ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ମିଳିଲା ଜାମିନ୍
ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ଜାମିନ । ଜାମିନ ପ୍ରଦାନ କଲେ ଖୋର୍ଦ୍ଧା ଜିଲ୍ଲା ଓ ଦୌରାଜଜଙ୍କ କୋର୍ଟ । ଜାମିନ ଆବେଦନ ଶୁଣାଣୀ କରି ଜାମିନ ଦେଇଛି କୋର୍ଟ । ଜଣେ ଜାମିନ୍ଦାର ଓ ୩୦ ହଜାର ଟଙ୍କା...
କ୍ରାସ୍ ହେଲା ଭାରତୀୟ ସେନାର ଯୁଦ୍ଧ ବିମାନ
ରାଜସ୍ଥାନରେ ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ରତନଗଡ଼ରେ ବିମାନ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ଏହି ଦୁର୍ଘଟଣାରେ ପାଇଲଟଙ୍କ ମୃତ୍ୟୁ ହୋଇଥିବାବେଳେ କୋପାଇଲଟଙ୍କର ମଧ୍ୟ ମୃତ୍ୟୁ ହୋଇଛି।
ବିମାନ ଭଗ୍ନାବଶେଷରୁ ପାଇଲଟଙ୍କ ମୃତଦେହ ଉଦ୍ଧାର ହୋଇଥିଲା...
ମେଘନାଦ ପାଚେରୀ ଡେଇଁ ଶ୍ରୀମନ୍ଦିରକୁ ପ୍ରବେଶ କଲେ ୪ ଯୁବକ
ସୁରକ୍ଷିତ ନାହିଁ ଶ୍ରୀମନ୍ଦିର । ନିର୍ଭୟରେ ଦକ୍ଷିଣ ଦ୍ୱାର ମେଘନାଦ ପାଚେରୀ ଡେଇଁ ଶ୍ରୀମନ୍ଦିରକୁ ପଶୁଛନ୍ତି ୪ ଯୁବକ । ଯାହାର ଭିଡିଓ ଭାଇରାଲ ହେବା ପରେ ଶ୍ରୀମନ୍ଦିର କେତେ ସୁରକ୍ଷିତ ବୋଲି ସାଧାରଣରେ ପ୍ରଶ୍ନ ସୃଷ୍ଟି...
୨ ଖଣ୍ଡ ହୋଇଗଲା ପୋଲ
ଗୁଜୁରାଟ ମହିସାଗର ନଦୀ ଉପରେ ଥିବା ବ୍ରିଜ୍ ଭାଙ୍ଗିଯିବାରୁ ଗାଡ଼ି ଗୁଡ଼ିକ ପୋଲ ତଳକୁ ଖସି ପଡିଥିବା ଜଣାପଡ଼ିଛି । ପୋଲ ଭାଙ୍ଗିବା ସମୟରେ ପ୍ରବଳ ମାତ୍ରାରେ ଟ୍ରାଫିକ୍ ଜାମ ହୋଇଥିବାରୁ ୯ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ...
ଜଗନ୍ନାଥ ହୋ .. କୁନି, କିଶୋର ପ୍ରତିଭାଙ୍କ ସୁମଧୁର କଣ୍ଠରେ ଭାବ ବିହ୍ବଳ ହେଲେ ଦର୍ଶକ
ଭୁବନେଶ୍ବର - କୁନି କୁନି ପ୍ରତିଭାଙ୍କ ସୁମଧୁର କଣ୍ଠରେ ଶ୍ରୀଜଗନ୍ନାଥ ଭଜନରେ ଝଙ୍କୃତ ହେଉଥିଲା ଗୀତ ଗୋବିନ୍ଦ ଭବନ । କିଏ ଗାଉଥିଲା, 'ଦେଖ ଲୋ ସଙ୍ଗାତ', ତ ଆଉ କିଏ ଗାଉଥିଲା 'ଆସ ଆସ ଜଗନ୍ନାଥ' । କାହା...
ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ ହେଲା ସମ୍ପୂର୍ଣ୍ଣ
ସରିଲା ଶ୍ରୀମନ୍ଦିର ରତ୍ନଭଣ୍ଡାରର ମରାମତି। ଉଭୟ ଭିତର ଓ ବାହାର ରତ୍ନଭଣ୍ଡାର ମରାମତି ଶେଷ ହୋଇଛି। ASI ପ୍ରତ୍ୟକ୍ଷ ତତ୍ତ୍ବାବଧନରେ କାମ ସମ୍ପୂର୍ଣ୍ଣ ହୋଇଛି। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ମଧ୍ୟ ସୂଚନା ଦେଇଛି। ସେ କହିଛନ୍ତି...
ରଥଯାତ୍ରାରେ ପକେଟ୍ ମାର୍ ୪୯ ଜଣଙ୍କୁ ଗିରଫ କରିଛି ପୋଲିସ
ରଥଯାତ୍ରାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିତରେ ପକେଟ୍ ମାର୍ ଘଟଣାରେ ୪୯ ଜଣ ଚୋରଙ୍କୁ ଗିରଫ କରିଛି ପୁରୀ ପୋଲିସ । ସେମାନଙ୍କ ନିକଟରୁ ଚୋରୀ ସାମଗ୍ରୀ ମଧ୍ୟ ଜବତ କରାଯାଇଛି । ପୋଲିସ ୧୨୭ଟି ମୋବାଇଲ୍ ଫୋନ୍, ୪ଟି ସୁନା...
ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ
ଦୀର୍ଘ ଦିନର ଚିକିତ୍ସା ପରେ ବିଜେଡ଼ି ଦଳ ନେତା ନବୀନ ପଟ୍ଟନାୟକ ହସ୍ପିଟାଲରୁ ଡିସଚାର୍ଜ ହୋଇଥିବା ସୂଚନା ମିଳିଛି । ମୁମ୍ବାଇସ୍ଥିତ ଧିରୁଭାଇ ଅମ୍ବାନୀ କୋକିଲା ବେନ ହସ୍ପିଟାଲରୁ ବିଦାୟ ନେବାବେଳେ ନବୀନଙ୍କର ଏକ ଭିଡ଼ିଓ ସାମ୍ନାକୁ ଆସିଛି ।...
ବିସିସିଆଇ ରୁଲ୍ ଭାଙ୍ଗିଲେ କ୍ୟାପଟେନ୍ ଶୁଭମନ ଗିଲ୍
କ୍ୟାପଟେନ୍ ଶୁଭମନ ଗିଲଙ୍କ ଅଧିନାୟକତ୍ୱରେ ଇଂଲଣ୍ଡ ବିପକ୍ଷରେ ଏଜବାଷ୍ଟନ ଟେଷ୍ଟ ଜିତିଛି ଭାରତୀୟ ଦଳ । ୩୩୬ ରନରେ ଜିତିଛି ଟିମ୍ । ଏହି ବିଜୟ ସହିତ, ଭାରତୀୟ ଦଳ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜକୁ ୧-୧ ରେ...
ପାକିସ୍ତାନୀ ସେନାର ଏଜେଣ୍ଟ ଥିଲେ ମାଷ୍ଟରମାଇଣ୍ଡ ତହୱୁର ରାଣା
ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ବଡ଼ ଖୁଲାସା। ପାକିସ୍ତାନ, ISI ଏବଂ ଲସ୍କର ବିଷୟରେ ଅନେକ ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି ୨୬/୧୧ର ମାଷ୍ଟରମାଇଣ୍ଡ ତହୱୁର ରାଣା। ତହୱୁର ହୁସେନ ରାଣାଙ୍କୁ ମୁମ୍ବାଇ ପୋଲିସର କ୍ରାଇମବ୍ରାଞ୍ଚ ପଚରାଉଚରା କରିଛି। NIAର ହେପାଜତରେ...


















