ଟଙ୍କା ପାଇଁ କରିଥିଲେ ଅପହରଣ
ନୟାଗଡର ୧୨ ବର୍ଷୀୟ ସପ୍ତମ ଶ୍ରେଣୀ ଛାତ୍ର ଅମ୍ରିତ ପାତ୍ର ଉଦ୍ଧାର ହେବା ଘଟଣା । ଅପହରଣ ପଛରେ ୩ ଜଣ ସଂପୃକ୍ତ ଥିବା ପୋଲିସ ସୂଚନା ଦେଇଛି । ୧୫ ତାରିଖ ରାତିରେ ଭ୍ୟାନରେ ଅମ୍ରିତକୁ ଅପହରଣ କରାଯାଇଥିଲା...
ଟିକେଟ ପାଇଁ ଦୁଇ ସହରରେ ପ୍ରବଳ ଭିଡ
ହକି ପାଇଁ ରାଉରକେଲ. ଭୁବନେଶ୍ୱରରେ ପ୍ରବଳ କ୍ରେଜ୍ । ଆଜି ସକାଳୁ ଟିକେଟ ପାଇଁ ୨ ସହରରେ ଟିକେଟ୍ କାଉଣ୍ଟରରେ ପ୍ରବଳ ଭିଡ । ରାଉରକେଲାରେ ଲମ୍ବା ଲାଇନ୍ରେ ଛିଡା ହୋଇଛନ୍ତି ଶହ ଶହ ଲୋକ । ଭୁବନେଶ୍ୱରର...
ନମିତାଙ୍କ ଗୀତ ଶୁଣିବେ ବିଶ୍ୱବାସୀ
ହକି ବିଶ୍ୱକପକୁ ଝୁମାଇବେ କୋରାପୁଟର ଆଦିବାସୀ ଝିଅ ନମିତା ମେଲେକା । ନିଜ ସୁରିଲା କଣ୍ଠସ୍ୱରରେ ସାରା ବିଶ୍ୱକୁ ଝୁମାଇବେ । ହକି ବିଶ୍ୱକପର ଉଦଘାଟନୀ ସଙ୍ଗୀତ ଗାଇବେ ନମିତା । ଗୀତ ରେକର୍ଡିଂ କରିବାକୁ ସେ ମୁମ୍ବାଇ ଯାଇଛନ୍ତି...
ଘଣ୍ଟାଏ ପରେ ବେକରୁ ବାହାରିଲା ଜାଭେଲିନ୍
ସଫଳ ହେଲା ଅପରେସନ । ଏକ ଘଣ୍ଟାର ଅପରେସନ ପରେ ବେକରୁ ବାହାରିଲା ଜାଭେଲିନ୍ । ସୁସ୍ଥ ଅଛି ଛାତ୍ର ସଦାନନ୍ଦ । ବଲାଙ୍ଗୀର ଆଗଲପୁର ବାଳକ ଉଚ୍ଚ ବିଦ୍ୟାଳୟରେ ବାର୍ଷୀକ କ୍ରୀଡା ଚାଲିଥିବାବେଳେ ଛାତ୍ର ବେକରେ ଜାଭେଲିନ୍ ପଶିଯାଇଥିଲା...
ଟିଟାନସ ବଦଳରେ କୁକୁର କାମୁଡା ଇଞ୍ଜେକସନ୍
ବାଲେଶ୍ଵର ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି l ଜନ୍ମଦିନ ପାର୍ଟି ଚାଲିଥିବା ବେଳେ ଜ୍ୟୋତି ପ୍ରକାଶ ସେଠୀ ନାମକ ଜଣେ ନାବାଳକର ବ୍ଲେଡ୍ରେ ହାତ କଟି ଯାଇଥିଲା । ତେଣୁ ସେ ବାପାଙ୍କ ସହ...
ଟ୍ୟୁସନ୍ ଯାଇ ୨ ଦିନ ହେଲା ଫେରିନି ପୁଅ
୨ ଦିନ ହେଲା ଟ୍ୟୁସନ ଯାଇ ଘରକୁ ଫେରିନାହିଁ ପୁଅ। ପୁଅର ଫେରିବା ବାଟକୁ ଅନାଇ ଧର୍ଯ୍ୟହରା ହୋଇପଡ଼ିଲେଣି ବାପାମା’। ନୟାଗଡ ଓଡଗାଁରେ ୧୨ ବର୍ଷର ବାଳକ ନିଖୋଜ ମାମଲାରେ ପୋଲିସର ଛାନଭିନ୍ । ଘଟଣାକୁ ୩୬ ଘଣ୍ଟାରୁ ଅଧିକ...
ବ୍ୟାପୁଛି ଝାଡାବାନ୍ତି, ଜଣେ ମୃତ
ପୁରୀ ସହରରେ ବ୍ୟାପୁଛି ଝାଡାବାନ୍ତି । ପୁରୀ ପୌରାଞ୍ଚଳରେ ବ୍ୟାପୁଥିବା ଝାଡାବାନ୍ତିରେ ପୁଣି ଜଣଙ୍କର ମୃତ୍ୟୁ ହୋଇଛି । ଦୂଷିତ ପାଣି ପିଇ ଝାଡାବାନ୍ତିରେ ଆକ୍ରାନ୍ତଥିବା ପଦ୍ମଚରଣ ଖୁଣ୍ଟିଆ ନାମକ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ଗତ ୧୨...
ଦ୍ୱିତୀୟ ଇନିଂସ ଆରମ୍ଭ କରିବେ ଅନୁଭବ!
ଦ୍ୱିତୀୟ ଇନିଂସ ଆରମ୍ଭ କରିବେ କି ଓଲିଉଡ ସୁପରଷ୍ଟାର ତଥା ବିଜେଡିର କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି । ଅନୁଭବଙ୍କ ବର ଫଟୋ ଭାଇରାଲ ହେବା ପରେ ସୋସିଆଲ ମିଡିଆରେ ଅନେକ ଚର୍ଚ୍ଚା । ତେବେ ସୋସିଆଲ ମିଡିଆରେ...
ଓଡିଶାରେ ଲାଗୁ କର ଆୟୁଷ୍ମାନ ଭାରତ
କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଭେଟିଲେ ଓଡିଶାର ବିଜେପି ସାଂସଦ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଓଡିଶା ବିଜେପି ସାଂସଦମାନେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ଓଡିଶାରେ ଆୟୁଷ୍ମାନ ଯୋଜନା ଲାଗୁ କରିବା ପାଇଁ ଓଡିଶା ସରକାରଙ୍କୁ ପରାମର୍ଶ ଦେବାକୁ ଅନୁରୋଧ...
ରାଜଧାନୀରେ ମଶା ମାରିବ ଡ୍ରୋନ୍
ଭୁବନେଶ୍ୱରରେ ମଶା ମାରିବ ଡ୍ରୋନ୍ । ଭୁବନେଶ୍ୱରରେ ମଶା ଉପଦ୍ରବକୁ ଦମନ ପାଇଁ ବିଏମସି ପକ୍ଷରୁ ପ୍ରସ୍ତୁତ ହେଉଛି ଆକ୍ସନ ପ୍ଲାନ୍ । ଡ୍ରୋନ୍ ମାଧ୍ୟମରେ କେମିକାଲ ସ୍ପ୍ରେ କରାଯିବ । ଗାଡି ଯାଇପାରୁନଥିବା ଅବ୍ୟବହୃତ ଅଞ୍ଚଳରେ ମଶାକୁ ଦମନ...


















