ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି
ଜମ୍ମୁ କଶ୍ମୀର ପୁଲୱାମାରେ ଆତଙ୍କବାଦୀଙ୍କ ହାମଲାରେ ସହିଦ ହୋଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳି. ରାୟଗଡାସ୍ଥିତ 4ର୍ଥ ବାଟାଲିୟନ ପକ୍ଷରୁ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି. ଏନେଇ ଗଜପତି ଛକରୁ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ବାହାରି 4ର୍ଥ ବାଟାଲିୟନ କ୍ୟାମ୍ପସ ପର୍ଯ୍ୟନ୍ତ ଯାଇଥିଲା....
ଲେଖାଶ୍ରୀଙ୍କ ସ୍ମରଣଶକ୍ତି ହ୍ରାସ !
ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ଭାରତୀୟ ଯବାନ ସହିଦ ହେବା ଘଟଣା ସମସ୍ତଙ୍କୁ ବ୍ୟଥିତ କରିଥିବାବେଳେ ଏବେ ଏହାକୁ ନେଇ ଆରମ୍ଭ ହୋଇଛି ରାଜନୀତି । । ଏହି ଘଟଣାରେ ସାରା ରାଜ୍ୟ ଶୋକ ପାଳୁଥିବାବେଳେ ବିଜେପି ବିଜେଡି ମଧ୍ୟରେ ଆରମ୍ଭ...
ଷ୍ଟାମ୍ପଭେଣ୍ଡର ମହାସଂଘର ଦାବିପତ୍ର
ସରକାରଙ୍କୁ ଷ୍ଟାମ୍ପଭେଣ୍ଡର ମହାସଂଘର ଦାବିପତ୍ର. କିଛିଦିନ ପୂର୍ବେ ନନ ଜୁଡିସିଆଲ ଷ୍ଟାମ୍ପ କ୍ରୟ କିମ୍ବା ବିକ୍ରୟ ପାଇଁ ଷ୍ଟାମ୍ପଭେଣ୍ଡରମାନଙ୍କୁ ଦିଆଯାଇଥିବା କ୍ଷମତା ମଧ୍ୟରେ ଇ.ଷ୍ଟାମ୍ପ ବିକ୍ରି ବନ୍ଦ କରିବା ପାଇଁ ମହାସଂଘ ଦାବି କରିଥିଲା. ରାଜସ୍ୱମନ୍ତ୍ରୀ ଦୁଇଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱମୂଲ୍ୟର...
ବାସକୁ ଅପେକ୍ଷା
ଗତ କିଛି ମାସ ପୂର୍ବେ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଥିଲା ହକି ବିଶ୍ୱ କପ୍. ଏ ନେଇ ସରକାର ସମସ୍ତ ଆୟୋଜନରେ ଲାଗିପଡିଥିଲେ. ସାରା ରାଜଧାନୀ ନୂଆ ରୂପ ରଙ୍ଗରେ ଝଲସି ଉଠିଥିଲା. ଏହି ପରିପ୍ରେକ୍ଷୀରେ କଳିଙ୍ଗ ଷ୍ଟାଡିୟମ କଡରେ ଥିବା...
ଆଶାକର୍ମୀଙ୍କ ବିକ୍ଷୋଭ
ବିଭିନ୍ନ ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ଆଶାକର୍ମୀ. ସୋମବାର ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକଠାରେ ଆଶାକର୍ମୀମାନେ ଆନ୍ଦୋଳନ କରିଛନ୍ତି. 11 ଦଫା ଦାବି ନେଇ ସେମାନେ ମାଷ୍ଟର କ୍ୟାଣ୍ଟିନ ଛକରୁ ବାହାରି ବିଧାନସଭା ସମ୍ମୁଖ ପର୍ଯ୍ୟନ୍ତ ଯାଇଥିଲେ. ରାଜ୍ୟପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀ...
