ଗ୍ୟାସ୍ ନମିଳିବାରୁ ରାସ୍ତା ଅବରୋଧ କଲେ ଉପଭୋକ୍ତା
କେନ୍ଦୁଝରରେ ଗ୍ୟାସ୍ ନ ମିଳିବାରୁ ଲୋକେ ଖାଲି ଗ୍ୟାସ୍ ଟାଙ୍କିକୁ ରାସ୍ତା ଉପରେ ରଖି କେନ୍ଦୁଝର-ସାନଘାଗରା ମୁଖ୍ୟରାସ୍ତା ଅବରୋଧ କରିଛନ୍ତି। ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ଗ୍ୟାସ୍ର ଅଭାବକୁ ନେଇ ଶୁକ୍ରବାର କେନ୍ଦୁଝରରେ ରାସ୍ତାରୋକୋ କରିଛନ୍ତି।ବୁକିଙ୍ଗ୍ କରି...
ଆଦର୍ଶ ବିଦ୍ୟାଳୟରେ ଖାଲି ପଡ଼ିଛି ୧୮୨୯ ପଦବୀ
ଓଡ଼ିଶାର ସମସ୍ତ ଆଦର୍ଶ ବିଦ୍ୟାଳୟରେ ମୋଟ ୧୮୨୯ ଶିକ୍ଷକ ପଦବୀ ଖାଲି ପଡ଼ିଛି। ଏନେଇ ବିଧାନସଭାରେ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡାଙ୍କ ଏକ...
ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ଏସଆଇ
ଲାଞ୍ଚ ନେଇ ଧରା ପଡିଲେ ପୋଲିସ ASI। ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ପୋଲିସ ଷ୍ଟେସନର ASI ଅରୂପା ନନ୍ଦ ଦାସ ୨୫,୦୦୦ ଟଙ୍କା ଲାଞ୍ଚ ନେଇ ଗିରଫ ହୋଇଛନ୍ତି। ଢାବାର ମାଲିକଙ୍କ ଠାରୁ ମଦ...
୧୦୦ଟି ଚୋରା ମୋବାଇଲ୍ ଜବତ କଲା ରାଉରକେଲା ପୋଲିସ
ରାଉରକେଲା ପୋଲିସକୁ ମିଳିଛି ଏକ ବଡ ସଫଳତା। ଏକ ଅଭିଯାନରେ ସହରର ବିଭିନ୍ନ ଥାନା ଅଞ୍ଚଳରେ ଚୋରି ଏବଂ ହଜିଯାଇଥିବା ୧୦୦ରୁ ଅଧିକ ମୋବାଇଲ୍ ଫୋନ୍ କୁ ଜବତ କରିଛି ପୋଲିସ। ଗୁରୁବାର ଦିନ ରାଉରକେଲା...
ଭୁବନେଶ୍ୱର ଟ୍ରାଫିକ ସମସ୍ୟାର ହେବ ସମାଧାନ;୧୫ ଦିନରେ ଆସିବ ନୂଆ ନିୟମ
ଖୁବଶୀଘ୍ର ସମାଧାନ ହେବାକୁ ଯାଉଛି ଭୁବନେଶ୍ୱରର ଟ୍ରାଫିକ ସମସ୍ୟା । ବିଭିନ୍ନ ପ୍ରକଳ୍ପ ଓ ସଂସ୍କାର ପାଇଁ ୫ ବଡ଼ ନିଷ୍ପତ୍ତି ନିଆଯାଇଛି ଏବଂ ସେଗୁଡ଼ିକ ୧୫ ଦିନରେ ଆସିବ ନୂଆ ନିୟମ। ଏହି...
ଗିରଫ୍ ହେଲେ କଣ୍ଟାପଡ଼ା ତହସିଲଦାର
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତହସିଲଦାର ପ୍ରସନ୍ନ ସାମନ୍ତରାୟଙ୍କୁ ଗିରଫ କରିଛି ଭିଜିଲାନ୍ସ। ଗତକାଲି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତହସିଲଦାର ପ୍ରସନ୍ନ ସାମନ୍ତରାୟଙ୍କ ଘରେ ଚଢ଼ାଉ କରିଥିଲା ଭିଜିଲାନ୍ସ ଟିମ୍। ଏକକାଳୀନ...
ସୁନ୍ଦରଗଡ଼ରେ ୭ ବର୍ଷର ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା
ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁରରେ ଏକ ସାତ ବର୍ଷର ଝିଅକୁ ଦୁଷ୍କର୍ମ କରିବା ପରେ ହତ୍ୟା କରି ମୃତଦେହଟିକୁ ଜଙ୍ଗଲରେ ଫୋପାଡ଼ି ଦେଇଛି ଦୁର୍ବୁତ୍ତ। ମୃତ ନାବାଳିକା ଝିଅଟି ଦ୍ୱିତୀୟ ଶ୍ରେଣୀର ଛାତ୍ରୀ ହୋଇଥିବା ବେଳେ ସେ ତାଙ୍କ...
ଛତିଶଗଡରେ ଆତ୍ମସମର୍ପଣ କଲେ ୧୦୮ ନକ୍ସଲ
ଆଜି ଛତିଶଗଡ ବସ୍ତରରେ ଆତ୍ମସମର୍ପଣ କରିଛନ୍ତି ୧୦୮ ନକ୍ସଲ। ଲାଲଗଡ ଛାଡି ଆତ୍ମସମର୍ପଣ କରୁଛନ୍ତି ନକ୍ସଲ। ଏନେଇ ସୂଚନା ଦେଇଛନ୍ତି ଛତିଶଗଡ ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା ।ଆତ୍ମସମର୍ପଣ କରିଥିବା ନକ୍ସଲଙ୍କ ଉପରେ ୩ କୋଟି...
ବିଜେଡି ଛାଡି ବିଜେପିରେ ଯୋଗ ଦେଲେ ରବୀନ୍ଦ୍ର ଜେନା
ବିଜେଡ଼ିକୁ ଲାଗିଛି ବଡ଼ ଝଟକା,ବିଜେଡି ଦଳ ଛାଡୁଛନ୍ତି କର୍ମୀ । ଆଜି ବାଲେଶ୍ୱର ଜିଲ୍ଲାର ଶତାଧିକ କର୍ମୀଙ୍କ ସହିତ ବିଜେଡ଼ି ଜିଲ୍ଲା ସଭାପତି ରବୀନ୍ଦ୍ର ଜେନା ଭାରତୀୟ ଜନତା ଦଳରେ ସାମିଲ ହୋଇଛନ୍ତି ।ବିଜେପି ରାଜ୍ୟ...
ଫୁଲବାଣୀରେ ଆତ୍ମସମର୍ପଣ କଲେ ୧୦ ମାଓବାଦୀ
ଆଜି ଫୁଲବାଣୀ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ୧୦ ଜଣ ମାଓବାଦୀ ।ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରେ ୭ ଜଣ ମହିଳା ଅଟନ୍ତି ଏବଂ ତିନି ଜଣ ପୁରୁଷ ଅଟନ୍ତି । ଦିନକୁ ଦିନ...

















