ପୂଜାଙ୍କୁ ନେଇ ସବୁ ମହଲରେ ଚର୍ଚ୍ଚା
କାଲି ଦିନର ଗୋଟିଏ ଖବରକୁ ନେଇ ଚାରିଆଡେ ଚର୍ଚ୍ଚା l ସୋସିଆଲ ମିଡ଼ିଆ, ଘରେ, ବାହାରେ ପୂଜାଙ୍କ କାମକୁ ବେଶ ପ୍ରଶଂସା କରୁଛନ୍ତି ଲୋକେ lଯେ ଜଣେ ସଫେଇ କର୍ମଚାରୀ ହେଲେ ମଧ୍ୟ ତାଙ୍କ ମନ ବଡ. ସଚୋଟ ହୃଦୟ...
ଆରମ୍ଭ ହେଲା ଆଦିବାସୀ ମେଳା, ୧୫ଦିନ ଧରି ଚାଲିବ
ଭୁବନେଶ୍ୱର ୟୁନିଟ-୧ ଆଦିବାସୀ ପଡିଆରେ ଆରମ୍ଭ ହେଉଛି ରାଜ୍ୟସ୍ତରୀୟ ଆଦିବାସୀ ମେଳା । ଆଦିବାସୀମେଳାର ଶୁଭ ଉଦଘାନ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୫ ଦିନ ଧରି ଏହି ମେଳା ଚାଲିବ । ଆଦିବାସୀଗ୍ରାମ, ଜନଜାତି, ସ୍ୱୟଂସହାୟିକା ଗୋଷ୍ଠି...
ଜିପିଏଲଏଫ ମହିଳା ସଂଘ ଦାବି, ସ୍କୁଟର ଦେବେ ସରକାର !
ଲୋୟର ପିଏମଜିରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ହଜାର ହଜାର ଜିପିଏଲଏଫ ମହିଳା ସଂଘର ଦାବିକୁ ସରକାର ଗ୍ରହଣ କରିନେଇଛନ୍ତି ବୋଲି କୁହାଯାଉଛି । ସଂଘ ପକ୍ଷରୁ ସ୍ଥାୟୀ ନିଯୁକ୍ତି, ଭତ୍ତା ବୃଦ୍ଧି, ଗାଁକୁ ଗାଁ ବୁଲି କାର୍ଯ୍ୟ କରିବା ପାଇଁ...
ସଂସ୍କୃତି ବିଶ୍ବବିଦ୍ୟାଳୟର ନୂଆ କୁଳପତି
ସଂସ୍କୃତି ବିଶ୍ବବିଦ୍ୟାଳୟର ନୂଆ କୁଳପତି ନିଯୁକ୍ତ କରିଛନ୍ତି ରାଜ୍ୟପାଳ । ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ଓଡିଆ ବିଭାଗ ମୁଖ୍ୟ ପ୍ରସନ୍ନ ସ୍ବାଇଁଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ସଂସ୍କୃତି ବିଶ୍ବବିଦ୍ୟାଳୟର ନୂଆ କୁଳପତି ଭାବେ ନିଯୁକ୍ତି ଦେଇଛନ୍ତି । ଆସନ୍ତା ତିନିବର୍ଷ ପର୍ଯ୍ୟନ୍ତ...
ପ୍ଲସ ଟୁ ପାସ ବାଧ୍ୟତାମୂଳକ
ବଦଳିଲା ଅଙ୍ଗନବାଡି କର୍ମୀ ଏବଂ ସହାୟିକା ନିଯୁକ୍ତି ମାନଦଣ୍ଡ । ଏ ସଙ୍କ୍ରାନ୍ତରେ ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି । ୧୮ରୁ ୩୫ ବର୍ଷ ବୟସ୍କା ସର୍ବନିମ୍ନ ଦ୍ୱାଦଶ...
୩ ଘଣ୍ଟା ବିଳମ୍ବ କାହା ପାଇଁ?
