ବାଲିଅନ୍ତାରେ କନେଷ୍ଟବଳଙ୍କୁ ହତ୍ୟା ଘଟଣାର ସଠିକ୍ ତଦନ୍ତ ପାଇଁ କ୍ରାଇମ୍ବ୍ରାଞ୍ଚକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଶନିବାର ସନ୍ଧ୍ୟାରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ବାଲିଅନ୍ତା ଅଞ୍ଚଳରେ ହୋଇଥିବା ଭିଡ଼ ହତ୍ୟା(ମବ୍ ଲିଞ୍ଚିଙ୍ଗ୍) ଘଟଣା ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଘଟଣା ସମ୍ପର୍କରେ ସବିସ୍ତୃତ...
ପୋଲିସ ଉପରେ ଅସନ୍ତୋଷ ଝାଡିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର : ବାଲିଅନ୍ତା ଭିଡ ହତ୍ୟା ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚ କରିବ । ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ନିର୍ଦ୍ଦେଶ ଦେଇଛନ୍ତି । ପଶ୍ଚିମବଙ୍ଗରୁ ଫେରି ମୁଖ୍ୟମନ୍ତ୍ରୀ ଲୋକସେବା ଭବନରେ ପୋଲିସ ପଦାଧିକାରୀଙ୍କ ଏକ ବୈଠକ ଡାକିଥିଲେ ।...
ୟୁନିସେଫ୍ ଓ ପୋଲିସ ବିଭାଗର ‘ଜୁଭେଣ୍ଟିକା’ ସଚେତନତା କାର୍ଯ୍ୟକ୍ରମରେ କିଶୋର-କିଶୋରୀଙ୍କ ଯୋଗଦାନ
ଭୁବନେଶ୍ୱର: ପୋଲିସ ବିଭାଗ ପକ୍ଷରୁ ଏକ ଅନନ୍ୟ ପ୍ରୟାସ ‘ଜୁଭେଣ୍ଟିକା’ ନାମକ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । କିଶୋର-କିଶୋରୀମାନଙ୍କୁ ସଚେତନ କରିବା ସହ ଅପରାଧ ଓ ସାଇବର ଠକେଇରୁ ଦୂରେଇ ରଖିବା ଏହାର ଲକ୍ଷ୍ୟରେ । ସାମାଜିକ ସଚେତନତା, ନିରାପତ୍ତା...
‘ନବୀନ ନିବାସ’ ସାମ୍ନାରୁ ହଟିବ ବ୍ୟାରିକେଡ୍; ତତ୍ପରତା ଦେଖାଇଲା ପୂର୍ତ୍ତ ବିଭାଗ
ଭୁବନେଶ୍ୱର: ହାଇକୋର୍ଟଙ୍କ ଅସନ୍ତୋଷ ପରେ ତତ୍ପରତା ଦେଖାଇଲା ପୂର୍ତ୍ତ ବିଭାଗ । ପୁରୁଣା ଏୟାରପୋର୍ଟ ରୋଡ୍ ରେ ଥିବା ନବୀନ ପଟ୍ଟନାୟକଙ୍କ ବାସଭବନ ‘ନବୀନ ନିବାସ’ ସାମ୍ନାରୁ ହଟିବ ବ୍ୟାରିକେଡ୍। ସରକାରୀ ରାସ୍ତା ଉପରେ ବ୍ୟାରିକେଡ୍ କରି ଯାତାୟାତରେ ବାଧା...
ରଥଯାତ୍ରା ଯାତ୍ରା ପାଇଁ ପ୍ରଥମ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ
ପୁରୀ: ବିଶ୍ୱପ୍ରସିଦ୍ଧ ରଥଯାତ୍ରା-୨୦୨୬ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଶୁକ୍ରବାର ପୁରୀ ଟାଉନ ହଲ୍ଠାରେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ (RDC) ସୁଧାଂଶୁ ମୋହନ ସାମଲଙ୍କ ଅଧ୍ୟକ୍ଷତାରେ ପ୍ରଥମ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ରଥ...
