29.1 C
Bhubaneswar
Saturday, October 24, 2026
-Advertisement-

ଓଡ଼ିଶା ଗସ୍ତରେ ରାଜ୍ୟ ବିଜେପିର ନୂଆ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ

ଭୁବନେଶ୍ୱର: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ରାଜ୍ୟ ବିଜେପିର ନୂଆ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ । ତାଙ୍କ ସହ ଆସିଛନ୍ତି ନବନିଯୁକ୍ତ ସହପ୍ରଭାରୀ ଡ. ସ୍ୱଦେଶ ସିଂ । ଦୁଇ ଦିନ ଧରି ଭୁବନେଶ୍ୱରସ୍ଥିତ ବିଜେପି ରାଜ୍ୟ...

ହର୍ମୁଜରେ ମିସାଇଲ ଆକ୍ରମଣ, ୫ ଭାରତୀୟ ନାଗରିକ ସୁରକ୍ଷିତ ଉଦ୍ଧାର

ନୂଆଦିଲ୍ଲୀ: ହର୍ମୁଜ ପ୍ରଣାଳୀରେ ଏକ କୁୱେତ ପତାକାଯୁକ୍ତ ଅଶୋଧିତ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ଜାହାଜରେ ଥିବା ୫ ଜଣ ଭାରତୀୟ ନାଗରିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଓମାନରେ...

ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ଭୋଟର ତାଲିକାକୁ ଅଧିକ ସଠିକ୍ କରିବା ପାଇଁ ହେବ ଘରକୁ ଘର...

ଭୁବନେଶ୍ୱର: ୨୦୨୭ରେ ହେବାକୁ ଥିବା ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ଭୋଟର ତାଲିକାକୁ ଅଧିକ ସଠିକ୍ କରିବା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି। ଏଥିଲାଗି ପ୍ରଥମେ କର୍ମଚାରୀଙ୍କୁ ଟ୍ରେନିଂ ଦିଆଯାଇଛି। ସରକାରଙ୍କ ବିଭିନ୍ନ ସ୍ଥରର ଅଧିକାରୀ...

ବିଜେଡି ମିଡ଼ିଆ ସେଲ ର ପୁନର୍ଗଠନ:୧୧୫ ଜଣିଆ ଜମ୍ବୋ ମିଡିଆ ଟିମ୍ ଘୋଷଣା

ଭୁବନେଶ୍ୱର: ବିଜେଡି ନିଜର ମିଡିଆ ସେଲର ପୁନର୍ଗଠନ ସହିତ ୧୧୫ ଜଣିଆ ଜମ୍ବୋ ମିଡିଆ ଟିମ୍ ଘୋଷଣା କରିଛି। ଦଳ ପୂର୍ବର ସମସ୍ତ ନିର୍ଦ୍ଦେଶକୁ ବାତିଲ କରି ଇଲେକ୍ଟ୍ରୋନିକ, ପ୍ରିଣ୍ଟ, ସୋସିଆଲ ମିଡିଆ ଓ ଆଇଟି ୱିଙ୍ଗ୍...

ଏସିଆନ୍ସ ଗେମ୍ସରେ ସ୍ୱର୍ଣ୍ଣ ବିଜେତା ଭାରତୀୟ ମହିଳା ହକି ଟିମ୍ ପାଇଁ ପୁରସ୍କାର ଘୋଷଣା କଲା ହକି ଇଣ୍ଡିଆ

ନୂଆଦିଲ୍ଲୀ: ଦୀର୍ଘ ୪୪ ବର୍ଷ ଅପେକ୍ଷାର ପରେ ଭାରତୀୟ ମହିଳା ହକି ଦଳ ଏସିଆନ୍ସ ଗେମ୍ସରେ ଦେଶ ପାଇଁ ସ୍ୱର୍ଣ୍ଣ ଜିତି ଇତିହାସ ରଚିଛି । ଏହି ସଫଳତା ପାଇଁ ସାରା ଦେଶରୁ ଶୁଭେଚ୍ଛାର ସୁଅ ଛୁଟୁଛି...

ନିର୍ବାଚନ ଆୟୋଗ ବିରୋଧରେ ଜନ୍ତର ମନ୍ତରରେ ବିକ୍ଷୋଭ

ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ ଆୟୋଗ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରି ଆଜି ଗାନ୍ଧୀ ଜୟନ୍ତୀ ଅବସରରେ ଦିଲ୍ଲୀର ଜନ୍ତର ମନ୍ତରଠାରେ ହୋଇଥିବା ପ୍ରତିବାଦ ସଭା ଭୟଙ୍କର ରୂପ ନେଇଛି। ସ୍ୱତନ୍ତ୍ର ସଘନ ସଂଶୋଧନ ମାଧ୍ୟମରେ ଭୋଟର...

