25.1 C
Bhubaneswar
Friday, October 30, 2026
-Advertisement-

ଇରାନକୁ ଧମକ ଦେଲେ ଟ୍ରମ୍ପ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ଦେଇଛନ୍ତି କଡ଼ା ଚେତାବନୀ,ସେ କହିଛନ୍ତି ଯଦି ଇରାନ କର୍ତ୍ତୃପକ୍ଷ ପ୍ରତିବାଦକାରୀଙ୍କୁ ମୃତ୍ୟୁଦଣ୍ଡ ଦିଅନ୍ତି, ତେବେ ଆମେରିକା ‘ଅତ୍ୟନ୍ତ କଠୋର’ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଏକ ମାନବାଧିକାର ଗୋଷ୍ଠୀ ଦାବି କରିଛି ଯେ ଇରାନ...

ଶ୍ରୀମନ୍ଦିର ଭିତରକାଠରେ ରକ୍ତ ଛିଟା,ମହାପ୍ରଭୁଙ୍କର କରାଗଲା ମହାସ୍ନାନ

ଆଜି ପବିତ୍ର ମକର ସଂକ୍ରାନ୍ତିରେ ପୁରୀ ଶ୍ରୀମନ୍ଦିରରେ ଏକ ବଡ଼ ଅଘଟଣ ଘଟିଛି । ବୁଧବାର ଭିତରକାଠ ନିକଟରେ ରକ୍ତ ଛିଟା ପଡ଼ିଥିବାରୁ ଶ୍ରୀଜୀଉମାନଙ୍କର ବଡ଼ ମହାସ୍ନାନ କରାଯାଇଛି । ଆଜି ସକାଳେ ମହାପ୍ରଭୁଙ୍କର ଗୋପାଳ ବଲ୍ଲଭ ନୀତି ହେବାକୁ...

ବିଜେଡ଼ି ବିଧାୟକଙ୍କ ସହ ଆଲୋଚନା କଲେ ନବୀନ ପଟ୍ଟନାୟକ

ଗତକାଲି ନବୀନ ନିବାସରେ ବିରୋଧୀଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ବିଜୁ ଜନତା ଦଳର ୯ ଜଣ ବିଧାୟକଙ୍କୁ ଭେଟି ସେମାନଙ୍କ ନିର୍ବାଚନ ମଣ୍ଡଳୀ ର ସମସ୍ୟା ଓ ଦଳୀୟ ସଂଗଠନ ସମ୍ପର୍କରେ ଆଲୋଚନା କରିଛନ୍ତି। ଦଳର...

ଇସ୍ରୋ ମିଶନକୁ ଝଟକା:କକ୍ଷପଥରେ ଅବସ୍ଥାପିତ ହୋଇପାରିଲାନି ‘ଅନ୍ୱେଷା’

ବିଫଳ ହୋଇଛି ଇସ୍ରୋର PSLV-C62 ମିଶନ୍ । କକ୍ଷପଥରେ ମୁତୟନ ହୋଇପାରିଲା ନାହିଁ ସାଟେଲାଇଟ୍ 'ଅନ୍ୱେଷା'। ଅର୍ବିଟ ପୂର୍ବରୁ ହିଁ ମହାକାଶରେ ହଜିଯାଇଛି। ଆନ୍ଧ୍ରର ଶ୍ରୀହରିକୋଟା ସତୀଶ ଧାୱନ ସ୍ପେସ୍ ସେଣ୍ଟରରୁ ଲଞ୍ଚ ହୋଇଥିଲା ପିଏସ୍ଏଲ୍‌ଭି-ସି୬୨ ରକେଟ୍। ସୋମବାର ସକାଳ...

ରାଉରକେଲା ବିମାନ ଦୁର୍ଘଟଣାର ତଦନ୍ତ ପାଇଁ ପହଞ୍ଚିଲେ ଡିଜିସିଏର ୨ଟି ଟିମ୍

ରାଉରକେଲାରେ ଘରୋଇ ବିମାନ ଦୁର୍ଘଟଣାର ତଦନ୍ତ ପାଇଁ ଦୁର୍ଘଟଣାରେ ପହଞ୍ଚିଛନ୍ତି ଡିଜିସିଏର ଦୁଇଟି ଟିମ୍ । ବ୍ଲାକ ବକ୍ସ ମିଳିବା ପରେ ଯାଇ ଦୁର୍ଘଟଣାର କାରଣ ସ୍ପଷ୍ଟ ଜଣା ପଡିବ । ପରିବହନ ସଚିବ ଉଷା ପାଢୀ ମଧ୍ୟ...

