25.1 C
Bhubaneswar
Friday, October 30, 2026
-Advertisement-

ଦୁଇ ବିଧାୟକଙ୍କୁ ସସପେଣ୍ଡ୍ କଲା ବିଜେଡି

ଭୁବନେଶ୍ବର - ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ଦୁଇଜଣ ବିଧାୟକଙ୍କୁ ଦଳରୁ ସସପେଣ୍ଡ୍ କରିଛି ବିଜେଡି । ଦଳର ସଭାପତି ନବୀନ ପଟ୍ଟନାୟକ ଚମ୍ପୁଆ ବିଧାୟକ ସନାତନ ମହାକୁଡ ଓ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ଦଳରୁ ସସପେଣ୍ଡ୍ କରିଛନ୍ତି...

ବିସିବି ଫାଇନାନ୍ସ କମିଟିର ଅଧ୍ୟକ୍ଷ ଏମ୍. ନଜମୁଲ ଇସ୍ଲାମଙ୍କୁ ପଦରୁ କରାଗଲା ବହିଷ୍କାର

ବର୍ତ୍ତମାନ ପରିସ୍ଥିତିକୁ ଦୃଷ୍ଟିରେ ରଖି ବାଂଲାଦେଶ କ୍ରିକେଟ୍ ବୋର୍ଡ ଫାଇନାନ୍ସ କମିଟିର ଅଧ୍ୟକ୍ଷ ଏମ୍. ନଜମୁଲ ଇସ୍ଲାମଙ୍କୁ ପଦରୁ ମୁକ୍ତ କରାଯାଇଛି । ଏମ୍. ନଜମୁଲ ଇସ୍ଲାମ ବାଂଲାଦେଶର ପୂର୍ବତନ ଅଧିନାୟକ ତମୀମ ଇକବାଲଙ୍କୁ “ଇଣ୍ଡିଆ ଏଜେଣ୍ଟ” ବୋଲି କହିଥିଲେ...

ୟୁଏସରେ ଭାରତୀୟଙ୍କୁ ଟାର୍ଗେଟ କଲେ ଟ୍ରମ୍ପ

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ‘ଆମେରିକା ଫାଷ୍ଟ’ ନୀତି ଆଧାରରେ ଭିସା ନିୟମରେ ପରିବର୍ତ୍ତନ କରାଯିବା ପରେ ଏହା ଭାରତୀୟଙ୍କ ପାଇଁ ଅନେକ ସମସ୍ୟା ସୃଷ୍ଟି କରିଛି । ଏକ ରିପୋର୍ଟ ମୁତାବକ କୁଶଳୀ କାରିଗରଙ୍କ ପାଇଁ ମିଳୁଥିବା ଏଚ-୧ବି...

ବିଲରୁ ଉଦ୍ଧାର ହେଲା ମହିଳାଙ୍କ ମୃତ ଦେହ

ସୁନ୍ଦରଗଡ଼ ଟାଉନ ଥାନା ଅଞ୍ଚଳର ଏକ ବିଲରୁ ମହିଳାଙ୍କ ନିବସ୍ତ୍ର ମୃତ ଦେହ ଉଦ୍ଧାର କରାଯାଇଛି । ମୃତ ମହିଳା ହେଉଛନ୍ତି ଗୋପାଳ ଲାକ୍ରାଙ୍କ ପତ୍ନୀ ଗୁରୁବାରୀ ମାଝୀ । ମହିଳାଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ...

ହିନ୍ଦୁଙ୍କ ବିରୁଦ୍ଧରେ ନରସଂହାର ଧମକ

ଅପରେସନ ସିନ୍ଦୂରରେ ହୋଇଥିବା କ୍ଷତି ପରେ ଲସ୍କର-ଏ-ତୈବା ପୁଣି ଥରେ ଭାରତ ଓ ହିନ୍ଦୁମାନଙ୍କ ବିରୁଦ୍ଧରେ ଠିଆ ହୋଇଛି। ପାକ୍ ଅଧିକୃତ କଶ୍ମୀରର ଜଣେ ଶୀର୍ଷ LeT କମାଣ୍ଡର ଆବୁ ମୁସା କଶ୍ମୀରୀ ଏକ ସାଧାରଣ ସଭାକୁ ସମ୍ବୋଧିତ କରି...

ମୋକିମଙ୍କ ପ୍ରଶଂସା କରିଲେ ଅନୁଭବ ମହାନ୍ତି

ଅଭିନେତା ତଥା ବିଜେପି ନେତା ଅନୁଭବ ମହାନ୍ତି , କଂଗ୍ରେସର ପୂର୍ବତନ ନେତା ମହମ୍ମଦ ମୋକିମଙ୍କ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ମୋକିମ ଏବଂ ସୋଫିଆ ଫିର୍ଦ୍ଦୋସ ଜଣେ ଭଲ ନେତା । ନୂଆ ଦଳ...