ପାକିସ୍ତାନକୁ ମିଳିବ କଡା ଜବାବ
ଜମ୍ମୁ-କଶ୍ମୀରର ପୁଲୱାମାରେ ଆତଙ୍କବାଦୀଙ୍କ ଆକ୍ରମଣରେ 40 ଯବାନ ସହିଦ ହୋଇଥିଲେ. ଏହାକୁ ନେଇ ସାରାଦେଶ ସ୍ତବ୍ଧ ହୋଇଥିବା ବେଳେ ସୋମବାର ପୁଣି 4 ଜଣ ଯବାନ ଆତଙ୍କବାଦୀ ଗୁଳିରେ ସହିଦ ହୋଇଛନ୍ତି. ଏହାକୁ ନେଇ ସାରାଦେଶରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି....
ମୁସଲିମ ଆସୋସିଏସନର ନିନ୍ଦା
ଝୁରୁଛି ଦେଶ, କାନ୍ଦୁଛି ମାଟି । ଖାଲି ହିନ୍ଦୁ ନୁହେଁ ପୁଲୱାମା ଆତ୍ମଘାତୀ ଆକ୍ରମଣ ଘଟଣାକୁ ତୀବ୍ର ନିନ୍ଦା କରିଛି ରାୟଗଡା ମୁସଲିମ ଆସୋସିଏସନ । ସହିଦ ଯବାନଙ୍କ ଆତ୍ମାର ସଦ୍ଗତି ନିମନ୍ତେ ମସଜିଦ୍ରେ ସମୂହ ନମାଜ ପାଠ କରିଛନ୍ତି...
କାଜୁ ଅପରାଧୀଙ୍କୁ ଛାଡିଦେଲା ପୋଲିସ
ଚୋରି କାଜୁ କିଣିଥିବା କିଛି ଅପରାଧୀଙ୍କୁ ଛାଡି ଦେଇଛି ପୋଲିସ. ଏଭଳି ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲାରେ. ସୂଚନା ଅନୁସାରେ, ଗତକାଲି କୋରାପୁଟ ସହରର ଜ୍ୟୋତି ମିଲ୍ ପଛପଟେ 5 ଜଣ ଯୁବକ ଏକ ବଡ ଧରଣର ଡକାୟତି...
ରାସ୍ତା ପାରିହେଲେ ହାତୀପଲ
କଟକ ସମ୍ବଲପୁର 55 ନମ୍ବର ଜାତୀୟ ରାଜପଥର ପୋଡାପଡା ନିକଟରେ ରବିବାର ସକାଳୁ ଏକ ବଡ ହାତୀପଲ ରାସ୍ତା ପାରିହେଉଥିବାର ଦେଖିବାକୁ ମିଳିଥିଲା. ଚାରି ପାଞ୍ଚଟି ଛୁଆ ହାତୀଙ୍କ ସହ ହାତୀପଲ ରାସ୍ତା ପାରି ହେଉଥିବା ଦେଖି ରାସ୍ତା ଦୁଇକଡେ...
ଓଡିଶା କ୍ୟାନସର ହସ୍ପିଟାଲ ଆଣ୍ଡ ରିସର୍ଚ୍ଚ ସେଣ୍ଟରର ଶିଳାନ୍ୟାସ
ଭୁବନେଶ୍ୱରସ୍ଥିତ ବାରଙ୍ଗର ରତାଗଡଠାରେ ହେବ କ୍ୟାନସର ହସ୍ପିଟାଲ. ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶିଳାନ୍ୟାସ କରିଛନ୍ତି. ଟାଟା ଟ୍ରଷ୍ଟ ସହାୟତାରେ ଏହି ହସ୍ପିଟାଲ ନିର୍ମାଣ ହେବ ବୋଲି ସୂଚନା ମିଳିଛି. ମୁଖ୍ୟମନ୍ତ୍ରୀଙ୍କ ସମେତ ଏହି କାର୍ଯ୍ୟକ୍ରମରେ ଟାଟା ଟ୍ରଷ୍ଟର...

















