28.9 C
Bhubaneswar
Sunday, July 26, 2026
-Advertisement-

ସ୍ଲୋଗାନରେ ରହିଗଲା ‘ନୋ ହେଲମେଟ, ନୋ ପେଟ୍ରୋଲ’

ବିଭିନ୍ନ ସମୟରେ ସଡ଼କ ଦୁର୍ଘଟଣା ଓ ବିନା ହେଲମେଟ ଦୁର୍ଘଟଣାରେ ମୃତ୍ୟୁକୁ ରୋକିବା ସହ ଟ୍ରାଫିକ୍ ନିୟମକୁ କଡ଼ାକଡ଼ି କରିବା ପାଇଁ ପୁଲିସ ଏବଂ ପେଟ୍ରୋଲପମ୍ପ ମାଲିକ ସଂଘର ମିଳିତ ସହଯୋଗରେ ୨୦୧୬ ମସିହା ଅଗଷ୍ଟ ୧୬ ତାରିଖରେ ଆରମ୍ଭ...

ମଦ ବିକ୍ରି ନିଷ୍ପତିରେ ସଂଶୋଧନ ଆଣିଲେ ସରକାର

ହକି ବିଶ୍ୱକପ୍ ସମୟରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ମଦ ଦୋକାନକୁ ଖୋଲା ରଖିବା ପାଇଁ ସରକାର ଯେଉଁ ନିଷ୍ପତି ନେଇଥିଲେ ତାକୁ ଜୋରସର ଭାବେ ବିରୋଧ କରାଯାଇଥିଲା. ଫଳରେ ରାଜ୍ୟ ସରକାର ସୋମବାର ଗଠିତ ବୈଠକରେ  ଏହି ନିଷ୍ପତିରେ ସଂଶୋଧନ...

“ସମ୍ବିଧାନ ଦିବସ” ପାଳନ ଅବସରରେ ଭାରତୀୟ ସମ୍ବିଧାନର ମୁଖବନ୍ଧ ପାଠ

“ସମ୍ବିଧାନ ଦିବସ” ପାଳନ ଅବସରରେ ବାଲେଶ୍ୱର ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଭାରତୀୟ ସମ୍ବିଧାନର ମୁଖବନ୍ଧ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭାରତ ସ୍ୱାଧୀନତା ଲାଭ କରିବା ପରେ ୧୯୪୯ ମସିହା ନଭେମ୍ବର ୨୬...

ଦେଢ କେଜିରୁ ଅଧିକ ହେବନି ସ୍କୁଲ ବ୍ୟାଗ୍, ଜାରି ହେଲା ଗାଇଡ ଲାଇନ

ଗୋଟିଏ ପିଲା ପାଇଁ ଶିକ୍ଷା ଅଧ୍ୟୟନ ହେଉଛି ଅପରିହାର୍ଯ୍ୟ. ମାତ୍ର ଇଚ୍ଛା ନଥାଇ ଜବରଦସ୍ତ ଶିକ୍ଷା ଠିକ୍ ନୁହେଁ. ତେବେ ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ନିର୍ଦ୍ଦିଷ୍ଟ ଗାଇଡଲାଇନ ପ୍ରସ୍ତୁତ କରାଯାଇଛି...

କଟକ ଆସିବେ ଭାଇଜାନ !

ହକି ବିଶ୍ୱ କପ୍ ପାଇଁ ଚାରିଆଡେ ଏବେ ହକି ଫିଭର ଦେଖୁବାକୁ ମିଳୁଥିବା ବେଳେ ଏହାର ଉଦଘାଟନୀ ଉତ୍ସବ ପାଇଁ ଆଉ ମାତ୍ର ଗୋଟିଏ ଦିନ ବାକି ଅଛି. ଏହି ଉତ୍ସବରେ ବଲିଉଡ ବାଦଶାହା ଶାହାରୁଖ୍, ମାଧୁରୀ ଦୀକ୍ଷିତ ଓ...

ସ୍ୱପ୍ନ, ମୁଠାଏ ଚାଉଳ

ଗରିବଙ୍କ ପାଇଁ ସରକାର କରୁଛନ୍ତି ଯୋଜନା ପରେ ଯୋଜନା । ମାତ୍ର ଏସବୁ ଯୋଜନାରୁ ବଞ୍ଚିତ ହେଉଛନ୍ତି ପ୍ରକୃତ ହିତାଧିକାରୀ । କେହି ଭୋକ ଉପାସରେ ରହିବେ ନାହିଁ । ସେଥିପାଇଁ ସରକାର ଆରମ୍ଭ କଲେ ୨ ଟଙ୍କିଆ ଚାଉଳ।...
video

ମର୍ମନ୍ତୁଦ ସଡକ ଦୁର୍ଘଟଣା, ଜଣେ ମୃତ

ରବିବାର ସକାଳ ପ୍ରାୟ 9.15 ମିନିଟ୍ ରେ ମଞ୍ଚେଶ୍ୱର ଥାନା ସାମ୍ନାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି. ସୂଚନା ଅନୁସାରେ, ଗୋଟିଏ ଟ୍ରକଟି ରସୁଲଗଡ ଛକରୁ ଆସୁଥିବା ବେଳେ ଜଣେ ସ୍କୁଟି ଚାଳକଙ୍କୁ ପଛରେ ଧକ୍କା ଦେଇଥିଲା. ଘଟଣାସ୍ଥଳରେ...

