ପୁଣି ଜଣେ ଛାତ୍ରୀ ନିର୍ଯ୍ୟାତନା
ପୁଣି ଜଣେ ଛାତ୍ରୀ ନିର୍ଯ୍ୟାତନାର ଶିକାର ହୋଇଛନ୍ତି । ବାଲେଶ୍ୱର ପରେ ଏବେ ସମ୍ୱଲପୁରରେ ଦେଖିବାକୁ ମିଳିଛି ଏଭଳି ଘଟଣା। ବାଲେଶ୍ୱରରେ ଛାତ୍ରୀଙ୍କ ଆତ୍ମହୁତି ଘଟଣା ରାଜ୍ୟବାସୀଙ୍କ ମନରୁ ଲିଭି ନଥିବା ବେଳ ଏବେ ଆଉ ଗୋଟିଏ ଘଟଣା ଅଞ୍ଚଳରେ...
ବିଦ୍ୟାଳୟରେ ମହିଳା କର୍ମଚାରୀ ଏବଂ ଛାତ୍ରଛାତ୍ରୀଙ୍କ ସୁରକ୍ଷା ସୁନିଶ୍ଚିଚ କରିବାକୁ ନିର୍ଦ୍ଦେଶ
ବିଦ୍ୟାଳୟରେ ମହିଳା କର୍ମଚାରୀ ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ଏକ ସୁରକ୍ଷିତ ବାତାବରଣ ସୁନିଶ୍ଚିତ କରିବାକୁ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ବିଭାଗୀୟ ସଚିବ ଶାଳିନୀ ପଣ୍ଡିତ ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷା...
ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ଉଦ୍ୟମ
ଏଫ୍ ଏମ୍ କଲେଜ ଛାତ୍ରୀଙ୍କ ମୃତ୍ୟୁକୁ ନେଇ କଂଗ୍ରେସ ଶାନ୍ତିପୂର୍ଣ୍ଣ ଓଡ଼ିଶା ବନ୍ଦ ଡାକରା ଦେଇଥିବାବେଳେ ସବୁଆଡ଼େ ଅଶାନ୍ତ ବାତାବରଣ ଦେଖିବାକୁ ମିଳିଛି । କାହାକୁ ଦଳୀୟ ପତାକାରେ ପିଟିଲେଣି ତ ଆଉ କେଉଁ ବସକୁ ବାଡ଼େଇଲେଣି । ସେପଟେ...
ବିରୋଧୀଙ୍କ ଉପରେ ବର୍ଷିଲେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ
ଏଫ୍ ଏମ୍ କଲେଜ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଓଡ଼ିଶା ବନ୍ଦ ଡାକରା ଦେଇଥିବା କଂଗ୍ରେସକୁ କଡ଼ା ସମାଲୋଚନା କରିଛନ୍ତି ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡଙ୍ଗୀ । ବିରୋଧୀଙ୍କ ଉପରେ ବର୍ଷିଲେ ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ, କହିଲେ ଆଗ...
ସୌମ୍ୟାଙ୍କୁ ନ୍ୟାୟ ଦାବିରେ ଓଡିଶା ବନ୍ଦ
ଭୁବନେଶ୍ବର - ପ୍ରଦେଶ କଂଗ୍ରେସ ଏବଂ ବାମପନ୍ଥୀ ଦଳଗୁଡିକ ପକ୍ଷରୁ ଡାକରା ଦିଆଯାଇଥିବା ବାରଘଣ୍ଟିଆ ଓଡିଶା ବନ୍ଦର ପ୍ରଭାବ ଆଜି ସାରା ରାଜ୍ୟରେ ଅନୁଭୂତ ହୋଇଛି । ଦୋକାନବଜାର ଓ ଯାନବାହନ ଚଳାଚଳ ବନ୍ଦ ରହିଛି । ଯୁବ କଂଗ୍ରେସ...