ଭାରତୀୟ ନାଗରିକଙ୍କୁ ତୁରନ୍ତ ଇରାନ ଛାଡ଼ିବାକୁ ନିର୍ଦ୍ଦେଶ

ଇରାନରେ ଲାଗି ରହିଥିବା ରାଜନୈତିକ ଅସ୍ଥିରତାକୁ ଦେଖି ଭାରତୀୟ ନାଗରିକମାନଙ୍କୁ ତୁରନ୍ତ ଇରାନ ଛାଡ଼ିବାକୁ ଭାରତ ନିର୍ଦ୍ଦେଶନାମା ଜାରି କରିଛି ଭାରତୀୟ ଦୂତାବାସ । ସେଠାରେ ରହୁଥିବା ସମସ୍ତ ପର୍ଯ୍ୟଟକ, ତୀର୍ଥଯାତ୍ରୀ, ବ୍ୟବସାୟୀ ଏବଂ ଛାତ୍ରଙ୍କ ପାଇଁ ଏହା ଜାରି...

ଝାଡ଼ଖଣ୍ଡରେ ବୋମା ବିସ୍ଫୋରଣରେ ଚାଲିଗଲା ୩ ଜଣଙ୍କ ଜୀବନ

ଝାଡ଼ଖଣ୍ଡର ହଜାରିବାଗ ସଦର ଥାନା ନିକଟସ୍ତ ହବିବିନଗର ଅଞ୍ଚଳରେ ବୋମା ବିସ୍ଫୋରଣରେ ୩ ତିନି ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । ବୁଧବାର ସଫେଇ କାମ ଚାଲିଥିବାବେଳେ ବିସ୍ଫୋରଣ ହୋଇଛି । ଗୁରୁତର...

ଭୁବନେଶ୍ୱର ଏକ ନମ୍ବର ମାର୍କେଟରେ ମାଞ୍ଜା ସୁତାରେ କଟିଗଲା ଯୁବକଙ୍କ ବେକ

ମକର ସଂକ୍ରାନ୍ତିରେରେ ରାଜଧାନୀରେ ଘଟିଛି ଅଘଟଣ। ମାଞ୍ଜା ସୁତାରେ ଯୁବକଙ୍କ କଟିଗଲା ବେକ। ଗୁରୁତର ଅବସ୍ଥାରେ ଯୁବକଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତି କରାଯାଇଥିଲେ,ସେଠାରେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ଅଛି ବୋଲି କହିଛନ୍ତି ଡାକ୍ତର। ଖବର ପାଇ କମିଶନରେଟ୍ ପୋଲିସ ଘଟଣାସ୍ଥଳରେ...

ଡ୍ରାଇଭିଂ ଲାଇସେନ୍ସ ନିୟମରେ ହେବ ବଡ଼ ପରିବର୍ତ୍ତନ : ନିୟମ ଭାଙ୍ଗିଲେ କଟିବ DL

ଡ୍ରାଇଭିଂ ଲାଇସେନ୍ସ ନିୟମରେ ହେବାକୁ ଯାଉଛି ବଡ଼ ପରିବର୍ତ୍ତନ । ଯଦି ଗାଡ଼ି ଚାଳକ ନିୟମ ଭାଙ୍ଗିଲେ କଟିବ DL ଏବଂ ମହଙ୍ଗା ହେବ ବୀମା । ସଡ଼କ ଦୁର୍ଘଟଣା ରୋକିବା ଓ ଟ୍ରାଫିକ୍ ନିୟମକୁ ଅଧିକ କଡ଼ାକଡ଼ି...
- Advertisement -

Latest article

ବାତ୍ୟା ଅର୍ଣ୍ଣବ ପାଇଁ, ୪୮ ହଜାର ଲୋକଙ୍କ ହେବ ସ୍ଥାନାନ୍ତରଣ

ଭୁବନେଶ୍ୱର: ଭୀଷଣ ବାତ୍ୟାର ରୂପ ଧରି ‘ଅର୍ଣ୍ଣବ’ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଥିବା ବେଳେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି।...

Winbeast Live Baccarat: Rules and Side Bets

ContentsUnderstanding the Core Rules of PlayA Detailed Look at Standard PayoutsExploring Popular Side BetsRTP and What It Means for YouStrategies for Managing Your BankrollGetting...

Spinhub Samsung Pay Integration

ContentsHow to Set Up and Use Samsung Pay at SpinhubKey Benefits of Using Samsung Pay for DepositsUnderstanding Deposit Limits and Processing TimesTroubleshooting Common Samsung...