ବେପରୁଆ ଗାଡି ଚାଳକଙ୍କ ପାଇଁ ଲାଗିବ ସ୍ପିଡ୍ ରାଡର ଗନ୍

ଆଜ୍ଞା ହଁ, ଆପଣ ଠିକ୍ ପଢିଲେ. ବେପରୁଆ ଗାଡି ଚାଳକଙ୍କ ପାଇଁ ଲାଗିବ ସ୍ପିଡ୍ ରାଡର ଗନ୍. ନଭେମ୍ବର 20 ତାରିଖ ଦିନ କଟକ ମହାନଦୀ ପୋଲରେ ଯେଉଁ ଦୁଃଖଦ ଦୁର୍ଘଟଣା ଘଟିଥିଲା ତାକୁ କେନ୍ଦ୍ର କରି ଗାଡି ଚାଳକଙ୍କ...

ହକି ପାଇଁ ପ୍ଲାନେଟୋରିୟମ ଓ ଧଉଳିରେ ସ୍ୱତନ୍ତ୍ର ଆୟୋଜନ

ହକି ପାଇଁ ହକିପ୍ରେମିଙ୍କ ମଧ୍ୟରେ ହୃଦୟ ସ୍ପନ୍ଦନ ଯେତିକି ବଢିବାରେ ଲାଗିଛି ହକି ଫ୍ୟାନ ଓ ଟୁରିଷ୍ଟଙ୍କ ଗହଳିକୁ ଦୃଷ୍ଟିରେ ରଖି ପଠାଣି ସାନ୍ତ ପ୍ଲାନେଟୋରିୟମ ଓ ଧଉଳି ଶାନ୍ତିସ୍ତୂପରେ ବିଶେଷ ଧରଣର କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଛି. ଏଥିରେ...

ଭୁବନେଶ୍ୱରରେ ଏଆର ରହେମାନ

ପୁରୁଷ ହକି ବିଶ୍ୱକପ୍ ର ଗ୍ରାଣ୍ଡ ଓପନିଂ ସେରିମନିରେ ଯୋଗ ଦେବା ପାଇଁ ଓଡିଶାରେ ପହଞ୍ଚିଛନ୍ତି ଓସ୍କାର ବିଜେତା ବଲିଉଡ କଣ୍ଠଶିଳ୍ପୀ ଏଆର ରହେମାନ. ନଭେମ୍ବର 27 ତାରିଖ କଳିଙ୍ଗ ଷ୍ଟାଡିୟମରେ ସେ ଦର୍ଶକଙ୍କ ମନୋରଞ୍ଜନ କରିବା ସହ 28...
- Advertisement -

Latest article

ଆଜି ପବିତ୍ର ସୁନାବେଶ:ବାହୁଡ଼ା ଯାତ୍ରା ସମୟରେ ଅଣନିଶ୍ବାସୀ ହୋଇ ଜଣଙ୍କର ମୃତ୍ୟୁ

ପୁରୀ : ଆଜି ଆଷାଢ଼ ଶୁକ୍ଳ ଏକାଦଶୀ ତିଥିରେ ମହାପ୍ରଭୁଙ୍କର ପବିତ୍ର ସୁନାବେଶ ଅନୁଷ୍ଠିତ ହେବ l ମହଣ ମହଣ ସୁନାରେ ଛାଉଣି ହେବେ ମହାପ୍ରଭୁ lସୁନାବେଶ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ଅନୁଯାୟୀ,...

ମହିଳା ସାଂସଦଙ୍କ ସହ ଦୁର୍ବ୍ୟବହାର ଅଭିଯୋଗ, କଲ୍ୟାଣ ବାନାର୍ଜୀ ନିଲମ୍ବିତ

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ କଲ୍ୟାଣ ବାନାର୍ଜୀ ମହିଳା ସାଂସଦମାନଙ୍କ ପ୍ରତି ଆପତ୍ତିଜନକ ଭାଷା ବ୍ୟବହାର ଓ ଦୁର୍ବ୍ୟବହାର ଅଭିଯୋଗରେ ସମଗ୍ର ମୌସୁମୀ ଅଧିବେଶନରୁ ତାଙ୍କୁ ନିଲମ୍ବିତ କରାଯାଇଛି। ମିଳିଥିବା ସୂଚନା...

cw-check-https://test.com/

cw-check https://test.com