ବାଲିପାଟଣାରେ ପୁଣି ମାଡ଼ମାରି ଯୁବକଙ୍କୁ ହତ୍ୟା ଅଭିଯୋଗ
ବାଲିପାଟଣା: ବାଲିପାଟଣା ଥାନା ବେଙ୍ଗବତୀ ଗ୍ରାମ ନିକଟ ଅଠାନ୍ତର ଛକରେ ଶୁକ୍ରବାର ଅପରାହ୍ନରେ ଘଟିଛି ଆଉ ଏକ ହତ୍ୟାକାଣ୍ଡ। ସାମାନ୍ୟ ବଚସାରୁ ଲୁହାରଡ଼ରେ ସାଙ୍ଗଙ୍କୁ ପିଟି ହତ୍ୟା କରିଛନ୍ତି ଅଭିଯୁକ୍ତ। ମୃତ ଯୁବକ ହେଲେ ରାକେଶ ମହାନ୍ତି। ଖବର ପାଇବା...
ଓଡ଼ିଶା ଉପକୂଳରେ ‘ତାରା’ର ସଫଳ ପରୀକ୍ଷଣ
ଭୁବନେଶ୍ୱର: ଓଡ଼ିଶା ଉପକୂଳରେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରଥମ ଗ୍ଲାଇଡ୍ ୱେପନ୍ ସିଷ୍ଟମ 'ତାରା'ର ସଫଳ ପରୀକ୍ଷଣ କରାଯାଇଛି । ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଆଉ ଏକ ବଡ଼ ସଫଳତା ହାସଲ କରିଛି । ଡିଆରଡିଓ ଏବଂ ଭାରତୀୟ...
ଓଡ଼ିଶାରେ ପେଟ୍ରୋଲ ଡିଜେଲ ସଂକଟ ନେଇ OMCsର ସ୍ପଷ୍ଟୀକରଣ
ଭୁବନେଶ୍ୱର: ମେ’ ମାସ ଆରମ୍ଭରେ ଓଡ଼ିଶା ସୀମାନ୍ତ ଅଞ୍ଚଳର କିଛି ଜିଲ୍ଲାରେ ହଠାତ୍ ପେଟ୍ରୋଲ ଓ ଡିଜେଲ ଚାହିଦା ବଢ଼ିଯାଇଥିଲା। ଏହାର ପ୍ରଭାବରେ କିଛି ପେଟ୍ରୋଲ ପମ୍ପରେ ସ୍ୱଳ୍ପ ସମୟ ପାଇଁ ଇନ୍ଧନ ଅଭାବ ଦେଖାଦେଇଥିଲା। ଫଳରେ ଅନେକ ସ୍ଥାନରେ...
ଯୁବକଙ୍କୁ ପିଟି ପିଟି ମାରିଦେବା ଘଟଣା : କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ରାଜଧାନୀ ଉପକଣ୍ଠସ୍ଥ ଓଲଟପୁର ଥାନା ମଉଜପୁର ଗାଁର ସୌମ୍ୟ ରଞ୍ଜନ ସ୍ଵାଇଁଙ୍କୁ ପିଟି ପିଟି ମାରିଦେବା ଘଟଣାରେ ପୁଲିସ ୪ ଜଣଙ୍କୁ ଗିରଫ କରିଛି । ଏଥିସହ ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢାଉ...
ଶ୍ରୀ ଜଗନ୍ନାଥଙ୍କ ଜମିର ହେବ ସେଟଲମେଣ୍ଟ,ଗଠନ ହେବ ସ୍ୱତନ୍ତ୍ର କର୍ପସ ଫଣ୍ଡ
ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ଥାବର ସମ୍ପତ୍ତିର ସୁରକ୍ଷା ଓ ସଦୁପଯୋଗ ପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି। ରାଜ୍ୟ ତଥା ରାଜ୍ୟ ବାହାରେ ଥିବା ମହାପ୍ରଭୁଙ୍କ ସମସ୍ତ ଜମିକୁ ସରକାର ନିଜ ଅଧୀନକୁ ଆଣିବା ସହ...


















