30.8 C
Bhubaneswar
Sunday, August 2, 2026
-Advertisement-

୨୪ ଘଣ୍ଟାରେ ପୁଣି ଟାରିଫ ବଢ଼ାଇବାର ଧମକ ଦେଲେ ଟ୍ରମ୍ପ

ପୁଣି ଭାରତକୁ ଟ୍ରମ୍ପଙ୍କ ଟାରିଫ ଧମକ । ଏକ ସାକ୍ଷାତକାରରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଭାରତ ଉପରେ ଟାରିଫ ବୃଦ୍ଧି କରିବାକୁ ସଂକେତ ଦେଇଛନ୍ତି ଟ୍ରମ୍ପ । ଭାରତ-ରୁଷିଆ ସମ୍ପର୍କ ବୃଦ୍ଧିକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ...

ପାକିସ୍ତାନର ହିଂସାତ୍ମକ କାର୍ଯ୍ୟକଳାପର ଜବାବ ଦେବାକୁ ସେନା ପ୍ରସ୍ତୁତ

ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ (ସିଡିଏସ୍) ଜେନେରାଲ୍ ଅନୀଲ ଚୌହ୍ୱାନ ଏକ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ପାକିସ୍ତାନ ଦ୍ୱାରା ଘଟୁଥିବା ଯେକୌଣସି ଆକ୍ରମଣ ବା ହିଂସାତ୍ମକ କାର୍ଯ୍ୟର ଉଚିତ ଜବାବ ଦେବାକୁ ଭାରତୀୟ ସେନା...

ପ୍ରକୃତି ର ତାଣ୍ଡବ; ମାଟିରେ ମିଶିଲା ପୁରା ଗାଁ

୨୪ ସେକେଣ୍ଡ ଭିତରେ ମାଟିରେ ମିଶିଛି ପୁରା ଗାଁ । ଏବେ ସାମ୍ନାକୁ ଆସିଛି ଧ୍ବଂସଲୀଳା ପରେ ଧରାଲି ଗାଁର ଚିତ୍ର । ସବୁଆଡେ କେବଳ ବଡ଼ ପଥରଖଣ୍ଡ, ଅତଡ଼ା ମିଶା କାଦୁଅ । ମଙ୍ଗଳବାର ସକାଳେ...

ପାକିସ୍ତାନ ଚୀନ ସହ ମିଶି କରୁଛି ମୁନ୍ ମିଶନ ପ୍ଲାନ୍

ଚୀନର ସହାୟତାରେ ଚନ୍ଦ୍ରକୁ ଯିବ ପାକିସ୍ତାନ । ୨୦୩୫ ସୁଦ୍ଧା ଲ୍ୟାଣ୍ଡିଂ ଲକ୍ଷ୍ୟ ରଖିଛି ପାକିସ୍ତାନ । ଏହି ମିସନ ସମ୍ପୂର୍ଣ୍ଣ ଚୀନର ସହାୟତା ଉପରେ ନିର୍ଭରଶୀଳ । ପାକିସ୍ତାନର ମହାକାଶ ଏଜେନ୍ସି ଏ ପର୍ଯ୍ୟନ୍ତ ସ୍ୱାଧୀନ ଭାବେ...

ସଠିକ କାମ କରୁନଥିଲେ ଦିଆଯିବ ବାଧ୍ୟତାମୂଳକ ଅବସର

ଅପାରଗ ବାବୁଙ୍କ ତଥ୍ୟ ମାଗିଲେ ସରକାର। କେଉଁ ବିଭାଗରେ କେତେ ଅପାରଗ ବାବୁ ଅଛନ୍ତି, ସେମାନଙ୍କ ମଧ୍ୟରୁ କେତେଜଣଙ୍କୁ ବାଧ୍ୟତାମୂଳକ ଅବସର ପ୍ରଦାନ କରାଯାଇଛି ଏହାର ଟିକନିକ ତଥ୍ୟ ମାଗିଛନ୍ତି ରାଜ୍ୟ ସରକାର । ଏହାକୁ ନେଇ ମୁଖ୍ୟ ଶାସନ...

OTET ପ୍ରଶ୍ନପତ୍ର ଲିକ୍ ; ପ୍ରଧାନ ଶିକ୍ଷକ ନିଲମ୍ବିତ

ଓଟିଇଟି ପ୍ରଶ୍ନ ପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ପ୍ରଧାନ ଶିକ୍ଷକ ପ୍ରଶାନ୍ତ ଖମାରୀଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଶିକ୍ଷା ବିଭାଗ ପ୍ରଶାନ୍ତ ଖମାରୀଙ୍କୁ ନିଲମ୍ବିତ କରିଛି । ସେ କଳାହାଣ୍ଡି ସଦର ବ୍ଲକ୍ ଭେଜିପଦର...

