28.1 C
Bhubaneswar
Thursday, August 6, 2026
-Advertisement-

ମାସ୍କ ବାଧ୍ୟତାମୂଳକ କଲେ ସରକାର

କର୍ଣ୍ଣାଟକ ସରକାରଙ୍କ ବଡ ନିଷ୍ପତ୍ତି । କରୋନାର ଭୟାବହତାକୁ ଦେଖି କୋଭିଡ କଟକଣା କଡାକଡି କରିଛନ୍ତି କର୍ଣ୍ଣାଟକ ସରକାର । ମାସ୍କକୁ ବାଧ୍ୟତାମୂଳକ କରାଯାଇଛି । ସ୍କୁଲ , କଲେଜ, ସିନେମା ହଲରେ ବି ମାସ୍କକୁ ବାଧ୍ୟତାମୂଳକ କରିଛନ୍ତି ।...

ସ୍କୁଲରେ ମାସ୍କ ପିନ୍ଧିବାକୁ ପରାମର୍ଶ

ସ୍କୁଲକୁ ଫେରୁଛି କରୋନା କଟକଣା । ସ୍କୁଲରେ କରୋନା ନିୟମ ପାଳନ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି, କେନ୍ଦ୍ର ଓ ରାଜ୍ୟର ମାର୍ଗଦର୍ଶିକା ଅନୁଯାୟୀ, ସ୍କୁଲରେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା...

ବଢୁଛି ସଙ୍କ୍ରମଣ, ରାଜ୍ୟରେ ଚିନ୍ତା

ଚୀନରେ କରୋନା ସଙ୍କ୍ରମଣ ବଢିବା ପରେ ଏବେ ରାଜ୍ୟରେ ଛନକା । କରୋନା ପରିସ୍ଥିତି ନେଇ ଆସନ୍ତାକାଲି ଅପରାହ୍ନ ୪ଟା ୩୦ରେ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ସ୍ୱାସ୍ଥ୍ୟ ମନ୍ତ୍ରୀ , ସ୍ୱାସ୍ଥ୍ୟ ସଚିବଙ୍କ ସହିତ ସ୍ୱାସ୍ଥ୍ୟ ବିଭାଗର...

କିଟରେ ହକି ବିଶ୍ୱକପ୍‍ ଟ୍ରଫି ଅଲିମ୍ପିଆନଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର,୨୫ ।୧୨: ପୁରୁଷ ବିଶ୍ୱକପ୍‍ ହକି ଟ୍ରଫି ଆଜି ଓଡ଼ିଶାରେ ପହଞ୍ଚିବା ପରେ ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସ୍ଥାନ ପରିକ୍ରମା କରିବା ପରେ ଶେଷରେ କିଟ୍‍ ପରିସରରେ ପହଞ୍ଚିଥିଲା। କିଟ୍‍ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ୨ରୁ କିଟ୍‍ ଓ କିସ୍‍ର ଛାତ୍ରଛାତ୍ରୀ...

ଭୁବନେଶ୍ୱରରେ ପଥୋତ୍ସବ ଆରମ୍ଭ

ଶୀତୁଆ ସକାଳରେ ପ୍ରଥମ ଦିନରେ ପଥୋତ୍ସବର ମଜା ଉଠାଇଛନ୍ତି ରାଜଧାନୀବାସିନ୍ଦା । ଭୁବନେଶ୍ୱରରେ ଆରମ୍ଭ ହୋଇଛି ପଥୋତ୍ସବ । ସ୍ମାର୍ଟ ଜନପଥରେ ଲାଗିଥିଲା ଗହଳି । ବିଭିନ୍ନ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମରେ ଝୁମିଥିଲେ ଜନସାଧାରଣ । ରାଜରାସ୍ତାରେ ଖେଳକୁଦ ସାଙ୍ଗକୁ ସାଂସ୍କୃତିକ...

ସେଣ୍ଟ ଜାଭିୟର୍ସ ପ୍ଲେ ସ୍କୁଲରେ ‘ଖ୍ରୀଷ୍ଟମାସ୍ ଡେ’ ପାଳନ

ହାତରେ କେକ୍ ଧରି ସାଣ୍ଟାକ୍ଲସ୍ ଉତ୍ସବସ୍ଥଳୀକୁ ପ୍ରବେଶ କରିଥିଲା । ପିଲାମାନେ ସାଣ୍ଟାକୁ ଦେଖି ଖୁସିରେ ତାଳିମାରି ନାଚିବା ସହ ସ୍ବାଗତ କରିଥିଲେ । ଆଉ ମ୍ୟୁଜିକର ତାଳେ ତାଳେ ସାଣ୍ଟା କୁନି କୁନି ଶିଶୁମାନଙ୍କ ହାତ ଧରି ନାଚିବା...