ଦେଶବ୍ୟାପୀ ଏବିଭିପିର ବିକ୍ଷୋଭ
ଏଫ୍ ଏମ୍ ମହାବିଦ୍ୟାଳୟ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କୁ ନ୍ୟାୟ ଦେବାକୁ ଦେଶବ୍ୟାପୀ ଚାଲିଛି ଆନ୍ଦୋଳନ । ଓଡ଼ିଶା ସହିତ ବାହାରେ ମଧ୍ୟ ସୌମ୍ୟାଶ୍ରୀଙ୍କ ପାଇଁ ବିକ୍ଷୋଭ କରାଯାଉଛି । ବୁଧବାର ଭୁବନେଶ୍ୱର ବାଣୀବିହାର ଛକରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ...
ବାଲେଶ୍ବର ଏଫଏମ ଛାତ୍ରୀ ମୃତ୍ୟୁ ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ
ରାଜ୍ୟରେ ଚହଳ ପକାଇଥିବା ବାଲେଶ୍ଵର ଫକୀର ମୋହନ ଛାତ୍ରୀ ମୃତ୍ୟୁ ମାମଲାରେ ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ରାଜ୍ୟ ସରକାର ବୁଧବାର ଏହାର ନିର୍ଦ୍ଦେଶ ଦେଇଛନ୍ତି । ଡିଏସପି ଇମନ କଲ୍ୟାଣ ନାୟକଙ୍କୁ ତଦନ୍ତ ଦାୟିତ୍ଵ ଦିଆଯାଇଛି । କ୍ରାଇମବ୍ରାଞ୍ଚ...
ଅଧ୍ୟାପକଙ୍କ ନାଁରେ କଳଙ୍କ ସମୀର ସାହୁ
ଗୁରୁଙ୍କ ନାଁରେ କଳଙ୍କ । ଅଧ୍ୟାପନା ନାଁରେ ବ୍ଲାକମେଲ୍ କରି ଛାତ୍ରୀଙ୍କ ସହ ରଖୁଥିଲେ ଅନୈତିକ ସମ୍ପର୍କ । ଏଫଏମ୍ କଲେଜ ଛାତ୍ରୀଙ୍କ ମୃତ୍ୟୁ ପଛର ମୁଖ୍ୟ ଖଳନାୟକ ସମୀର ସାହୁଙ୍କର ଟ୍ରାକ ରେକର୍ଡ କିଛି ଏମିତି ଥିଲା ।...
ବିରୋଧିଙ୍କୁ ଜବାବ ଦେଲେ ମନ୍ତ୍ରୀ ବଞ୍ଚିଥିବା ବେଳେ ଅପମାନିତ କଲେ, ଏବେ ଆନ୍ଦୋଳନ କରୁଛନ୍ତି
ଏଫ୍ ଏମ୍ ସ୍ୱୟଂଶାସିତ ମହାବିଦ୍ୟାଳୟ ମାମଲାରେ ରାଜ୍ୟ ସରକାରଙ୍କୁ ଘେରୁଥିବା ଉଭୟ ବିରୋଧୀ ବିଜେଡ଼ି ଏବଂ କଂଗ୍ରେସକୁ ଦୃଢ଼ ଜବାବ ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଝିଅ ବଞ୍ଚିଥିବାବେଳେ ତାକୁ ଅପମାନିତ କଥା କହିବା ପରେ ଏବେ...
ଶୁଭାଂଶୁ ଶୁକ୍ଳାଙ୍କୁ ସ୍ବାଗତ କଲେ ପ୍ରଧାନମନ୍ତ୍ରୀ
୧୮ ଦିନ ଧରି ମହାକାଶରେ ରହିବା ପରେ ମହାକାଶଚାରୀ ଗ୍ରୁପ କ୍ୟାପ୍ଟେନ ଶୁଭାଂଶୁ ଶୁକ୍ଳା ଆକ୍ସିଓମ-୪ ମିଶନର ଅନ୍ୟ ୩ କ୍ରିଉ ସଦସ୍ୟଙ୍କ ସହ ପୃଥିବୀରେ ଅବତରଣ କରିଛନ୍ତି। ଶୁଭାଂଶୁଙ୍କ ସଫଳ ପ୍ରତ୍ୟାବର୍ତ୍ତନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବାଗତ କରିଛନ୍ତି।...



