ଟ୍ରମ୍ପ ଙ୍କୁ ଭାରତର କଡ଼ା ଜବାବ

ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍‌ ଧମକ୍‌ । ଥରେ ନୁହେଁ କି ଦୁଇ ଥର ନୁହେଁ ବାରମ୍ବାର ଭାରତକୁ ଟାରିଫ୍‌ ର ଧମକ୍‌ ଦେଇ ଚାଲିଛନ୍ତି ଟ୍ରମ୍ପ । ଅତିରିକ୍ତ ଶୁଳ୍କ ଲଗାଇବାର ଧମକ ପରେ ଭାରତ...

ମ୍ୟାଲେରିଆ ସଂକ୍ରମଣ ବଢ଼ାଇଲାଣି ଚିନ୍ତା

ସାରା ରାଜ୍ୟରେ ଚିନ୍ତା ବଢ଼ାଇଲାଣି ମ୍ୟାଲେରିଆ ଆତଙ୍କ। ଫେଲ୍ ମାରିଛି ଦମନ ଅଭିଯାନ। ଲଗାତାର ତୃତୀୟ ବର୍ଷ ପାଇଁ ମ୍ୟାଲେରିଆ ସଂକ୍ରମଣରେ ଦେଶରେ ଏକ ହୋଇଛି ଓଡ଼ିଶା । କିନ୍ତୁ ଏବେ ମ୍ୟାଲେରିଆ ଦମନ ଯୋଜନା ଫେଲ ମାରିଛି...

ଉତ୍ତରକାଶୀରେ ପ୍ରକୃତିର ତାଣ୍ଡବ

ଉତ୍ତରାଖଣ୍ଡର ଉତ୍ତରକାଶୀରେ ପୁଣି ଜଳ ପ୍ରଳୟ । ଗଙ୍ଗୋତ୍ରୀ ଧାମ ଓ ମୁଖୱା ନିକଟରେ ବାଦଲ ଫଟା ବର୍ଷା ହେବା ଦ୍ବାରା ଆସିଲା ଜଳ ପ୍ରଳୟ । ବାଦଲ ଫାଟିବା କାରଣରୁ ମଙ୍ଗଳବାର ପାହାଡ଼ ଉପରୁ ଦ୍ରୁତ ଗତିରେ ପାଣି...

ଭାରତ ବିରୋଧରେ ପାକିସ୍ତାନ ର ଷଡ଼ଯନ୍ତ୍ର ; ମୋହରା ସାଜିଛି ବାଂଲାଦେଶ

ଅପରେସନ୍ ସିନ୍ଦୂର’ ପରେ ଭାରତ ସହ ମୁହଁମୁହିଁ ହେବାର ସାହସ ହରାଇଛି ପାକିସ୍ତାନ। ଏବେ ନୂଆ ଚାଲ ଖେଳିବା ପ୍ରୟାସରେ ଅଛି। ଆମେରିକା ଶକ୍ତି ରେ ନିଜକୁ ଶକ୍ତିଶାଳି ଭାବି, ବାଂଲାଦେଶକୁ ମୋହରା ବନେଇ ଭାରତକୁ ପୂର୍ବଦିଗରୁ ଘେରିବା ଷଡଯନ୍ତ୍ର...
- Advertisement -

Latest article

ଭୟଙ୍କର ବିମାନ ଦୁର୍ଘଟଣା: ୧୩ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ବିଶ୍ୱପ୍ରସିଦ୍ଧ ‘ନାଜକା ଲାଇନ୍ସ’ ଦେଖିବାକୁ ପର୍ଯ୍ୟଟକମାନଙ୍କୁ ନେଇ ଯାଉଥିବା ଏକ ଛୋଟ ପର୍ଯ୍ୟଟନ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ନିକଟସ୍ଥ ଏକ ବିଲରେ ଖସିପଡ଼ିଛି। ଭୂମିରେ ପଡ଼ିବା ମାତ୍ରେ ବିମାନଟି ଖଣ୍ଡଖଣ୍ଡ ହୋଇ...

ବିଲ୍ଡରଙ୍କ ଘରୁ ୨ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଚୋରି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଶୁକ୍ରବାର ବିଳମ୍ବିତ ରାତିରେ ଲକ୍ଷ୍ମୀସାଗର ଅଞ୍ଚଳରେ ଜଣେ ବିଲ୍ଡରଙ୍କ ଘରୁ ଦୁର୍ବୃତ୍ତମାନେ ପ୍ରାୟ ୨ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତି ଲୁଟି ନେଇଥିବା ଅଭିଯୋଗ ହୋଇଛି। ପୋଲିସ...

ରାଜ୍ୟଗୋଷ୍ଠୀ କ୍ରୀଡାରେ ଜୁଡୋରେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଆଣିଲେ ଅସ୍ମିତା ଦେ

ନୂଆଦିଲ୍ଲୀ: ଗ୍ଲାସଗୋ ଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡା ରେ ଭାରତ ଏକ ବଡ଼ ସଫଳତା ହାସଲ କରିଛି। ଯୁବ ଜୁଡୋ ଖେଳାଳି ଅସ୍ମିତା ଦେ’ ଭାରତ ପାଇଁ ଏହି ସଫଳତା ଆଣିଛନ୍ତି lମହିଳା...