ଅଚ୍ୟୁତ ସାମନ୍ତଙ୍କୁ ଉତ୍କଳ ବିଶ୍ୱବିଦ୍ୟାଳୟରୁ ସମ୍ମାନସୂଚକ ଡକ୍ଟୋରେଟ୍‍

ବିଶିଷ୍ଟ ଶିକ୍ଷାବିତ୍‍, ସମାଜସେବୀ, କିଟ୍‍ ଓ କିସ୍‍ର ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କୁ ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନସୂଚକ ଡି.ଲିଟ୍‍ ଡିଗ୍ରୀ ପ୍ରଦାନ କରାଯାଇଛି। ଶୁକ୍ରବାର ଅନୁଷ୍ଠିତ ବିଶ୍ୱବିଦ୍ୟାଳୟର ୫୨ତମ ସମାବର୍ତ୍ତନ ଉତ୍ସବରେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି...

ଆସିବ ନୂଆବର୍ଷ ଗାଇଡଲାଇନ୍‌

ନୂଆବର୍ଷ ପାଇଁ ଆସିବ ନୂଆ କରୋନା ଗାଇଡଲାଇନ୍ । ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ଘୋଷଣା କରିବେ ନୂଆ ଗାଇଡଲାଇନ୍ । ଆଗାମୀ ପର୍ବ ପର୍ବାଣୀ ପାଇଁ ଏହି ଗାଇଡଲାଇନ୍ ଆସିବ ।

ଆଜି ସବୁଠୁ ଲମ୍ବା ରାତି

ଆଜି ହେବ ସବୁଠୁ ଲମ୍ବା ରାତି । ସନ୍ଧ୍ୟାରେ ସୂର୍ଯ୍ୟଅସ୍ତ ଠାରୁ ଆସନ୍ତା କାଲି ସୂର୍ଯ୍ୟୋଦୟ ପର୍ଯ୍ୟନ୍ତ ସମୟ ରହିବ ୧୩ ଘଣ୍ଟା ୧୯ ମିନିଟ୍ । ଅର୍ଥାତ୍ ୧୩ ଘଣ୍ଟା ୧୯ ମିନିଟ୍ ରହିବ ରାତିର ଅବଧି ।...

ଚୀନରେ ସ୍ଥିତି ଗମ୍ଭୀର

ଚୀନରେ କରୋନା ଭାଇରସ ଏବେ ଚିନ୍ତା ବଢାଇଲାଣି । କୋଭିଡ ଗାଇଡଲାଇନ୍ ଶେଷହେବା ପରେ କରୋନା ମାମଲା ଏବେ ହୁ ହୁ ହୋଇ ବଢିବାରେ ଲାଗିଛି । କିଛିଦିନ ହେବ ଚୀନରେ ଲକ୍ଷେ ଲୋକ ପଜିଟିଭ୍ ଚିହ୍ନଟ ହୋଇସାରିଲେଣି ।...
- Advertisement -

Latest article

Inteligentne strategie dla Total Casino logowanie Welcome Bonus

Spis treściKrok po kroku: Jak aktywować bonus powitalnyWarunki obrotu (wager) – na co zwrócić uwagęOptymalne strategie gry z bonusemWeryfikacja konta i wypłata wygranychRozwiązywanie typowych...

Ocean spin Sportsbook Promotionen: Casino-Only Spieler Verpassen Diese

InhaltWarum Ocean spin Sportsbook Promotionen einen Blick wert sindBeliebte Sportpromotionen, die Sie verpassenSo nutzen Sie einen Ocean spin no deposit Bonus für SportwettenDer Ablauf:...

Limity Minimalnych/Maksymalnych Zakładów w Grach Stołowych Casino Total

Spis treściDlaczego limity zakładów mają znaczenie?Typowe limity w popularnych grach stołowychJak sprawdzić limity w danej grze?Czy bonusy wpływają na obowiązujące limity?Strategia zarządzania budżetem a...