33.8 C
Bhubaneswar
Tuesday, August 4, 2026
-Advertisement-

ଅହମ୍ମଦାବାଦରେ ଭୟଙ୍କର ବିମାନ ଦୁର୍ଘଟଣା

ଅହମ୍ମଦାବାଦରେ ଭୟଙ୍କର ବିମାନ ଦୁର୍ଘଟଣା । ଗୁରୁବାର ଅପରାହ୍ନରେ ଲଣ୍ଡନ ଯାଉଥିବା ଏକ ଏୟାର ଇଣ୍ଡିଆ ବିମାନ ଉଡ଼ାଣ ଆରମ୍ଭ ହେବାର କିଛି ମୁହୂର୍ତ୍ତ ପରେ ଅହମ୍ମଦାବାଦ ବିମାନବନ୍ଦର ନିକଟବର୍ତ୍ତୀ ମେଘନାନୀ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନରେ ମୋଟ...

ସ୍ନାନମଣ୍ଡପରେ ଶ୍ରୀଜୀଉଙ୍କୁ ଦର୍ଶନ କଲେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ

ହରିବୋଲ, ହୁଳହୁଳି, ଘଣ୍ଟଘଣ୍ଟା ଧ୍ବନୀରେ ଉଛ୍ଛଳି ଉଠୁଥିଲା ଶ୍ରୀମନ୍ଦିର । ସ୍ନାନମଣ୍ଡପରେ ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଭକ୍ତଙ୍କ ସୁଅ ଛୁଟିଥିଲା । ନୀତି ନିର୍ଘଣ୍ଟ ଅନୁସାରେ ଠାକୁରଙ୍କ ନୀତି ହେବା ପରେ ଭୋର ୫ଟାରୁ ଆରମ୍ଭ ହୋଇଯାଇଥିଲା ପହଣ୍ଡି ।...

ପାଗ ଖରାପ ଯୋଗୁ ବିଳମ୍ବ ହେଉଛି ଅନ୍ତରୀକ୍ଷ ଯାତ୍ରା

ପ୍ରତିକୂଳ ପାଣିପାଗ ପାଇଁ ଅନ୍ତରିକ୍ଷ ଯାତ୍ରୀଙ୍କ ନିମନ୍ତେ ଆଉ ଗୋଟିଏ ଦିନ ବିଳମ୍ବ ହୋଇଛି । ଭାରତର ଦ୍ୱିତୀୟ ଅନ୍ତରିକ୍ଷଯାତ୍ରୀ ଶୁଭ୍ରାଶୁଂ ଶୁକ୍ଳା ଅନ୍ତରିକ୍ଷକୁ ଆକ୍ସିଅମ୍-୪ ମିଶନ୍‌ର ଉଡାଣର ନେତୃତ୍ବ ନେବେ । ଭାରତୀୟ ଅନ୍ତରିକ୍ଷ ଗବେଷଣା ସଂସ୍ଥା ଇସ୍ରୋ...

ଶେଷରେ ମାନିଲା ସୋନମ୍, ପ୍ରେମ ପାଇଁ ହତ୍ୟା କରିଛି ସ୍ବାମୀକୁ

ଶେଷରେ ମାନିଲା ସୋନମ୍ ରଘୁବଂଶୀ । ସେ ହିଁ ତା ସ୍ବାମୀ ରାଜା ରଘୁବଂଶୀକୁ ହତ୍ୟା କରିଛି ବୋଲି ମେଘାଳୟ ପୋଲିସ ଆଗରେ ସ୍ବୀକାର କରିଛି । ମେ 11 ତାରିଖରେ ରାଜା ରଘୁବଂଶୀକୁ ବିବାହ କରିଥିବା ସୋନମ ପ୍ରେମିକ...

ଛତିଶଗଡରୁ ଓଡିଶା ଭିତରକୁ ପଶି ଆସିଛନ୍ତି ମାଓବାଦୀ

ଛତିଶଗଡ଼କୁ ଲାଗିଥିବା ବରଗଡ଼ ଜଙ୍ଗଲ ଦେଇ ଓଡ଼ିଶା ଭିତରକୁ ଚାଲି ଆସିଛନ୍ତି ମାଓବାଦୀ । ସୂଚନା ଅନୁସାରେ ସୋନପୁର, ବୌଦ୍ଧ, ରେଢ଼ାଖୋଲ ଅଞ୍ଚଳର ଡ୍ୟାମକୁ ଲାଗି ରହିଥିବା ବିଭିନ୍ନ ସଂରକ୍ଷିତ ଜଙ୍ଗଲରେ ଲୁଚି ରହିଛନ୍ତି ମାଓବାଦୀ । ସୂଚନା ଅନୁସାରେ...

ଜୁଲାଇ ୩ରୁ ଅମରନାଥ ଯାତ୍ରା

ଆସନ୍ତା ଜୁଲାଇ ୩ରୁ ଆରମ୍ଭ ଅମରନାଥ ଯାତ୍ରା । ୩୮ ଦିନ ହେବ ଯାତ୍ରା। ଅଗଷ୍ଟ ୯ ପର୍ଯ୍ୟନ୍ତ ଯାତ୍ରୀ ଅମରନାଥଙ୍କୁ ଦର୍ଶନ କରିବାକୁ ସୁଯୋଗ ପାଇବେ । ସିଆରପିଏଫ ଓ ଅର୍ଦ୍ଧ ସାମରିକ ବଳର ୫୮୧ କମ୍ପାନୀ ସୁରକ୍ଷାରେ...

ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା : ଚାରିବର୍ଷରେ ଖର୍ଚ୍ଚ ହେବ 6 ହଜାର କୋଟି

ପ୍ରଥମବର୍ଷ ପୂର୍ତ୍ତି ପାଳନର ଅବ୍ୟବହିତ ପୂର୍ବରୁ କେତେକ ନୂଆ ଯୋଜନାକୁ କ୍ୟାବିନେଟ ମଂଜୁରୀ ମିଳିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନାକୁ ଅନୁମୋଦନ ମିଳିଛି । ଏହି...

ଦଳାଚକଟାରେ ଏକମାତ୍ର ପୁଅକୁ ହରାଇଲା ବାପା

ସେଲିବ୍ରେସନ ପାଲଟିଲା କାଳ। ବାଙ୍ଗାଲୋରରେ RCB ଉତ୍ସବରେ ଯୋଗଦେବା ପାଇଁ ଦଳାଚକଟାରେ ୧୧ ଜଣଙ୍କ ଜୀବନ ଗଲା। ଏହି ଦଳାଚକଟାରେ ଜଣେ ବାପା ତାଙ୍କର ଏକମାତ୍ର ପୁଅକୁ ହରାଇଛନ୍ତି। ସେ କାନ୍ଦି କାନ୍ଦି ପ୍ରଶାସନକୁ ନିବେଦନ କରିଛନ୍ତି ଯେ ପୋଷ୍ଟମର୍ଟମ...

65 ବର୍ଷରେ ଦ୍ବିତୀୟ ବିବାହ କଲେ ପିନାକୀ

65 ବର୍ଷରେ ଦ୍ବିତୀୟ ବିବାହ କରିଛନ୍ତି ବରିଷ୍ଠ ରାଜନେତା ତଥା ପୂର୍ବତନ ସାଂସଦ ପିନାକୀ ମିଶ୍ର । ତୃଣମୂଳ କଂଗ୍ରେସର ସାଂସଦ ମହୁଆ ମୋଇଦ୍ରଙ୍କ ସହ ସେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ଜର୍ମାନୀରେ ଖୁବ୍ ଗୋପନୀୟ ଭାବେ...

ବେଙ୍ଗାଲୁରରେ ଆଇପିଏଲ ସେଲିବ୍ରେସନରୁ ଦଳାଚକଟା, 11 ମୃତ

ଆଇପିଏଲ ଟ୍ରଫି ଜିତିବା ପରେ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଆରମ୍ଭ ହୋଇଥିଲା ଆରସିବିର ସେଲିବ୍ରେସନ । ଖେଳାଳିଙ୍କୁ ଦେଖିବା ପାଇଁ ଏବଂ ବିଜୟ ଉତ୍ସବରେ ସାମିଲ ହେବା ପାଇଁ ଷ୍ଟାଡିୟମ ଭିତରେ ଓ ବାହାରେ ଅସମ୍ଭବ ଭିଡ ଦେଖିବାକୁ ମିଳିଥିଲା ।...
- Advertisement -

Latest article

ଭୟଙ୍କର ବିମାନ ଦୁର୍ଘଟଣା: ୧୩ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ବିଶ୍ୱପ୍ରସିଦ୍ଧ ‘ନାଜକା ଲାଇନ୍ସ’ ଦେଖିବାକୁ ପର୍ଯ୍ୟଟକମାନଙ୍କୁ ନେଇ ଯାଉଥିବା ଏକ ଛୋଟ ପର୍ଯ୍ୟଟନ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ନିକଟସ୍ଥ ଏକ ବିଲରେ ଖସିପଡ଼ିଛି। ଭୂମିରେ ପଡ଼ିବା ମାତ୍ରେ ବିମାନଟି ଖଣ୍ଡଖଣ୍ଡ ହୋଇ...

ବିଲ୍ଡରଙ୍କ ଘରୁ ୨ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଚୋରି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଶୁକ୍ରବାର ବିଳମ୍ବିତ ରାତିରେ ଲକ୍ଷ୍ମୀସାଗର ଅଞ୍ଚଳରେ ଜଣେ ବିଲ୍ଡରଙ୍କ ଘରୁ ଦୁର୍ବୃତ୍ତମାନେ ପ୍ରାୟ ୨ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତି ଲୁଟି ନେଇଥିବା ଅଭିଯୋଗ ହୋଇଛି। ପୋଲିସ...

ରାଜ୍ୟଗୋଷ୍ଠୀ କ୍ରୀଡାରେ ଜୁଡୋରେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଆଣିଲେ ଅସ୍ମିତା ଦେ

ନୂଆଦିଲ୍ଲୀ: ଗ୍ଲାସଗୋ ଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡା ରେ ଭାରତ ଏକ ବଡ଼ ସଫଳତା ହାସଲ କରିଛି। ଯୁବ ଜୁଡୋ ଖେଳାଳି ଅସ୍ମିତା ଦେ’ ଭାରତ ପାଇଁ ଏହି ସଫଳତା ଆଣିଛନ୍ତି lମହିଳା...