ଚାମେଲି ଓଝା ମାମଲାର ତଦନ୍ତ କରିବେ ଜାତୀୟ ମାନବାଧିକାର କମିଶନ

ଭୁବନେଶ୍ବର: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ତହସିଲ ଅନ୍ତର୍ଗତ ତିଖିରି ପଞ୍ଚାୟତର ବହୁଚର୍ଚ୍ଚିତ ସରପଞ୍ଚ ଚାମେଲି ଓଝାଙ୍କ ମାମଲା ଏବେ ଜାତୀୟ ସ୍ତରକୁ ଯାଇଛି। ଗତ ଜୁନ୍ ୧୧ ତାରିଖରେ ମହାକାଳପଡ଼ା ବିଡିଓଙ୍କ ଚାମ୍ବର ଭିତରେ ସରପଞ୍ଚ ଚାମେଲିଙ୍କୁ...

ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳୀ ଜଣାଇଲେ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳ

ଭୁବନେଶ୍ୱର: ଆଜି ଗାନ୍ଧୀ ଜୟନ୍ତୀ ଏବଂ ଶାସ୍ତ୍ରୀ ଜୟନ୍ତୀ ଅବସରରେ ଭୁବନେଶ୍ୱରସ୍ଥିତ ଓଡ଼ିଶା ବିଧାନସଭା ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟପାଳ ଡ. ହରି ବାବୁ କମ୍ଭମପତି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ବାଚସ୍ପତି ସୁରମା ପାଢ଼ୀ...

ସମୁଦ୍ରରେ ବୁଡ଼ି ୮ ଛାତ୍ରଙ୍କ ମୃତ୍ୟୁ

ମହାରାଷ୍ଟ୍ର: ରାୟଗଡ଼ରେ ସମୁଦ୍ରରେ ଗାଧୋଇବା ବେଳେ ଲହଡ଼ିରେ ଭାସିଯାଇ ୮ ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁସାରେ, ପୁଣେର ଆଲନ୍ଦିସ୍ଥିତ ‘ୱିନର୍ସ ଏକାଡେମୀର ୧୧ଥ୍ ଆଣ୍ଡ ୧୨ଥ୍’ର ୪୮ ଜଣ ଛାତ୍ର ଛାତ୍ରୀ ଦିବେଆଗରର ଦିଘି...

ପାକିସ୍ତାନକୁ ହରାଇ ଏସୀୟ କ୍ରୀଡ଼ା ହକି ଫାଇନାଲରେ ପହଞ୍ଚିଲା ଭାରତ

ନୂଆଦିଲ୍ଲୀ: ୨୦୨୬ ଏସୀୟ କ୍ରୀଡ଼ା ପୁରୁଷ ହକିର ଅତି ରୋମାଞ୍ଚକର ସେମିଫାଇନାଲ ମ୍ୟାଚ୍‌ରେ ପାକିସ୍ତାନକୁ ୪-୩ ଗୋଲ୍‌ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି ଭାରତ। ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ କଡ଼ା ଟକ୍କର ଚାଲିଥିବା ଏହି ମ୍ୟାଚ୍‌ର...
- Advertisement -

Latest article

Bison Casino Reality Check értesítések

TartalomMi az a Reality Check és miért fontos?A Reality Check beállítása a Bison Casino platformonGyakori problémák és hibaelhárításA Reality Check és a Bison Casino...

DuffSpin Live Roulette Guide

ContentsGetting Started at DuffSpin: Account Setup and VerificationClaiming Your DuffSpin Bonus for Live GamesUnderstanding DuffSpin Live Roulette GameplayEffective Bankroll Management StrategyCommon Issues and TroubleshootingWithdrawing...

ଛାତ୍ର ସଂସଦ ନିର୍ବାଚନ ଫଳାଫଳ ପ୍ରକାଶ :ବିଜୟୀ ପ୍ରାର୍ଥୀଙ୍କ ଜୋରଦାର ସେଲିବ୍ରେସନ

ଭୁବନେଶ୍ୱର: ରାଜ୍ୟର ପ୍ରମୁଖ ବିଶ୍ବବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନ ଫଳାଫଳ ଆସିଛି l ବାଣୀବିହାର ରେ କଡ଼ା ମୁକାବିଳା ମଧ୍ୟରେ ଏବିଭିପି ସଭାପତି ପଦ ହାତେଇଛି। ବିସିଜେଡି ଏବଂ NSUI...