କାହିଁକି ୩ ଘଣ୍ଟା ବିଳମ୍ବରେ ଉଠିଲା ମହାଦୀପ । ଏତେ ବିଳମ୍ବ କାହିଁକି ହେଲା । ରାତି ୧୦ଟାରେ ମହାଦୀପ ଉଠିବା ନେଇ ନୀତି ନିର୍ଘଣ୍ଟ ହୋଇଥିଲା । ହେଲେ ୩ ଘଣ୍ଟାରୁ ଅଧିକ ସମୟ ବିଳମ୍ବ ହୋଇ ମଧ୍ୟ...
କିଟ-କିସରେ ପ୍ରତିଭାଙ୍କ ନାମରେ କ୍ରୀଡ଼ା ଭିତ୍ତିଭୂମି ଓ ଷ୍ଟାଡିୟମ୍ ଲୋକାର୍ପଣ
ଭୁବନେଶ୍ୱର: କିସ୍ ବିଶ୍ୱବିଦ୍ୟାଳୟ ୨ୟ କ୍ୟାମ୍ପସ୍ ତଥା କିସ୍-ଭୁବନେଶ୍ୱରର ୪ର୍ଥ କ୍ୟାମ୍ପସ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଉଦ୍ଘାଟନ କରିଛନ୍ତି । ଏଥିସହ ଭାରତର ବିଶିଷ୍ଟ କ୍ରୀଡ଼ା ପ୍ରତିଭା ଓ ବ୍ୟକ୍ତିବିଶେଷଙ୍କ ନାମରେ ନାମିତ କିଟ୍ର ବିଭିନ୍ନ ଷ୍ଟାଡିୟମ୍ ଓ...
ଜେଲରେ ଗୋପାଳ ଗୁମସୁମ
ନବ ଦାସ ହତ୍ୟାକାରୀ ଗୋପାଳ ଏବେ ଚୌଦାର ଜେଲରେ ରହିଛି । ଜେଳକୁ ଆସିବା ପରଠାରୁ ସେ ଚୁପ ହୋଇ ବସୁଛି । ତାକୁ ଯେତିକି ପଚରାଯାଉଛି ସେ ସେତିକି ହିଁ କହୁଛି । ସବୁବେଳେ ଗୁମସୁମ ରହୁଛି ।...
କିଟରେ ମେଗା ରକ୍ତଦାନ ଶିବିର
ଭୁବନେଶ୍ୱର : କିଟ୍ର ୨୫ବର୍ଷ ପୂର୍ତ୍ତି ଉପଲକ୍ଷେ ଗତ ନଭେମ୍ବର୧୬ରୁ ଦୀର୍ଘ ତିନିମାସ ଧରି ରୌପ୍ୟଜୟନ୍ତୀ ‘ସଏଲ୍ ଟୁ ସିଲଭର’ ପାଳନ ଅବସରରେ ଫେବୃଆରୀ ୧ ତାରିଖରୁ କିଟ୍ କାର୍ଣ୍ଣିଭାଲ୍ କାର୍ଯ୍ୟକ୍ରମ ଚାଲୁ ରହିଛି । ଏହି ପରିପେକ୍ଷୀରେ କିଟ୍...
ବିରୋଧୀ ଦଳ ନେତାଙ୍କୁ ଧମକ … ମୋ ହାବୁଡରେ ପଡୁ
ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ବିଜେଡି ନେତା ଅରୂପ ପଟ୍ଟନାୟକଙ୍କୁ ଖୋଲା ଧମକ । ଗତକାଲି ସମ୍ବଲପୁରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ ବେଳେ ଜୟନାରାୟଣ ମିଶ୍ରଙ୍କର ଜଣେ ମହିଳା ପୋଲିସ ଅଧିକାରୀଙ୍କ ସହ ଉଚ୍ଚବାଚ ହୋଇଥିଲା । ଜୟନାରାୟଣ...


