ମାର୍ଚ୍ଚରେ ମହମ୍ମଦ ମୋକିମ୍ ଗଠନ କରିବେ ନୂଆ ଦଳ

ରାଜ୍ୟରେ ନୂଆ ଆଞ୍ଚଳିକ ଦଳ ଗଠନ ନେଇ କଂଗ୍ରେସ ପୂର୍ବତନ ନେତା ମହମ୍ମଦ ମୋକିମ ଏବେ ବଡ଼ ସୂଚନା ଦେଇଛନ୍ତି । ଖୁବ ଶୀଘ୍ର ମହମ୍ମଦ ମୋକିମ ନିଜର ଦଳ ଗଠନ କରିବେ । ଆସନ୍ତା ମାର୍ଚ୍ଚ ଶେଷ...

ମହାକାଶ ମିଶନ୍ ଉତକ୍ଷେପଣ କରିବ ISRO

ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ରବିବାର ଦିନ ପୋଲାର ସାଟେଲାଇଟ୍ ଲଞ୍ଚ ଯାନ ସି୬୨ ମିଶନର ଉତକ୍ଷେପଣ ପାଇଁ କାଉଣ୍ଟଡାଉନ୍ ଆରମ୍ଭ କରିଛି। ISRO ସୋମବାର ଦିନ ୨୦୬ ବର୍ଷର ଏହାର ପ୍ରଥମ ମହାକାଶ ମିସନ ଉତକ୍ଷେପଣ କରିବ।...

ଲିଙ୍ଗରାଜ ମନ୍ଦିରରେ ବିଜେପିର ୧୦୦୦ ଦୀପ ଦାନ

ଗୁଜୁରାଟର ପ୍ରସିଦ୍ଧ ଶୈବପୀଠ ସୋମନାଥ ମନ୍ଦିର ଲୁଣ୍ଠନଙ୍କୁ ୧୦୦୦ ବର୍ଷ ପୂର୍ତ୍ତି ହୋଇଛି। ଏହି ଅବସରରେ ରାଜ୍ୟ ବିଜେପି ପକ୍ଷରୁ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ୧୦୦୦ ଦୀପ ପ୍ରଜ୍ଵଳନ କରାଯାଇଛି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ,...

ରାଉରକେଲାରେ ବିମାନ କ୍ରାସ : ୬ ଯାତ୍ରୀ ଗୁରୁତର

ରାଉରକେଲା ରଘୁନାଥପାଲିରେ ଏକ ଘରୋଇ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ରାଉରକେଲାରୁ ଭୁବନେଶ୍ୱର ଆସୁଥିବାବେଳେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଜରୁରୀ ଅବତରଣ ବେଳେ କଂସର ଅଞ୍ଚଳରେ ବିମାନଟି କ୍ରାସ୍ ହୋଇଛି । ଏଥିରେ ପାଇଲଟଙ୍କ ସହ ୬ ଗୁରୁତର ହୋଇଥିବା ବେଳେ...

ଟ୍ରମ୍ପଙ୍କ ଧମକ ପରେ ଇରାନ ଦେଲା ଯୁଦ୍ଧ ଚେତାବନୀ

ଭେନେଜୁଏଲା ଉପରେ ଆମେରିକାର ହମଲା ପରେ ବିଶ୍ୱରେ ଉତ୍ତେଜନାପୂର୍ଣ୍ଣ ମାହୋଲ ସୃଷ୍ଟି ହୋଇଛି ଓ ଅନ୍ୟପଟେ ଇରାନ ଓ ଆମେରିକା ମଧ୍ୟରେ ତିକ୍ତତା ଚରମରେ ପହଞ୍ଚିଛି । ଦୁଇ ଦେଶ ପରସ୍ପରକୁ ହମଲାର ଧମକ ଦେଇଛନ୍ତି । ଇରାନର ଆର୍ମି...
- Advertisement -

Latest article

ବାତ୍ୟା ଅର୍ଣ୍ଣବ ପାଇଁ, ୪୮ ହଜାର ଲୋକଙ୍କ ହେବ ସ୍ଥାନାନ୍ତରଣ

ଭୁବନେଶ୍ୱର: ଭୀଷଣ ବାତ୍ୟାର ରୂପ ଧରି ‘ଅର୍ଣ୍ଣବ’ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଥିବା ବେଳେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି।...

Winbeast Live Baccarat: Rules and Side Bets

ContentsUnderstanding the Core Rules of PlayA Detailed Look at Standard PayoutsExploring Popular Side BetsRTP and What It Means for YouStrategies for Managing Your BankrollGetting...

Spinhub Samsung Pay Integration

ContentsHow to Set Up and Use Samsung Pay at SpinhubKey Benefits of Using Samsung Pay for DepositsUnderstanding Deposit Limits and Processing TimesTroubleshooting Common Samsung...