା କଡା କଡି କରାଯାଇଛି. ତେବେ ମଧ୍ୟାହ୍ନରେ ବାଲେଶ୍ୱରରେ ପହଞ୍ଚିବା ପରେ ଭୋଗରାଇର ତାଳସାରୀ ବେଳାଭୂମି ମହୋତ୍ସବକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ. ପରେ...



















